Latest Odisha News

BREAKING NEWS

Browsing Tag

Odia Poem

କବିତା : ତୁମେ

ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ  ମରିଗଲା ପରେ ମଶାଣିରେ ଜଳି ଯଦି ମୁଁ ପାଉଁଶ ହୁଏ ପବନରେ ଉଡ଼ି ତଥାପି କହିବି ମୁଁ ତୁମକୁ ଭଲ ପାଏ ।। ଜଳି ଜଳି ଦେହ ପାଉଁଶ ହୋଇବ ମିଶିଯିବ ଯେବେ ଭୂଇଁରେ ତଥାପି ଏ ମନ ଝୁରିବ ତୁମକୁ ପାଇବାକୁ ତା ପାଖରେ ।। ଦେହ କି ଜଳିଲେ ପ୍ରେମ ସରି…

କବିତା : ଘର ମୋର ସ୍ୱର୍ଗ

ନିରୂପମା ପତି ସରଗ ଠୁଁ ଵଡ ଏହି ଆମ ଘର ଘର ନୁହେଁ ସେହି ଭାଵର ମନ୍ଦିର ସ୍ନେହ, ଶ୍ରଦ୍ଧା, ପ୍ରୀତି ଥାଏ ନିରନ୍ତର ଶାନ୍ତି ମୈତ୍ରୀ ର ସେ ଏକାନ୍ତ ନିର୍ଝର ସେଘରେ ଜନମ ମୋର ଵାପା,ମା, ଭାଇ, ଭଉଣୀଙ୍କୁ ନେଇ ଏକସୂତ୍ରେ ପରିବାର । ଆକାଶ ଠୁଁ ଵଡ ପୂଜ୍ୟ ପିତା ମୋର ଧର୍ମ,…

କବିତା : ପ୍ରେମର ଆୟୁଷ

ସାଗରିକା ଦାସ୍  ଜୀବନତରଙ୍ଗ ଅସ୍ତବେଳାରେ ସଙ୍ଗିନୀ ଗୋ ଧୂସରକୁନ୍ତଳ ଧୁମ୍ରଦୃଷ୍ଟି ଭଗ୍ନଅପଘନ ସାଥୀ ଗୋ କିଏ ଗୋ ତୁମେ ମୋର କିପରି ବର୍ଣ୍ଣିବି ଆହା କେମିତି କହିବି ବଖାଣି ଅର୍ଦ୍ଧାଙ୍ଗିନୀ ହେ କ'ଣ ଯେ ତୁମେ ମୋ ପାଇଁ ! କାହ୍ନା ଚିତ୍ତଚୋରା ସେ ଶ୍ରୀରାଧା ହସ ଯେ ତୁମେ ଲକ୍ଷ୍ମଣ…

କବିତା : ଛାଇ

ଜୟନ୍ତୀ ଓଝା  ଜହ୍ନର ଛାଇରେ ପତର ଦିଶୁଛି ମନର ଛାଇରେ ତୁମେ ଶୀତର ଚାଦର ଦେହକୁ ଖୋଜୁଛି ତୁମକୁ ଖୋଜେ ମୁଁ ମନେ । ଶୀତର ତାପରେ ଦେହତ ଫାଟୁଛି ମନ କେବେ ଫାଟୁ ନାହିଁ ଶୀତର ତାପରେ ଯୋଡି ହୋଇଯାଏ, ଦୁଇ ହୃଦ ଦୁଇ ଛାଇ! ନିଇତି ସଞ୍ଜରେ ନିଆଁ ମୁଁ ଜାଳୁଛି ମୋ ଦେହ ଜଳୁଛି…

କବିତା : ବସନ୍ତ ରାସ

ଗଦାଧର ସାହୁ  ବସନ୍ତ ରାସ ଆସର ବାସ ଚହଟଇ, ମୃଦୁ ମନ୍ଦ ମଳୟରେ ଧରଣୀ ହସଇ । ପୁଲକ ଜାଗେ ପରାଣେ ମଳୟ ପରସେ, ତରୁ ଡାଳେ ନବ କଢି ପଲ୍ଲବେ ହରସେ । ପଞ୍ଚମ ତାନରେ ଗାନ କୋକିଳ କରଇ, ସୁମଧୁର କୁହୁ ସ୍ବରେ ଜନ ମନ ମୋହି । ଆମ୍ବ୍ର ବନରେ ବଉଳ ଭୁରୁ ଭୁରୁ ବାସେ, ସେ ବାସର…

କବିତା : କାହିଁକି ଏମିତି ହୁଏ ?

ତରୁଣ କୁମାର ମିଶ୍ର ଈଶ୍ବର ସୃଷ୍ଟିରେ କାଉ ଓ କୋଇଲି ଉଭୟଙ୍କ ରଙ୍ଗ କଳା , କାଉ ରାବ ଶୁଣି ବିରକ୍ତି ଆସଇ କୋଇଲିର ମଧୁବୋଳା । କାଉ ବସା ଦେଖି କୋଇଲି ତାହାର ଅଣ୍ଡା ଦେଇଥାଏ ରଖି , ଛୁଆ ବାହାରିକି କୁହୁ କୁହୁ କହେ କୁଆ ଦିଏ ତାକୁ ଖୁମ୍ପି । କୋଇଲି ସୁନ୍ଦର ଗୀତ ଗାଏ କିନ୍ତୁ…

କବିତା : ମୋ ଭାଗର ରଙ୍ଗ

ମଞ୍ଜୁ ରାଣୀ ବେହେରା ମୋ ଭିତରେ ଅନେକ ଭାଗରେ ବଣ୍ଟା ଏ ପୃଥିବୀ ପ୍ରତିଟି ଭାଗରେ ବିଭକ୍ତ ମୁଁ ନିଜ ସନ୍ଧାନରେ। ବିକଳ ହୋଇ ଖାଲି ଦୌଡୁଥାଏ ମୋ ଭିତରେ ସରି ସରି ଆସୁଥିବା ମୁଁକୁ କେବଳ ଡରୁଥାଏ। ସେମାନେ ଛାଡ଼ି ଯିବେ ମୋ ଠୁ ଦୂରେଇ ଯିବେ ଏଇ ଭୟରେ ଖୁବ୍ କମ୍ ସଂପର୍କ ଗଢିଲି।…

କବିତା : ଡାଏରୀ

ଶୈଳେନ୍ଦ୍ର ନାରାୟଣ ବେହେରା  ସେ ତ ମୋରି ସୃଷ୍ଟି ମୋ ଚେତନାର କମଳିନୀ , ମୋ ଅନୁଭୂତିର ସ୍ପର୍ଶକାତର ବିପ୍ଲବିନି ମୋ କଳ୍ପନାର ସମାନ୍ତରାଳ ଚୌହଦୀ ମୋ ଆବେଗର ରଞ୍ଜିତ ବର୍ଣ୍ଣାବଳୀ ମୋ ଡାଏରୀ ! ଉଦ୍ଭ୍ରାନ୍ତ ପଥିକ ତ ନୁହଁ ମୁଁ ! ଦିଗହଜା ନାବିକର ମଜବୁରି ତ ନାହିଁ ମୋଠି !…

କବିତା : ଦେଶ

ଶ୍ରଦ୍ଧାଞ୍ଜଳି ପଣ୍ଡା  ଭିଡ ଭିତରେ ଜାତୀୟ ସଙ୍ଗୀତର ଧାଡିସବୁ ଉଚ୍ଚାରଣ କରି...ଦେଶ ଭାବୁଛି ସେ କାଳେ ପ୍ରାପ୍ତି କରିଛି ସ୍ୱାଧୀନତାର ବୀଜମନ୍ତ୍ର ।। ଲ୍ୟାଣ୍ଡ ମାଇନ୍ ଉପରେ.... ତାର ହଳେ ପାଦକୁ ଥୋଇଦେଇ ସେ ଖୋଜୁଛି ସଫଳତାର ଶୀର୍ଷକୁ ପହଞ୍ଚିବାର ରାସ୍ତା ।। ଜଞ୍ଜିର…

କବିତା: ଶବ୍ଦର ଶତାବ୍ଦୀ

ଡମ୍ବରୁଧର ବେହେରା ତୁମ ନୀରବତାର ଅକୁହା କଥା ମୋ ହୃଦୟରେ ଭରଦିଏ ଅନେକ ବ୍ୟଥା ଯେମିତି ଛୁଇଁଦେଲେ ମଉଳି ଯାଏ ଆମ ବାରିପଟେ ଥିବା ଲାଜକୁଳୀ ଲତା... ଏହାର ମାନେ ନୁହଁ ଯେ ତୁମେ ଶବ୍ଦର ଶତାବ୍ଦୀ ରୀତି,ନୀତି, ରତି ଆଦି ଅନ୍ତର,ବହିର୍ଗତ ବୁଦ୍ଧି ରକ୍ତ,ହାଡ଼,ମାଂସ ଗଢା ଆମ ଅଗଣାର…