Latest Odisha News

BREAKING NEWS

Browsing Tag

Odia Poem

କବିତା : ମେଘ

ଦୀପକ ନାୟକ ଦୂର ଆକାଶ ଧବଳ ମୟ ଭାସି ବୁଲୁଥାଏ କେଡେ ସୁନ୍ଦର ମୁକ୍ତ ପଥର ପଥିକ ହୋଇ ଧରାକୁ ଚାହିଁ ରହିଥାଏ । ମେଘ ଖଣ୍ଡ ସାଥେ ଲୁଚକାଳି ଖେଳ ମୟୂର ନାଚେ ଦେଖି ତା ରୂପ ଜୀବନ ମୋର ଭଷା ବାଦଲ କେତେବେଳେ ଯିବି ଲୁଚି। ଭାଷୀ ଭାଷୀ ଯିବି ହଜି କେହି ପାରିବେନି ଜାଣି ଦୂର…

କବିତା : ଏମିତି ଜୀବନ

ଉମାକାନ୍ତ ଦାସ ଜୀବନ ଉଦ୍ଯାନେ ଫୁଟେ କେତେ ଫୁଲ ଫୁଟେ ପୁଣି କେତେ କଢି, କେ ବାସ ଚହଟେ ନ ଦେଖି କିରଣ ଗଛୁ ଯାଏ କିଏ ଝଡି।। ଜନନୀ ଜଠରୁ ଆସିଥିଲା ଯେବେ ଦେଇଥିଲା ରାଆ ରଡି, ରାମ ନାମ ନେଇ ସମାଜ କଲ୍ଯାଣେ ଉଠିବ ସେ ପୁଣି ଭିଡି ।। ଶୈଶବୁ କିଶୋର ହେଲା ପରେ ତାକୁ ଯୌବନ…

କବିତା : କିଛି କୁହୁଡ଼ି,କିଛି କାକର ଆଉ ଡିସେମ୍ବର

ସୁଜାତା ମିଶ୍ର ଡିସେମ୍ବର ଆସିଲେ ଘାସ ଗାଲିଚାରେ କାକର ଖୋଲେ କାଚ ଆଖି.., କୁହୁଡ଼ିର ଝୀନ ଓଢଣୀ ତଳୁ ଝାପ୍ସା ଦିଶେ ପ୍ରକୃତିର ତନୁ.., ଆହା କେଡ଼େ ମନଲାଖି..! ପାଚିଲା ଧାନ ରଙ୍ଗର ପାଟ ଶାଢ଼ୀ ପିନ୍ଧି ହସୁଥାଏ ପଲ୍ଲୀ କ୍ଷେତ.., ମୁଣ୍ଡ ଝାଳ ରକ୍ତ ହୋଇ ବହି ଥାଏ ଯେତେ ଏଇ…

କବିତା : ମାୟାମୃଗ ଗପ

ବିଶ୍ବରଂଜନ ଦାଶ  ମୁଁ ଏକା ନାହିଁ ସହରେ ହେଇନି କାହାର ସଞ୍ଜ ନଇଁ ଗଲେ ରାତି ସକାଳକୁ ଭୁଲେ, ଅପାଶୋରା ଗୀତଟେ ମୁଁ ଭାବ ଯା ଅଭାବ ଥରେ ଗଡି ଗଲେ ଲୁହ ଆଖି କଥା ଭୁଲେ ।। ଛୋଟ ଏଇ ଜୀବନରେ ବଡ କିଛି ନାହିଁ ସମ୍ପର୍କ ବି ବେଳେ ବେଳେ ବୋଝ ଲାଗି ଯାଏ ଏ କାନ୍ଧର ଦୁଃଖ ଏଠି ସେ କାନ୍ଧ…

କବିତା : ଦୀପ

ଗଦାଧର ସାହୁ ଦୀପ ଜଳୁଥାଏ କେବେ ଘରେ କେବେ ମନ୍ଦିରରେ କେବେ ସଞବେଳେ ତୁଳସୀ ଚଉରା ମୂଳେ ମିଞ୍ଜି ମିଞ୍ଜି ଜଳୁଥାଏ ଧର୍ମ ମାସ ମହାକାର୍ତ୍ତିକ ଆକାଶ ଦୀପରେ । କିଏ ଜାଳୁଥାଏ ଆନ୍ଧାର ଦୂରେଇବାକୁ, କିଏ ମଙ୍ଗଳ ମନାସିବାକୁ କିଏ ଉତ୍ସବ ମନାଇବାକୁ ଆଉ କିଏ ପିତୃପୁରୁଷଙ୍କ ଅମୃତ…

କବିତା : ସୁନେଲି କ୍ଷେତ

ତରୁଣ କୁମାର ମିଶ୍ର କାର୍ତ୍ତିକ ଫେରିଲା ମଗୁଶିର ଏବେ ପ୍ରବେଶ ହେଲା ଜଗତେ , ଶାଗୁଆକ୍ଷେତଯେ ସୁନେଲୀରଙ୍ଗରେ ଆମକୁ ଚାହିଁକି ହସେ । ଶସ୍ଯର କେଦାର ଦିଶେ ମନୋହର ପୂର୍ଣ୍ଣଗଭା ରୂପ ଯହିଁ , ପବନ ଦୋଳାରେ ଝୁଲୁଥାଏ ଧୀରେ ଆନନ୍ଦରେ ଗୀତ ଗାଇ । ବଇଶାଖୀ ହଳ ଭାଦ୍ର ବେଉଷଣ ସଙ୍ଗେ…

କବିତା : ପରିଚୟ

ରୋଜାଲିନ୍ ମିଶ୍ର ଯଦି କେବେ ତୁମେ ବର୍ଷ। ହୋଇ ଏ ଜୀବନ ମରୁଦ୍ୟାନେ ପଡ଼ ଝରି, ମୁଁ ତୁମକୁ ଆବୋରି ନେବି ଅଧର ଆଶ୍ଲେଷ ଦେଇ, ଏଇ ବିରାଟ ସତ୍ତାର ପ୍ରତ୍ୟେକଟି ନୂତନ ପଲ୍ଲବର ଅନ୍ତରାଳେ ଲୁକ୍କାୟିତ ଅସ୍ତିତ୍ବ ପାଇଁ ମୁଁ ତୁମକୁ ଖୋଜିବି, ଆଉ ଜୀବନର ରନ୍ଧ୍ରେ ରନ୍ଧ୍ରେ ଅନୁଭବ…

କବିତା : ମୋ ସକାଳ

ଶୁଭଶ୍ରୀ ମହାରଣା ମୋ ସକାଳରେ ତୁ ଆସିଲୁ ମୋତେ ଛୁଇଁଲୁ ସୂର୍ଯ୍ୟର ପହିଲି କିରଣ ହୋଇ ଏଠି, ସେଠି, ସବୁଠି ବୋଳି ଦେଲୁ ତୋ ଆତ୍ମୀୟତାର ରଙ୍ଗ । ସେ ରଙ୍ଗୀନ ଏବେ ରଙ୍ଗୀନ ମୋ ରଙ୍ଗହୀନ ଜୀବନ ମୁଠାଏ ରଙ୍ଗରେ ତୁ ଏମିତି କଣ ମିଶାଇ ଦେଲୁ ଯେ , ତୁ ଆସିବା ଦିନଠୁ ଆଖିରେ ଢେଉ ଭାଙ୍ଗେ…

କବିତା : ମୋହ

ଅର୍ଚ୍ଚନା ଦେଓ  ସକାଳ ମୁହଁ ଧୋଇ ଯାଇଥିଲି ତୁମ ଘର ବାଟେ ଆକର୍ଷଣ ଓ ଦୁର୍ବଳତା ନେଇଗଲା ଠିକ୍ ଦୁଆର ସାମ୍ନାକୁ ହେଲେ ଗେଟ୍ ଖୋଲିବା ପାଇଁ ସାହାସ କି ତୁମକୁ ଅପେକ୍ଷା କ ରିବାର ଧୈର୍ଯ୍ୟ ମୋର ନଥିଲା ଫେରି ଆସିଲି ଗେଟ୍ ମୁହଁରୁ କେତେ ବର୍ଷ ବିତିଗଲାଣି ଏହାରି ଭିତରେ ତୁମେ…

କବିତା : ସେ ଭଲ

ଶୁଭଶ୍ରୀ ମହାପାତ୍ର ମୋର ଯେତେ କହିବାର କଥା କହି ସରିନି, ବାଟ ସରି ଯିବ ପରା... ତମ କାନ୍ଧରେ ହାତ ରଖି ଚାଲି ଚାଲି ଯାହା କହିବାର କଥା, ଯଦି କଥା ନ ସରେ, ତା' ପୂର୍ବରୁ ଯଦି ମୁଁ ସରି ଯାଏ... ତେବେ ଗଡେଇ ଦବ ରାସ୍ତା କଡର ଯେକୌଣସି ଖାଲ ଭିତରକୁ, କୌଣସି ଅବସୋସ ନାହିଁ...…