କବିତା : ନାୟକ ଓଡ଼ିଶା ସମ୍ବାଦ ବ୍ୟୁରୋ ଗଦାଧର ସାହୁ ମୁଁ ତମେ ସେମାନେ ମିଳିମିଶି ପରସ୍ପରର ଭୁଲ୍ ଠିକ୍ ବୁଝୁ । ସମସ୍ୟା ବାହାରିଲେ ସମାଧାନ କରିଥାଉ । ସଫଳତାର ଶ୍ରେୟ ସମସ୍ତେ ଚାହାଁନ୍ତି । ବିଫଳ ହେଲେ ଦାୟୀ ନୁହଁ ଜଣେ ବି ନା ସେ ମୁଁ ।
କବିତା : ମେଞ୍ଚଡ଼ ଟୋକାଟା ଓଡ଼ିଶା ସମ୍ବାଦ ବ୍ୟୁରୋ ମାନସ ରଞ୍ଜନ ମହାପାତ୍ର ସେଦିନ ସେ ମେଞ୍ଚଡ ଟୋକାଟା ଭାସିଗଲା ନାଳରେ ଖବର ଦାତାମାନେ ତା' ମାଆର ଫଟୋ ଉଠେଇଲେ କାନ୍ଦି କାନ୍ଦି ଶେତା ପଡ଼ିଯାଇଥିଲା ଯିଏ ତା ଶୋଇବା ଘରେ ସରକାର ବ୍ୟସ୍ତ ଥିଲା ଗରିବ ଲୋକଙ୍କ ଲାଗି ଘୋଷଣା କରିବାକୁ ନୂଆ ସ୍ୱାସ୍ଥ୍ୟ ବୀମା ବଲାଙ୍ଗୀରରେ…
କବିତା : ସମ୍ପର୍କ ଓଡ଼ିଶା ସମ୍ବାଦ ବ୍ୟୁରୋ ଶୁଭେନ୍ଦୁ କୁମାର ମହାପାତ୍ର ସମ୍ପର୍କଟି କେବେ ସୂତାଖିଅକର ଲୁହାର ଶିକୁଳି କେବେ ସମ୍ପର୍କର ମୂଲ୍ୟ ତା ପାଇଁ ଅମୂଲ୍ୟ ସୁମଣିଷ ଯିଏ ଭବେ । ସ୍ୱାର୍ଥର ସାଧନେ ଗଢ଼ା ସମ୍ପର୍କଟି ଫୁଲରେ ଭ୍ରମର ପରି ସ୍ୱାର୍ଥ ସରିଗଲେ ଉଡିଯାଇଥାଏ ଆନଫୁଲେ ଆଶ୍ରାକରି । ସ୍ୱାର୍ଥାନ୍ଧ ମଣିଷ…
କବିତା : ଏମିତି ଏକ ଦେଶ ଓଡ଼ିଶା ସମ୍ବାଦ ବ୍ୟୁରୋ ଲକ୍ଷ୍ମୀପ୍ରିୟା ଓଝା ଏମିତି ଏକ ଦେଶ ଯେଉଁଠି ନବେ ଭାଗ ଜମି ବଞ୍ଜର, ଦଶ ଭାଗରେ ହସୁଥାଏ ସଫେଦ ଜହର । ପ୍ରକୃତି ଘୋଡେଇ ହେଇଥାଏ ପାହାଡ଼ ଓ ବାଲିର ଚାଦର, ଯେଉଁଠି ଭୋକ ଆଉ ଭୋକ, ଜ୍ଞାନ, କୌଶଳର ଅଭାବରେ ମୂଲ୍ୟହୀନ କୋଳର ଖଣିଜ ଖଦାନ । ଏମିତି ଏକ ଦେଶ ଡାକ୍ତର ହେବାକୁ ସ୍ବପ୍ନ…
କବିତା : ମୁଁ ଓଡ଼ିଶା ସମ୍ବାଦ ବ୍ୟୁରୋ କିଶୋର ମହାନ୍ତି ମୁଁ ଏକାନ୍ତ ଭାବରେ ମୋର ମୁଁ ସତରେ କ୍ରୀତଦାସ ଟିଏ ସମୁଦ୍ର କୂଳରେ ବସି ଢେଉ ଗଣିବା କାମ ମୁଁ ଧରାବନ୍ଧା ଜଗୁଆଳି ମୁଁ ଅଣ୍ଟିରେ ସାଉଁଟି ଆଣିଥିବା ଶାମୁକା ମୋର କେବଳ ସମ୍ବଳ ତାକୁ ପାଇ ମୋର ଆକାଶ ଛୁଆଁ ସ୍ବପ୍ନ ରାତି ପାହେ ସକାଳ ହୁଏ ଅଥଚ ଦେଖିଥିବା ସ୍ବପ୍ନ…
କବିତା : ସ୍ବରଲିପି ଓଡ଼ିଶା ସମ୍ବାଦ ବ୍ୟୁରୋ ଭକ୍ତ ଚରଣ ସୁନାନୀ ଭାବୁଥିଲି ସାରାଜୀବନ ଏମିତି ଲୁଚେଇ ଦେବି ଛାତି ତଳେ ମୋ ଅକୁହା ବ୍ୟଥାକୁ ଆଖି ପଲକରେ ସବୁ ଲୁହକୁ ମିଛର ଲଫାପାରେ ସବୁ ସତକୁ ଅନ୍ଧାରର ପଣତରେ ସବୁ ଲାଜକୁ ମୋ ଦେହର ଅଲୋଡା କ୍ଷତକୁ ଅସ୍ପୃଶ୍ୟ ଦାଗକୁ। ଜୀଇଁଯିବି ଏମିତି ସମାଜରେ ଉଆଁଶୀ କନ୍ୟାଟେ ପରି…
କବିତା : ମୁଁ ଭୁଲି ଯାଇଛି ଓଡ଼ିଶା ସମ୍ବାଦ ବ୍ୟୁରୋ ଡମ୍ବରୁଧର ବେହେରା ମୁଁ ଭୁଲି ଯାଇଛି ତୁମକୁ କେବେଠାରୁ ବାହାରେ ଆଉ ଭିତରେ... ଯେତେ ଚେଷ୍ଟା କଲେ ଦେଖିବାକୁ, ଦେଖିପାରୁ ନାହିଁ । ଦିଶୁଛି କେବଳ ଖାଲି ଏବଂ ଖାଲି... ଶୂନ୍ୟସ୍ଥାନ ପୂରଣକର ଭଳି କିନ୍ତୁ ତଥାପି ନିଶ୍ୱାସ ନେଉଛି ତୁମ ସ୍ମୃତିକୁ ପାଥେୟ କରି ବଞ୍ଚିବାକୁ ମରି…
କବିତା : ସୁନେଲୀ ସପନ ଦେବୀ ପ୍ରସନ୍ନ ନନ୍ଦ "ଆନ୍ତର୍ଜାତିକ ଶାନ୍ତି ଦିବସ" ଉପଲକ୍ଷେ ଡାକ ଏବେ ସମସ୍ତଙ୍କୁ ମୁକ୍ତାକାଶ ତଳେ ଆସି ଏକତ୍ରିତ ହେବା , ସମୟର ପ୍ରମତ୍ତପଣକୁ ବିଧିର ଭସ୍ମଭାବି ଦେହରେ ବୋଳିବା , ବେଜାଏ ଦୁଃଖ ଧରି ବସିଥିବା ମାନଙ୍କୁ ମନେଇବା, ଅସନା ଆବର୍ଜନା ଯେତେ ସବୁ ବାଛି ଶୂନ୍ୟରେ ତା' କବର ତୋଳିବା।…
କବିତା : ପ୍ରିୟତମା ଆଉ ସ୍ମୃତି ଓଡ଼ିଶା ସମ୍ବାଦ ବ୍ୟୁରୋ ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ ଦେଖ, ସରି ଯାଏ ସମ୍ପର୍କ ଆୟୁଷ ପ୍ରିୟତମାର ଆହତ ବାକ୍ୟରେ କିଛି ଅତୀତ ସ୍ମୃତି ହୋଇ ଫେରେ କିଛି ରହେ ତୁଚ୍ଛା ଆଶ୍ୱାସନାରେ। କେବେ ଦିନେ ମହାର୍ଘ୍ୟ ଲାଗିଥିଲା ପ୍ରିୟତମା ସହ ଅନୁଭୂତି; ସେଇ ପ୍ରେମ ସବୁ ଲୁହ ହୋଇଗଲା ପୁଣି ଥଣ୍ଡା ପଡ଼ିଗଲା ଛାତି।…
କବିତା : ଜୟ ଜୟ ଜଗନ୍ନାଥ କରୁଣା ସାଗର ଶୈଲେନ ରାଉତରାୟ ଶୈଲେନ ରାଉତରାୟ ଜୟ ଜୟ ଜଗନ୍ନାଥ କରୁଣା ସାଗର । ଜୟ ନୀଳଗିରିନାଥ କମଳାର ବର । ୦। ପତିତପାବନ ବାନା ଅଧିକାରୀ ସେହି । ଯେହୁ ନେତ ଦରଶନେ ପାପ ଯାଏ ଦହି । ୧। ଆଦିଗନ୍ତ ଚରାଚର ମାନଚିତ୍ର ଯା'ର । ସେହି ପ୍ରଭୁ ପୟରରେ ଅଟେ ମୁଁ କିଙ୍କର । ।୨ ନ ଯିବି ଶିରିଡ଼ି, ନ ଗମିବି…