କବିତା : ଶାଢ଼ୀ
ସଞ୍ଜିତା ପ୍ରଧାନ
ମୋ' ଦେହର ବାସ୍ନା ନେଇ
ତୁମକୁ ଛୁଇଁଛୁଇଁ ଉଡ଼ିଯିବା ବେଳେ
ତୁମେ ହିଁ ମାପିପାର ମୋ' ଶାଢ଼ୀ କାନିର
ଦୈର୍ଘ୍ୟ-ପ୍ରସ୍ଥ-କ୍ଷେତ୍ରଫଳ;
କେତେ ଗଭୀରତା ସେଠି ଆସ୍ଥାନ ଜମେଇ
ବସିଥିବା ଫୁଲମାନଙ୍କର ଭଲପାଇବାରେ !
ସୁତାରେ ସୁତାରେ ତୁମେ ଆଙ୍କିପାର
ଜ୍ୟାମିତିର…