Latest Odisha News

BREAKING NEWS

Browsing Tag

Odia Poem

କବିତା:ଏକାଦଶ ସ୍କନ୍ଧ

ଆଲୋକ ରଞ୍ଜନ ଷଡଙ୍ଗୀ ନଇକୂଳ ମନ୍ଦିରରେ ଦେବତାଙ୍କୁ ପୂଜିବାକୁ ଯଉ ଆତୁରତା ଟିକକ ଶିଖିଥିଲେ ସେତକ ଭୁଲି ଗଲା ପରେ ମନ୍ଦିର ଭିତରୁ ଶୁଭେ କାହାର ୟେ କାନ୍ଦକାନ୍ଦ ସ୍ବର, ବାପାଙ୍କର ନା ଇଶ୍ବରଙ୍କର..? କେହି ଜାଣନ୍ତିନି ,କେହି ବି ଜାଣନ୍ତିନି । ଆଜିକାଲି, ଅକ୍ଷର ଚିହ୍ନି ପାରୁ…

କବିତା:ତା ଝାଳରେ ଗଢ଼ା ହେଇଛି ଭାରତବର୍ଷ

ସତ୍ୟବାଦୀ ରାଉତ ସମୟ ଫିକା କରିଦିଏ ଫୁଲର ରଙ୍ଗ ଋତୁର ମହକ ହସକୁ ଥଇଥାନ କରିବାକୁ ଓଠ ଟିଏ ଭିଆଇଲ ଯେ ପ୍ରଭୁ! ଓଠର ଠିକଣା ହଜେଇ ଦେଇଛି ହସ ଲୁହ ଭୁଲି ଗଲାଣି ଲେଉଟାଣି ବାଟ।। ଏରୁଣ୍ଡିର ବାରଣ ନମାନି ପଶି ଆସେ ଦୁଃଖ ପୃଥିବୀର ଏକ ନଗ୍ନ ବାସ୍ତବତାହିଁ ଦାରିଦ୍ର‌୍ୟ ଅସହାୟତାର…

କବିତା:ସୂତାଖିଏରେ ସମ୍ପର୍କ

ସୁଜାତା ମହାପାତ୍ର ଜଙ୍ଗଲୀ ଝରଣାରେ ବୁହାଇଦେଲି କିଛି ନିଷ୍ଠୁର ଖରା, ନିଜ ପାଇଁ ସାଇତିଥିବା କିଛି ସୁନିଶ୍ଚିତ ଛାଇ! ଖାଲି ହାତରେ ପାର କରିବାକୁ ହେବ ଏବେ ଏକ ସୁଦୀର୍ଘ ମରୁରାସ୍ତା ତଥାପି ଚାଲିଛି, ଚାଲିବି ଦର ଓଦା ଆଖି ଓ ଶୁଖିଲା ଓଠରେ । ନା ତୃଷ୍ଣା ନା ତୃପ୍ତି ସବୁକିଛି…

କବିତା:ଟିକେ ଡେରିହବ

ବାଦଲ ମହାନ୍ତି ଟିକେ ଡେରିହବ କିନ୍ତୁ ପାଇଯିବ । କ’ଣ? କିଛି ଶୂନ୍ୟତା, ମୁଁ ଥିବା ଯାଏ ଯାହାକୁ ଆଦୌ ପାଇନଥିଲ! ଟିକେ ଡ଼େରିହବ କିନ୍ତୁ ବୁଝିଯିବ । କ’ଣ? ପରସ୍ପରର କିଛି ନିରବତା, ଯାହାକୁ ତମର ସଂଚିବାର ଥିଲା! ଟିକେ ଡ଼େରିହବ ଖୋଜ, କାଳେ ମିଳିଯିବ । କ’ଣ? ଛାଇ!…

କବିତା – ଅବନା

ରାଜଲକ୍ଷ୍ମୀ ତ୍ରିପାଠୀ ଜୀବନ: ଏକ ନିଶ୍ବାସ ପ୍ରଶ୍ବାସ ଆଗମନ ଓ ପ୍ରତ୍ୟାଗମନ କିଛି ଦୃଶ୍ୟ କିଛି ଅଦୃଶ୍ୟ ମନ: ସେମିତି ରହିଥାଉ ନଯାଉ ଉପରକୁ ନଆସୁ ତଳକୁ । ସମୟ: ଆସିବ ଯିବ ଭୁଲିନି ଭୁଲିଛି ମୁଣ୍ଡ ଉପରେ ପାରାଭାଡି । ସ୍ବପ୍ନ: ଇଶ୍ବର ଦୋଳିରେ ଝୁଲୁଛନ୍ତି…

କବିତା:ରକ୍ତ

ସୂର୍ଯ୍ୟସ୍ନାତ ତ୍ରିପାଠୀ ନୂଆ ଓ ପୁରୁଣା ରକ୍ତ, ସବୁ ତୁମ ପାଇଁ ପିଆଲା ପିଆଲା ରକ୍ତ, ସବୁ ତୁମ ପାଇଁ । ଆଣିଛି ମୁଁ ଛାତି ଚିରି ମଂତୁରା ମାଟିର ଆଞ୍ଜୁଳା ଆଞ୍ଜୁଳା ରକ୍ତ, ସବୁ ତୁମ ପାଇ। ଅନ୍ତିମ ଜୋକର ଶୋଷ ମେଣ୍ଟିଗଲା ପରେ ଯେତିକି ବଳିଲା ରକ୍ତ, ସବୁ ତୁମ ପାଇଁ। ଫୁଲ ଓ…

କବିତା:ଚିତ୍ର ସହ ସମ୍ପର୍କ

ପ୍ରଣୟ ସୁଧା ହୃଦୟ ନିଖୋଜ ହେଲା ବେଳକୁ ପାହାଡ଼ ତରଳି ସାରିଥିଲା, ମନ ଝୁଣ୍ଟି ପଡିଲା ବେଳକୁ ନଦୀ ଉପରୁ ଶୋଷର ବିଶ୍ୱାସ ଭାଙ୍ଗିସାରିଥିଲା, ଆଖି ଝରିଲା ବେଳକୁ ସମୁଦ୍ରରୁ ମରା ସାରିଥିଲା ସବୁତକ ଲୁଣ , ଆଉ ଏତକ ହେଲା ବେଳକୁ ଅଙ୍କା ହୋଇ ସରି ଯାଇଥିଲା ଗୋଟେ କାନଭାସ । ତଦନ୍ତ…

କବିତା:ଅବେଳାରେ ଡାକି ଦେଲି ବୋଲି

ଅକ୍ଷୟ ବେହେରା କିଛି ଭୁଲ ରହିଗଲା କି କେଉଁଠି ସେମିତି କେବେ ମନ କରି ନ ଥିଲି ତ ଅବେଳର କାହିଁକି ମନ ବଳେଇଲି ନୀରା କଣ କିଛି ବିପଦକୁ ସାମ୍ନା କରିଛି କି? ଏତେ ଟିକେ ପ୍ରଲୋଭନ ମାତ୍ର କେତୋଟି ସେକେଣ୍ଡର କଥା, ଏତେ ବ୍ୟଥା ଦେଉଛି କାହିଁକି ମୁଁ ତ ସର୍ତ୍ତ ରଖିଥିଲି ଏ…

କବିତା:ଏମିତି କଣ ହୋଇପାରେ କାହାଣୀ ଶେଷରେ

ଦେବଯାନୀ ତ୍ରିପାଠୀ ମୁଁ ଗୋଟିଏ କବିତାର ଜୀବନ ବଞ୍ଚୁଛି ମୋ ଆଖିରେ ଭଲପାଇବାର ସମୁଦ୍ର ସମୁଦ୍ର ଲହଡି ତଥାପି ତୁମେ ଦେଖିପାରୁଛ ସେଠି ଦରଫୁଟା ମଲ୍ଲୀର ଦୁଃଖ ଶୁଣିପାରୁଛ ଗୋଟେ ଏକଲା ସମୟର ଶୋକଗୀତ। ତୁମକୁ ଲାଗେ ସେଠି ଆଜିକାଲି ଉଜୁଡି ଯାଇଥିବା ସ୍ଵପ୍ନ ମାନଙ୍କ ଭିଡ ମୋ ମୋବାଇଲର…

କବିତା:ବାସରାତି

 ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ତାର ସେ ନିରୀହ ହଳେ ଆଖି ଯେ' ମୋତେ ଫ୍ରକ୍ ପିନ୍ଧା ଝିଅରୁ ଅପରାଜିତା ଫୁଲଟେ କରିଦିଏ , ତାର ସେ ସଶକ୍ତ ପାପୁଲି ଯେ ' ପେଣ୍ଡୁ ପରି ଫିଙ୍ଗି ମୋତେ ସମୁଦ୍ର ଫେଣକୁ ଆଉ ଛାଣିଆଣେ ଓଦା ରୁଟି ଟେ ପରି ତାର ସେ ଉତ୍ତପ୍ତ ଓଠ ଯେ' ତତଲା କଡେଇରେ ମାଛ…