କୁଳାଙ୍ଗାର ଉବାଚ : ହୋଲି ବୋଲି
ରଙ୍ଗର ପର୍ବ ହୋଲିରେ ରଙ୍ଗ ଖେଳିବା,
ବୋଳିବା, ଢାଳିବା ଓ ଢଳିବା ତ ବାହାନା କେବଳ;
ଏଇଦିନରେ ଅନେକ ରଙ୍ଗ ଖେଳିବା ବାହାନାରେ
ଅନେକଙ୍କ ଅନେକ ସ୍ଥାନକୁ ସ୍ପର୍ଶ କରିବାକୁ ବିକଳ!
ଦଳେ ଅତିଭଦ୍ର ଥାଆନ୍ତି ଯିଏ ରଙ୍ଗ ଦେଖିଲେ ଫଁ ଫଁ ହୁଅନ୍ତି,
ଯାଣନ୍ତିନି କଣ ରଙ୍ଗ ଖେଳର ଖୁସି;…