Latest Odisha News

BREAKING NEWS

Browsing Tag

Odia Story

ଗଳ୍ପ : ଅହମିକାର ଆରପାଖ

ହିମାଂଶୁ ଆଚାରୀ  ନିଜ ଜୀବନଠୁ ଆଉ ବଡ ଶିକ୍ଷକ କିଏ ? ପ୍ରତି ମୁହୂର୍ତ୍ତରେ ସେ ଆମକୁ ଶିଖାଏ ବଞ୍ଚିବାର ରହସ୍ୟ । ହଠାତ୍ ଏ କଥା ପଦକ ଅଚାନକ ଉଲକା ପରି ଖସିପଡିଲା ଦୀପାଙ୍କ ଓଠରୁ । ଚମକିଗଲେ ଶ୍ରୀକାନ୍ତ ବାବୁ ! ଗତ କାଲି ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହେଇଥିବା ଗୁରୁଦିବସ ଅବସରରେ…

ଗଳ୍ପ : ଅନ୍ଧକାରର ଅନୁଭୂତି

ଶ୍ରୀୟା    ମଧୁ- ଉଆଁସୀ ରାତିଟାରେ ଏକଲା ଛାତ ଉପରେ କାହିଁକି ବସିଛ ଯେ? ବିକ୍ରମ- କଣ କାମ ଥିଲା କି ମୋ' ଠି? କହୁନ... ମଧୁ- ନା, ନା.... ସେମିତି ନୁହେଁ ଯେ, ହେଲେ ବିକ୍ରମ, ଅନ୍ଧାରଟା କଣ ଏତେ ଭଲ ଲାଗେ, ତୁମକୁ? ବିକ୍ରମ- ଅନ୍ଧାର ଗୋଟେ ଅନୁଭୂତି.....! ନିସ୍ତବ୍ଧ ଅମା ରଜନୀର…

ଗଳ୍ପ : ପରିଶୋଧ

ବିମଳା ଶଂକର ଦାଶ " ନା ତା'ର ମଦନା । ଆପଣଙ୍କ ଗାଁ ର କୁଆଡେ ..ନେହୁରା ହୋଇ କହୁଛି ବାବୁଙ୍କୁ ଯେମିତି ହେଉ ଦେଖା କରି କି ହିଁ ଯିବ , ଯେତେ ମନା କଲେ ବି ଜମାରୁ ଶୁଣୁନି .." --ଦରବାନ ଆସି କହିଲା । ଇଂଜିନିୟର୍ ଆଲୋକ ବିରକ୍ତି ହୋଇ କହିଲେ .."କହି ଦିଅ ବାବୁ ଘରେ ନାହାନ୍ତି ,…

ଗଳ୍ପ : ଦେହପୋଡିର ଦୃଶ୍ୟ

ସଚ୍ଚିଦାନନ୍ଦ କର  ମୁଁ ତୁହାକୁତୁହା ଅଣନିଃଶ୍ବାସୀ ହେଉଥିଲି।ମୋ ଆଶଙ୍କା ଝାଳନାଳରେ ଲହୁଲୁହାଣ ହେଉଥିଲା।ଅସ୍ଥିରତା ଏମିତି ଶୀର୍ଷକୁ ଚାଲି ଯାଉଥିଲା ଯେ ମୁଁ ତା' ଦେହରେ ନିଆଁ ଲଗେଇ ତାକୁ ପୋଡି ମାରିଦେବାକୁ ଇଚ୍ଛା କରୁଥିଲି। ମୋର ଯେତେ ସବୁ ଅଶ୍ବସ୍ତି,ଲୁହ ଓ ଯନ୍ତ୍ରଣାର ସେ ହିଁ…

ଗଳ୍ପ : ରଙ୍ଗ ନମ୍ବର

ଓଁ ଅଭିଜ୍ଞାନ ସାହୁ ଆଜି ଭାଲେଣ୍ଟାଇନ ଡେ । ସକାଳୁ ଚଇନି ଚିକଣ ହେଇ ଘରୁ ରାଜନ ବାହାରିଲା ବେଳେ ଘରଣୀ ପଛରୁ ଡାକିଦେଲେ । "ଶୁଣୁଛ ଘରେ ବ୍ରେଡ଼ ନାହିଁ । ପିଲା ଜଳଖିଆ କରିବେ। ଆସିଲା ବେଳେ ନେଇକି ଆସିବ ।" ଗୋଟେ ଶୁଭ କାମରେ ମଣିଷ ବାହାରିଥିଲା ଯେ ପଛରୁ ଡାକି ସବୁ ବେଙ୍ଗା କରିଦେଲା ।…

ଗଳ୍ପ : ସମୟର ଖେଳଣା

ସଚ୍ଚିଦାନନ୍ଦ କର ସମୟ ବିଦ୍ରୁପ କରୁଥିଲା। ବାରଣ୍ଡା ଗ୍ରୀଲ୍ ପାଖରୁ ପଛକୁ ଫେରିଲା ସେ।ସମୟକୁ ସାମ୍ନା କରିବାକୁ ସାହସ ଜୁଟାଇ ପାରି ନ ଥିଲା। - " ବାପା ! ଆଜି ଯେମିତି ହେଲେ ମୋ ପାଇଁ ଖେଳଣା ଆଣିଦବ। " ଝିଅ କହିଲା। ହଠାତ୍ ବାପାର ମନରେ ଖୁସିର କ୍ଷୀଣ ରେଖାଟିଏ ଝଲସି ଉଠିଲା।-…

ଗଳ୍ପ:ଆସ୍ତିକ

ମିକୁଲର ଜେଜେମା ଭାରି ଇଶ୍ଵର ବିଶ୍ୱାସୀ। ସବୁ କଥାକୁ ନେଇ ଠାକୁରଙ୍କ ପାଖରେ ଥୋଇବେ । ଭୋର ଚାରିଟାର ସକାଳ ପ୍ରଭାତୀରୁ ତାଙ୍କ ଦିନ ଆରମ୍ଭ ହେବ ଆଉ ରାତିର ପ୍ରାଥନାରେ ସରିବ। ବେଦ , ଉପନିଷଦ ଉପରେ ତାଙ୍କର ବହୁତ ଜ୍ଞାନ। ଏମିତିକି ସବୁ ପୁରାଣ ଓ ଭଗବତ ଗୀତା ତାଙ୍କ ଜିଭ ଅଗରେ। ପିଲାବେଳେ…

ଗଳ୍ପ: ଗାଇଡ୍ 

 ଲୋପାମୁଦ୍ରା  ପରିଡା  ହାତ ଘଡି ରାତି କରାଏନି, ରାତି କରାଏ ସୂର୍ଯ୍ୟ ।ନୀଳପର୍ବତ ସେପଟେ ନାଲିମା ଭରା ସୂର୍ଯ୍ୟ ନଇଁଲେ ଯାଇ ନାରଙ୍ଗୀ ଓଢଣୀର ଆକାଶ ଗାଢନୀଳ ଚାଦର ଘୋଡେଇହୁଏ, ସେତେବେଳେ ଲାଗେ ରାତି ଆସିଲା ।କିନ୍ତୁ କିଛି ସୂର୍ଯ୍ୟ ତ ଥରେ ଉଇଁଲେ ଢଳିଯାନ୍ତି ଯଦି ତ ଆଉ କେବେ ଉଅଁନ୍ତିନି…

ଗଳ୍ପ :ପ୍ରସ୍ତୁତିର ତିନିସ୍ତର , କଟକରେ ମକର

ଓଁ ଅଭିଜ୍ଞାନ ସାହୁ (ଏକ) ହେଇ ଗଲା ଦଶ ତାରିଖ । କଟକରେ ଘରେ ଘରେ ନଟେଇ ପୂଜା ହେଲା । ଗୁଡି ଗୋଲର ସବୁ ସକାଳୁ ଗାଧୋଇ ପାଧୋଇ ସୂତ ପୁତ ଭାବେ ମନ୍ଦିରରେ ତିଳକ ମାରି ନଟେଇ ପୂଜା କଲେ। କାଲି ରାତି ସୁଦ୍ଧା ସୁତା ବତୁରା କାମଟା ସରିଯାଇଥିଲା । ଆଜି ପାଗ ଖରାଟିଆ ହେଇଛି, ସୁତା ସୁଖିବ ।…

ଗଳ୍ପ:ବୋଉ ଅସୁସ୍ଥ

ସ୍ମୃତି ରଞ୍ଜନ ତ୍ରିପାଠୀ ଧୁ ଧୁ ଖରାବେଳ, ରାସ୍ତା ଘାଟରେ କେହି କୁଆ କୋଇଲି ନାହାନ୍ତି। ରମାକାନ୍ତ ବାବୁ ବେଧଡକ ଚାଲି ଥାଆନ୍ତି ରାଜରାସ୍ତାରେ। ଆଉ କିଛି ବାଟ ପରେ ଗାଁ କୁ ପକ୍କା ସଡକ ଆସିବ। ବସରୁ ଓଲହେଇ ପୁଣି ଦୁଇ ମାଇଲ ଡାହାଣ କୁ ଗଲେ ଯାଇ ତାଙ୍କ ଗାଁ ଦିଶିବ। ଗ୍ରାମ୍ୟ ସଡକ ଯୋଜନାରେ…