୧୦୪କୁ ଫେକ୍ କଲ ଘଟଣାରେ ୩୮ଜଣଙ୍କ ନାଁରେ ମାମଲା ରୁଜୁ
ଭୁବନେଶ୍ୱର : ୧୦୪କୁ ଫେକ୍ କଲ ପାଇଁ ଭୁବନେଶ୍ୱରର ସହିଦ ନଗର ଥାନାରେ ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଛି । ମୋଟ ୩୮ ଜଣଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି । କେବଳ ଗୋଟିଏ ନମ୍ବରରୁ ସର୍ବାଧିକ ୨୭୯ ଥର କଲ ଆସିଥିବା ଜଣାପଡିଛି ।
ରାଜ୍ୟରେ କରୋନା ସଂକ୍ରମଣ ମୁକାବିଲା ନେଇ ସରକାରଙ୍କ…