Latest Odisha News

BREAKING NEWS

Browsing Tag

Odisha News

ବିଜେଡ଼ିକୁ ଝଟକା, ବିଜେପିରେ ମିଶିଲେ ପଶ୍ଚିମ ଓଡ଼ିଶାର ଏହି ଟାଣୁଆ ନେତା

ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ଯୁବନେତା ମଧୂସୁଦନ ଶର୍ମା ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି। କେବଳ ଇସ୍ତଫା ଦେଇନାହାନ୍ତି ବରଂ ବିଜେପିରେ ନିଜ ଦଳବଳ ସହିତ ବିଜେପିରେ ଯୋଗ ଦେଇଛନ୍ତି। ସେପଟେ ବିଜେପିରେ ଯୋଗ ଦେଇଥିବା ଏହି ନେତାଙ୍କୁ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ସ୍ୱାଗତ କରିଛନ୍ତି।…

ଆଜି ଓଡ଼ିଶାର ଏହି ସ୍ଥାନରେ ପ୍ରତିଷ୍ଠା ହେବ ରାମମନ୍ଦିର, ଉତ୍ସବମୂଖର ରାଜ୍ୟ

ନୟାଗଡ଼: ଆଉ କିଛି ସମୟର ବ୍ୟବଧାନ ପରେ ପ୍ରାଣ ପ୍ରତିଷ୍ଠା ଲାଭ କରିବ ଅଯୋଧ୍ୟା ରାମମନ୍ଦିର। ଏଥିପାଇଁ ତମାମ ଦେଶରେ ରାମମୟ ପରିସ୍ଥିତି ସୃଷ୍ଟି ହୋଇଛି। ଏପଟେ ଓଡ଼ିଶାରେ ନୟାଗଡ଼ ଜିଲ୍ଲାରେ ବି ପ୍ରତିଷ୍ଠା ହେବାକୁ ଯାଉଛି ଏକ ଭବ୍ୟ ରାମମନ୍ଦିର। ଯାହା ରହିଛି ଭାପୁର ବ୍ଲକ ଫତେଗଡ଼ରେ। ଆଜି…

ପରିକ୍ରମା ପ୍ରକଳ୍ପ ଓ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ କେନ୍ଦ୍ରାପଡ଼ାରେ ଦୁଇଦିନ ମଦ ବନ୍ଦ

ଭୁବନେଶ୍ୱର: ପୁରୀର ପରିକ୍ରମା ପ୍ରକଳ୍ପ ଓ ଅଯୋଧ୍ୟାରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଆସନ୍ତା ୨୨ ତାରିଖରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁଇ ଦିନ ମଦ ବ୍ୟବସାୟ ବନ୍ଦ ରହିବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାର ସମସ୍ତ ଠିପିଖୋଲା, ଠିପି ବନ୍ଦ, ତାଡି,…

ଓଡ଼ିଶା ଆସିବେ ମଲ୍ଲିକାର୍ଜୁନ ଖଡ଼ଗେ, ଭୁବନେଶ୍ୱରରେ ହେବ ବିଶାଳ ସମାବେଶ

ଭୁବନେଶ୍ୱର: ଚଳିତ ମାସ ଶେଷ ସପ୍ତାହରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ରାଜ୍ୟ କଂଗ୍ରେସ ନେତାଙ୍କ ମନୋବଳ ବଢାଇବା ସହିତ ବିଶାଳ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି…

ଚାନ୍ଦିପୁରରେ ଆକାଶ ମିଶାଇଲର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ସଂଗଠନ ଶୁକ୍ରବାର ଦିନ ଓଡିଶାର ଚାନ୍ଦିପୁର ରେଞ୍ଜରୁ ଆକାଶ କ୍ଷେପଣାସ୍ତ୍ରର ସଫଳତାର ସହ ପରୀକ୍ଷଣ କରିଛି। ଆକାଶ ଏନଜି ଅତି ନିମ୍ନ ଉଚ୍ଚତାରେ ଉଡ଼ୁଥିବା ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ସଠିକତା ସହି ମାରିବାରେ ସଫଳ ହୋଇପାରିବ ବୋଲି DRDO ଭିଡିଓ…

ନେତା ଅସନ୍ତୋଷ, ବିଜେଡ଼ିରେ ଫାଟ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟର ସବୁଠାରୁ ଶକ୍ତିଶାଳୀ ଦଳ ଭାବେ ଗଣାଯାଉଥିବା ବିଜୁ ଜନତା ଦଳ ବା ବିଜେଡ଼ିରେ ଅନେକ ଜିଲ୍ଲାରେ ଏବେ ଫାଟ। ଜଳ ଜଳ ହୋଇ ପଦାକୁ ଏହା ଦେଖାଗଲାଣି। ଦଳରେ ଥିବା ନେତା ଓ କର୍ମୀଙ୍କ ହାବଭାବକୁ ଦେଖିଲେ ଏହା ସ୍ପଷ୍ଟ ଭାବେ ବାରି ହୋଇପଡ଼େ। ପୂର୍ବତନ ମନ୍ତ୍ରୀ…

ଦ୍ରୈାପଦୀ ବାନ୍ଧିଥିଲେ ରାକ୍ଷୀ ନବୀନ ରଖିଲେ ମାନ

ଭୁବନେଶ୍ବର: ମହାଭାରତରେ ଦ୍ରୈାପଦୀ ଏବଂ କୃଷ୍ଣଙ୍କ ସ୍ନେହର ସଂପର୍କ ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ । ତେବେ ଆଜିର ରାଜନୀତିରେ ମଧ୍ୟ ମହାଭାରତର ଏକ ଘଟଣାକୁ ଉଦାହରଣ ଭାବେ ନିଆଯାଇପାରେ । ମହାଭାରତରେ  ବର୍ଣ୍ଣନା ଅଛି ଦିନେ କୈାଣସି ଏକ ଅସମୟରେ ଦ୍ରୈାପଦୀ ଦିନେ ସଖା କୃଷ୍ଣଙ୍କ ହାତରେ ରାକ୍ଷୀ…