Latest Odisha News
Browsing Tag

Odisha Vigilance

ଲାଞ୍ଚ ନେଇ ଫସିଲେ ସିଡିପିଓ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ସୋମବାର ଦିନ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) କୁ ଗିରଫ କରିଛି। ରିପୋର୍ଟ ଅନୁଯାୟୀ, କିଛିଦିନ ତଳେ ଅଧିକାରୀ ଜୟଶ୍ରୀ ଅଙ୍ଗନବାଡ଼ି କେନ୍ଦ୍ରକୁ ଅପ୍ରତ୍ୟାଶିତ ଭାବେ ଯାଞ୍ଚ କରି ସାମାନ୍ୟ…

ଆୟଠୁ ଅଧିକ ୨୮୦ ପ୍ରତିଶତ ସମ୍ପତ୍ତି ଠାବ, ନିଲମ୍ବିତ ଯୋଗାଣ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର: ନୟାଗଡ଼ର ନିଲମ୍ବିତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି । ତାଙ୍କ ଠାରୁ ଆୟଠୁ ଅଧିକ ୨୮୦ ପ୍ରତିଶତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଠାବ କରାଯାଇଥିବା ସମ୍ପତ୍ତି ନେଇ ବ୍ରଜେନ୍ଦ୍ର କୌଣସି ସନ୍ତୋଷଜନକ ଉତ୍ତର ଭିଜିଲାନ୍ସକୁ ଦେଇ ପାରି…

ବନ୍ଧା ହେଲେ ଜଗତସିଂହପୁର ଡେପୁଟି କଲେକ୍ଟର, ଆୟଠୁ ଅଧିକ ୧୯୧% ସମ୍ପତ୍ତି ଠାବ

ଭୁବନେଶ୍ୱର: ଆୟଠୁ ଅଧିକ ୧୯୧ ପ୍ରତିଶତ ସମ୍ପତ୍ତି ଠାବ ପରେ ଭିଜିଲାନ୍ସ ଜଗତସିଂହପୁର ଡେପୁଟି କଲେକ୍ଟରଙ୍କୁ ଗିରଫ କରିଛି । ଡେପୁଟି କଲେକ୍ଟରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମଧ୍ୟରେ ୫ଟି ଫ୍ଲାଟ୍, ୨ଟି ଦୁଇ ମହଲା କୋଠା, ୧୧ଟି ପ୍ଲଟ ସହ ୪୮.୭୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବୀମା ଏବଂ ୧.୮୫…

୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ଥାନା ଅଧିକାରୀ

ବଲାଙ୍ଗିର: ଭିଜିଲାନ୍ସ ହାତରେ ପୋଲିସ ବାବୁ । ଲାଞ୍ଚ ନେଇ ଧରା ପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା ସିନ୍ଧକେଲା ଥାନା ଅଧିକାରୀ ଆଲୋକ କୁମାର ବେହେରା । ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ଲାଗି ଆଇଆଇସି ଆଲୋକ କୁମାର ବେହେରା ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଆଲୋକଙ୍କୁ ୨୫ ହଜାର ଲାଞ୍ଚ…

ଭିଜିଲାନ୍ସ ଜାଲରେ ବଇଁଚ ଆରଆଇ; ୧୦ ହଜାର ନେଇ ଗିରଫ

ବାଲେଶ୍ୱର: ଶିଶୁ ମୃତ୍ୟୁର ଦୁର୍ଘଟଣା ଜନିତ କ୍ଷତିପୂରଣ କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ବଇଁଚ (ରାଜସ୍ୱ ଅଧୀକ୍ଷକ) ଆରଆଇ ଡଲି ସେଠୀ ଧରାପଡ଼ିଛନ୍ତି । ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଅପରାହ୍ନରେ ତାଙ୍କୁ ଗିରଫ କରିଛି । ଗତ ଏପ୍ରିଲ ୧୨ ତାରିଖରେ ଅଭିଯୋଗକାରୀଙ୍କ ଶିଶୁପୁତ୍ର(୩.୫ ବର୍ଷ୦…

ଆଗଲପୁର ବ୍ଲକ ଆଇସିଡିଏସ ସୁପରଭାଇଜର କୁନି ନାଏକ ଗିରଫ

ଆଗଲପୁର: ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର ରୋଧ ସେକ୍ଟର ଆଇସିଡିଏସ ସୁପରଭାଇଜର କୁନି ନାଏକଙ୍କୁ ଭିଜିଲାନ୍ସ ଗିରଫ କରିଛି । ୧୯ ହଜାର ୮୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ରାଜ୍ୟ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ତାଙ୍କ ଅଧୀନସ୍ଥ ୬ ଜଣ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ…

ସଉକିଆ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଘରୁ ମିଳିଲା ୪ଟି ଦାମୀ ବାଇକ୍

ଭୁବନେଶ୍ୱର: ଭୁବନେଶ୍ୱରରେ କାର୍ଯ୍ୟରତ ଆର୍ ଆଣ୍ଡ ବି ଡିଭିଜନ୍-୪ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ରେଡ୍ ଚଳାଇଛି ଭିଜିଲାନ୍ସ । ରେଡ୍ ବେଳେ ତାଙ୍କ ଘରୁ ନଗଦ ୮୪ହଜାର ୫୦୦ ଟଙ୍କା ଜବତ ହୋଇଛି । ଅଜୟ ମିଶ୍ରଙ୍କ ପାଖରେ ରହିଛି ୪ଟି ଦାମୀ ମୋଟରସାଇକେଲ୍ ଓ ଗୋଟିଏ କାର୍…

ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ, ଭଡ଼ା ଗାଡ଼ିରେ ନେଉଥିଲେ ସାଢ଼େ ୩ ଲକ୍ଷ ଟଙ୍କା

ସୋନପୁର: ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟ ।  ଭଡ଼ା ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ଧରିପଡିଛନ୍ତି  । ଗାଡ଼ିରୁ ୩ ଲକ୍ଷ ୫୧ ହଜାର ୩୦୦ ଟଙ୍କା ନେଇ ଯାଉଥିଲେ ବିଡିଓ ପଦ୍ମନାଭ ସାମନ୍ତରାୟ । ଏତିକିବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ରିଜ ନିକଟରେ ଭିଜିଲାନ୍ସ…

ଭିଜିଲାନ୍ସ ଜାଲରେ ପୁରୀ ସିଡିପିଓ ଅଫିସର ଷ୍ଟାଟିଷ୍ଟିକାଲ୍ ଆସିଷ୍ଟାଣ୍ଟ

ପୁରୀ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ଷ୍ଟାଟିଷ୍ଟିକାଲ୍ ଆସିଷ୍ଟାଣ୍ଟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ତାଙ୍କ ନାଁ କୃଷ୍ଣଚନ୍ଦ୍ର ଜେନା । ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚାଲିଛି । ପୁରୀରେ ତିନିଟି ଓ ଭୁବନେଶ୍ୱରରେ ଗୋଟିଏ…

OSSC ସଦସ୍ୟଙ୍କ କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁ ଗିରଫ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ(OSSC) ସଦସ୍ୟଙ୍କ କୋଟିପତି ବ୍ୟକ୍ତିଗତ ସଚିବ ଗିରଫ । ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏବେ ତାଙ୍କର ଅମାପ ସମ୍ପତ୍ତିର ହିସାବ ନିକାଶ ଚାଲିଛି । ଗିରଫ ପରେ ବିରଞ୍ଚି ନାରାୟଣ ସାହୁଙ୍କୁ ପଚରାଉଚରା କରୁଛି…