Latest Odisha News

BREAKING NEWS

Browsing Tag

odisha

ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ

କଟକ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବରିଷ୍ଠ ମହିଳା ଆଇନଜୀବୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ଜଣେ ବିଚାରପତି ରୂପେ ନିଯୁକ୍ତ କରିଛନ୍ତି । କେନ୍ଦ୍ର ଆଇନ ଓ ନ୍ୟାୟ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ସେ ଜୁନ ୧୧ରେ ବିଚାରପତି ଭାବେ ଶପଥ ନେଇ ପାରନ୍ତି । ହାଇକୋର୍ଟ…

ଦିନ କେଇଟା ପରେ ହୋଇଥାଆନ୍ତା ବାହାଘର; କରୋନା ନେଇଗଲା ଜୀବନ !

ବାରିପଦା: କରୋନା ଆକ୍ରାନ୍ତ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ଜଣେ ଓଡ଼ିଆ ପ୍ରବାସୀଙ୍କର ହରିୟାଣାରେ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଡିହିରକୁଲା ଗ୍ରାମର ସୁଶାନ୍ତ । ଅଧିକ ପଢନ୍ତୁ - ଓଡିଶାରେ ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ୍ ସଂଖ୍ୟା ୩…

କଟକରେ ୪୯ ଜଣ ଏନଡ଼ିଆରଏଫ ଯବାନଙ୍କ ସମେତ ୫୨ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ

କଟକ: କଟକ ମୁଣ୍ଡୁଳି ସ୍ଥିତ ଏନଡ଼ିଆରଏଫ କ୍ୟାମ୍ପର ୪୯ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି।  ୩ ଦିନ ତଳେ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଅମ୍ଫନ ବାତ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ କୋଲକାତା ଯାଇଥିଲା ଏନଡ଼ିଆରଏଫ ଟିମ୍ । ଏହାସହ ମୁଣ୍ଡଳୀ ଏନଡ଼ିଆରଏଫ…

ସମସ୍ତ ଫେରନ୍ତାଙ୍କ କରୋନା ପରୀକ୍ଷା ପ୍ରସଙ୍ଗ: ବିଜେପିର ଦାବିରେ ବିଜେଡ଼ି ନେତାଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ଆଇସିଏମଆର ଗାଇଡ଼ ଲାଇନ୍ ଅନୁସାରେ କରୋନା ପରୀକ୍ଷା ହେଉଛି, ଏବଂ ଏବେ ଓଡ଼ିଶା ନିୟନ୍ତ୍ରଣାଧିନ ରହିଥିବା ନେଇ ବିଜେଡ଼ି ମୁଖପାତ୍ର ଡଃ ସସ୍ମିତ୍ ପାତ୍ର ଶନିବାର ଦିନ କହିଛନ୍ତି । ଓଡ଼ିଶାକୁ ଆସୁଥିବା ସମସ୍ତ ଫେରନ୍ତାଙ୍କର ସରକାର କୋଭିଡ୍ ପରୀକ୍ଷା କରିବା ଉଚିତ୍ ବୋଲି ବିଜେପି…

ପୂର୍ବତନ ଖେଳାଳିଙ୍କ ପୁତ୍ର ବି‌‌‌‌‌‌ୟୋଗ

ଭୁବନେଶ୍ୱର: ରାଜ୍ୟର ଜଣାଶୁଣା ଫୁଟ୍‌ବଲ୍ ପ୍ରଶାସକ ତଥା ପୂର୍ବତନ ସନ୍ତୋଷ ଟ୍ରଫି‌ ଖେଳାଳି ପ୍ରଫୁଲ୍ଲ ମିଶ୍ରଙ୍କ ପୁତ୍ର ମିଥୁନ ମିଶ୍ରଙ୍କର ଗୁରୁବାର ୨୪ ବର୍ଷ ବୟସରେ ଅକାଳ ବି‌ୟୋଗ ଘଟିଛି। ସାଧାରଣ ଜ୍ୱର  ପରେ ଶ୍ୱାସକ୍ରିୟା ପିଡ଼ିତ ସମସ୍ୟା ବଢ଼ିବାରୁ ସମ୍‌ ହସପିଟାଲ୍‌ରେ ଚିକିତ୍ସାଧୀନ…

ବନ୍ଦ ହୋଇପାରେ ଛାତ୍ରସଂସଦ ନିର୍ବାଚନ; ଏବେଠୁ ଆଶାୟୀ ଚିନ୍ତିତ !

ଭୁବନେଶ୍ୱର: କରୋନା ଭୂତାଣୁ ଜନିତ ଲକ୍‌ଡାଉନ୍ ପରିସ୍ଥିତି ଯୋଗୁଁ କେବଳ ଓଡ଼ିଶା ନୁହେଁ ସାରା ଭାରତର କ୍ୟାମ୍ପସରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ପ୍ରତିବର୍ଷ ଅକ୍ଟୋବରରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ରାଜ୍ୟର ପ୍ରମୁଖ କଲେଜ, ବିଶ୍ୱବିଦ୍ୟାଳୟରେ ଆଶାୟୀ…

ଆଜି ସନ୍ଧ୍ୟା ୬ଟା ୩୦ ସୁଦ୍ଧା ଏହି ୧୦ଟି ଜିଲ୍ଲାରେ ହେବ ବଜ୍ରପାତ ସହ ଝଡ଼ବର୍ଷା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ସଦ୍ୟତମ ସତର୍କ ସୂଚନାନୁଯାୟୀ ରାଜ୍ୟର ୧୦ଟି ଜିଲ୍ଲାରେ ବଜ୍ରପାତ ସହିତ ହେବ ସାମାନ୍ୟରୁ ମଧ୍ୟମ ଧରଣର ଝଡ଼ବର୍ଷା । ଗୁରୁବାର ସନ୍ଧ୍ୟା ୬ଟା ୩୦ ସୁଦ୍ଧା ଯେଉଁ ୧୦ଟି ଜିଲ୍ଲାରେ ବଜ୍ରପାତ ସହିତ ସାମାନ୍ୟରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବ ସେହି…

ଓଡ଼ିଶା ଠାରୁ ମାତ୍ର ୫୦୦ କିମି ଦୂରରେ ପଙ୍ଗପାଳ: କୃଷି ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶାଠାରୁ ମାତ୍ର ୫ଶହ କିଲୋମିଟର ଦୂରରେ ଅଛନ୍ତି ପଙ୍ଗପାଳ । ଏବେ ପଙ୍ଗପାଳ ମଧ୍ୟପ୍ରଦେଶ ଓ ଛତିଶଗଡ ସୀମାନ୍ତରେ ଅଛନ୍ତି। ତେବେ ଏମାନେ ଓଡ଼ିଶା ଆସିବା ନେଇ ଆଶଙ୍କା ଥିବାରୁ ପ୍ରତିଦିନ ସ୍ଥିତିକୁ ମନିଟର କରାଯାଉଛି । ସମସ୍ତ ଜିଲ୍ଳାପାଳ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ…

ସଟ୍‌ଡାଉନ ସମୟରେ ଭୁବନେଶ୍ୱରେ ଖୋଲିବନି ପାର୍କ

ଭୁବନେଶ୍ୱର: ସଟଡାଉନ ବେଳେ ଭୁବନେଶ୍ୱରେ ଖୋଲିବନି ପାର୍କ । ଶନିବାର ଓ ରବିବାର ରାଜଧାନୀର ସବୁ ପାର୍କ ବନ୍ଦ ରହିବ । ଏନେଇ ବିଏମ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅନ୍ୟ ସବୁ ଦିନରେ ବିଏମ୍‌ସି ଅଧିନରେ ଥିବା ସମସ୍ତ ପାର୍କ ଖୋଲିବ ।…

ଗୋଟିଏ ଦିନ ପରେ ଇସ୍ତଫା ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଝାମଣା କରିବା ପରେ ରାଜ୍ୟ ବିଜେପି କାର୍ଯ୍ୟକାରୀ ସଦସ୍ୟ ଜଗନ୍ନାଥ ପ୍ରଧାନ ନିଜର ଇସ୍ତଫା ପତ୍ର ପ୍ରତ୍ୟାହାର କରିଛନ୍ତି । ଅଧିକ ପଢନ୍ତୁ - ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ: ସର୍ଭେ ଭୁବନେଶ୍ୱର…