Latest Odisha News

BREAKING NEWS

Browsing Tag

Om Abhgyan Sahu

ବ୍ୟଙ୍ଗ : ମନ୍ କୀ ବାତ୍

ଅନେକ ସମୟରେ ଆମ୍ଭ ସ୍ତ୍ରୀଙ୍କୁ କହିବାର ଶୁଣିଛୁ ," ତୁମେତ ମୋତେ ଆଗ ଭଳି ଆଉ ଭଲ ପାଉନ । ତୁମେ କଣ ମୋତେ ବାହା ହେଇ ଖୁସି ନାହଁ ?" ପ୍ରଥମେ ଭାବୁଥିଲି ସତରେ କେତେ ନିରୀହ ପ୍ରଶ୍ନ । କିଛି ଭୁଲ କରିଦେଲିକି ? ଯେଉଁଥିପାଇଁ ତାଙ୍କ ମନ ଦୁଃଖ ହେଉଛି । କିନ୍ତୁ ବେଶ କିଛି ବର୍ଷ ଲାଗିଲା…

ବ୍ୟଙ୍ଗ : ଆତ୍ମସ୍ତୁତି -୨

ଏକବିଂଶ ଶତାବ୍ଦୀର ସଦ୍ୟତମ ପ୍ରବେଶ ସେତେବେଳେ । ମୁଁ ଥାଏ ପଣ୍ଡିଚେରୀରେ । ମୋର କିଛି କିଛି ପ୍ରବନ୍ଧ ଓ ଗଳ୍ପ ଦୈନିକ ଖବରକାଗଜରେ ବାହାରୁଥାଏ । ଯଦିଓ ମୋବାଇଲର ପ୍ରଚଳନ ଆରମ୍ଭ ହୋଇଯାଇଥାଏ କିନ୍ତୁ କଥାହେବାର ଦର ଥିଲା ପକେଟକୁ ଭାରି । ତେଣୁ ଲେଖା ତଳେ ମୋର ଯୋଗାଯୋଗ ଭାବେ ମୁଁ ରହୁଥିବା…

ବ୍ୟଙ୍ଗ : ଦିବ୍ୟ ପାଠକର ସନ୍ଧାନେ (ଆତ୍ମସ୍ତୁତି- ୧)

ପିଲାଟି ଦିନରୁ ମୋର ବହି ପ୍ରତି ବିଶେଷ ଆଗ୍ରହ । ପାଠ ବହି ଛଡା ଆଉ ସବୁ ପ୍ରକାର ବହିସହ ଥାଏ ମୋର ଏକ ବିଶେଷ ଅନୁରାଗ । ସେଥିପାଇଁ ବହୁତ ଗାଳି ଶୁଣୁଥିଲି । ସାଙ୍ଗ ସାଥୀଙ୍କ ସହ ବସିଲେ କଥା ଛଳରେ ମୁଁ ଗପ କହିବା ଆରମ୍ଭ କରେ । ସେଥିପାଇଁ ମୋର ସାଙ୍ଗ ସଂଖ୍ୟା ଅହେତୁକ ଭାବେ କମିବାରେ…

ବ୍ୟଙ୍ଗ : ବିବାହ ବାର୍ଷିକୀ ଦିବସ

ଓଁ ଅଭିଜ୍ଞାନ ସାହୁ  ଏ ବିବାହ ବାର୍ଷିକୀ ଦିବସଟା ଗୋଟେ ବଡ଼ ବିଚିତ୍ର ଦିବସ । ବିଶେଷକରି ଫେସବୁକ ଆଉ ହ୍ଵାଟ୍ସଆପର ବହୁଳ ପ୍ରସାର ପରେ ଯେଉଁ ସବୁ ଉଛୁଳା ପ୍ରେମର ଏକ ନୂତନ ସାହିତ୍ୟ ଧାରା ଆରମ୍ଭ ହୋଇଛି, ତାକୁ ଦେଖି ବେଳେ ବେଳେ ଆଖି ତରାଟି ହୋଇ ଯାଉଛି । ମୋର ଗୋଟେ ଫେସବୁକ ସାଙ୍ଗ ।…

ବ୍ୟଙ୍ଗ : ବହୁ ନାଆର ନାବିକ

ଓଁ ଅଭିଜ୍ଞାନ ସାହୁ ଗତ ଥର କହିଥିଲି ମାଡୁଆ ଭାଇର ଦୁଃଖ । ଦୁଇ ନାଆରେ ଗୋଡ଼ ଦେଇ ବିଚରା ଅନାଥ ହେବାର ଯନ୍ତ୍ରଣାକୁ ମରଣାନ୍ତକ ଦୁଃଖ ଭଳି ଭୋଗ କରୁଥିଲେ । ଆଜିର କଥାରେ ଆମ ଭାଡୁଆ ଭାଇ । ବହୁ ନାଆକୁ ଅନାୟାସରେ ବାହି ପାରନ୍ତି ସେ ଖୋଳିଥିବା ରୋମାଣ୍ଟିକ ଲେକରେ । ମାଡ଼ୁଆ ଭାଇଙ୍କଠୁ…

ବ୍ୟଙ୍ଗ : ବିଦ୍ୟାନଗରୀ ଯୁବକ ସଂଘ

ଓଁ ଅଭିଜ୍ଞାନ ସାହୁ  ଆମ ଏରିଆର ସବୁ ମୁଖିଆମାନେ ଭାବିଲେ ଯେ ଏ ପୂଜା ଚାନ୍ଦା ଆଦାୟ ପାଇଁ ଗାଁରେ ଗୋଟେ ଯୁବକ ସଂଘ ରହିବା ଦରକାର । ଆମ ବୁଢ଼ାମାନଙ୍କୁ ଆଉ ଲୋକମାନେ ବେଶି ଚାନ୍ଦା ଦେଉନାହାନ୍ତି । ରେଜାରେ ରେଜାରେ କାମ ଚଳେଇଦଉଛନ୍ତି । ଯେଉଁ ଜାଗାରେ ଯୁବକ ସଙ୍ଘ ଯେତେ ଷ୍ଟ୍ରଙ୍ଗ ସେ…

ବ୍ୟଙ୍ଗ : ଟାଇମ ପାସ୍

 ଓଁ ଅଭିଜ୍ଞାନ ସାହୁ କଥା କ'ଣ କି ଏଇ ଗତବର୍ଷ ଲକ ଡାଉନର ଦୁଇ ଦିନ ପୂର୍ବରୁ ଆମ ଶ୍ରୀମତୀଙ୍କ ମୋବାଇଲ ଖରାପ ହୋଇଯାଇଥିଲା । ତାଙ୍କ ଦୁର୍ଯୋଗକୁ ଫୋନ ସଜଡ଼ା ହେବା ପୂର୍ବରୁ ଲକଡାଉନ ଘୋଷଣା ହୋଇଗଲା । ମୋବାଇଲ ପ୍ରିୟ ଘରଣୀ ଏବେ ଦିନ ଯାକ ଖାଲି ରାମ୍ପି ବିଦାରି ହୋଇ କରୋନାର ଚଉଦ ପୁରୁଷ…