Latest Odisha News

BREAKING NEWS

Browsing Tag

Opposition Unity

ନୀତିଶଙ୍କୁ ନିଜ ମାଟିରେ ସଫା କରିବାକୁ ଶାହାଙ୍କ ଗେମପ୍ଲାନ !

ଭୁବନେଶ୍ୱର: ବିହାର ଉପରେ ଏବେ ବିଜେପିର ନଜର। ନୀତିଶ କୁମାର ବିଜେପି ହାତ ଛାଡିବା ସହ ଇଣ୍ଡିଆ ମେଣ୍ଟକୁ ଶକ୍ତ କରାଇବାରେ ପ୍ରମୁଖ ଭୂମିକା ନେଉଛନ୍ତି। ଏପରିକି ଲାଲୁ ପ୍ରସାଦ ଯାଦବ ଓ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ମେଣ୍ଟକୁ ସଫଳତାର ସହ ଆଗକୁ ନେବା ଦିଗରେ ସବୁ…

ନୀତିଶଙ୍କୁ ଠକିଦେଲା ‘ଇଣ୍ଡିଆ’!

ଭୁବନେଶ୍ୱର: ଦେଶରୁ ଏନଡିଏକୁ କ୍ଷମତାଚ୍ୟୁତ କରିବା ପାଇଁ ଇଣ୍ଡିଆ ଆଗଉଛି। ଏହି କ୍ରମରେ ମେଣ୍ଟର ସମନ୍ୱୟ କମିଟି ବୈଠକ କରାଯାଇ ରଣନୀତି ପ୍ରସ୍ତୁତ ହୋଇଛି। ଦେଶବ୍ୟାପୀ ମେଣ୍ଟ ମିଳିତ ଭାବେ କାର୍ଯ୍ୟକ୍ରମ କରିବା ସହ ସିଟ ଭାଗବଣ୍ଟା କାର୍ଯ୍ୟକୁ ତ୍ୱରାନ୍ୱିତ କରିବ। କିନ୍ତୁ ଏସବୁ ଭିତରେ…

ନିଜେ ବୁଡିବା ସହ ‘ଇଣ୍ଡିଆ’ କୁ ବୁଡାଇବେ ନୀତିଶ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆର ନିର୍ଣ୍ଣାୟକ ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି। ଇଣ୍ଡିଆ ମେଣ୍ଟ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହେଉଛି ଏକ ପ୍ରମୁଖ ଚେହେରା ଚୟନ ଓ ସିଟ ଭାଗବଣ୍ଟା। ଯାହାକୁ ନେଇ ବିରୋଧୀ ମେଣ୍ଟ ଜୋରଦାର ମନ୍ଥନ କରିବା ଆରମ୍ଭ କରିଛି। ଏଭଳି ସ୍ଥିତିରେ ବିହାର…

ବିଜେପିକୁ ହରାଇବାକୁ ସଜାଇ ହେଉଛି ମୁମ୍ବାଇ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ପାଇଁ ସଜେଇ ହେଉଛି ମୁମ୍ବାଇ। ମୁମ୍ବାଇରେ ରାସ୍ତାଘାଟ ସବୁଆଡେ ଇଣ୍ଡିଆ ଲେଖା ଥିବା ପୋଷ୍ଟର ବ୍ୟାନରରେ ଛାଇ ହୋଇଯାଇଥିବା ଦେଖିବାକୁ ମିଳିଛି। ଏପରିକି ବୈଠକକୁ ନେଇ ଭିଡିଓ ଟିଜର ମଧ୍ୟ ଜାରି କରାଯାଇଛି। ସାମାଜିକ ଗଣମାଧ୍ୟମରେ ମଧ୍ୟ…

ବିରୋଧୀ ମେଣ୍ଟ ପ୍ରଥମେ ‘ଇଣ୍ଡିଆ’ ନେଲେ, ଏବେ ନେବେ ଜାତୀୟ ପତାକା ରଙ୍ଗ!

ଭୁବନେଶ୍ୱର: ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖ ଦୁଇ ଦିନ ଧରି ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ଉପରେ ସମସ୍ତଙ୍କର ନଜର ରହିଛି। ଏହି ବୈଠକରେ ମେଣ୍ଟର ପ୍ରମୁଖ ନିଷ୍ପତ୍ତି ସବୁ ନିଆଯିବ। ସେ ଭିତରେ ମେଣ୍ଟର ଲୋଗୋକୁ ନେଇ ଆଲୋଚନା ଜୋର ଧରିଛି।…

ମାତିଲେଣି ମମତା, ହେବେ ଇଣ୍ଡିଆର ପିଏମ ଚେହେରା!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆ ଆଗାମୀ ନିର୍ବାଚନ ପୂର୍ବରୁ ବଡ଼ ବାତାବରଣ ତିଆରି କରିବା ଆରମ୍ଭ କରିଛି। କେନ୍ଦ୍ରର ଶାସକ ଦଳ ବିଜେପି ପକ୍ଷରୁ ଇଣ୍ଡିଆ ମେଣ୍ଟକୁ ଜୋରଦାର ସମାଲୋଚନା କରାଯାଉଥିବାରୁ ବିରୋଧୀ ଆହୁରି ଆଗ୍ରେସିଭ ଢଙ୍ଗରେ କାମ କରିବା ଆରମ୍ଭ କରିଛନ୍ତି। ଏହି କ୍ରମରେ…

ବିରୋଧୀ ସଂଖ୍ୟା ଦେଖାଇଲେ, ଶାସନ ହାତେଇବେ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆ ଉପରେ ବିଜେପି ଲଗାତର ଆକ୍ରମଣ ଜାରି ରଖିଥିବା ବେଳେ ବିରୋଧୀ ମଧ୍ୟ ଏହାକୁ ନେଇ କାଉଣ୍ଟର ଆଟାକ କରୁଛନ୍ତି। ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ଇଣ୍ଡିଆନ ମୁଜାହିଦ୍ଦିନ କଥା କହି ବିରୋଧୀ ମେଣ୍ଟ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀ ମୋଦି ସମାଲୋଚନା କରିବା ପରେ କଂଗ୍ରେସ…

ଆଇନ ଜାଲରେ ‘ଇଣ୍ଡିଆ’

ଭୁବନେଶ୍ୱର: ଗଠନ ହେବାଠାରୁ ବିବାଦ ଇଣ୍ଡିଆର ପିଛା ଛାଡୁନି। ମିଳିତ ବିରୋଧୀ ମେଣ୍ଟର ନୂଆ ନାଁ ଇଣ୍ଡିଆ ରଖାଯିବା ପରେ ବିଜେପି ଏହାକୁ ତୀଵ୍ର ବିରୋଧ କରିଛି। ଇଣ୍ଡିଆ ନାଁ ପଞ୍ଜିକୃତ ହୋଇପାରିବ କି ନାହିଁ ତାକୁ ନେଇ ବିତର୍କ ଆରମ୍ଭ ହୋଇଛି। ସେପଟେ ଠିକ ଏଭଳି ସମୟରେ ବିରୋଧୀ ମେଣ୍ଟର ନାଁ…

ବିରୋଧୀଙ୍କ ପାଇଁ ମୋଦିଙ୍କ ପ୍ରଚାର!

ଭୁବନେଶ୍ୱର: ବିରୋଧୀ ଏକତା ବୈଠକକୁ ନେଇ ଯେତିକି ଚର୍ଚ୍ଚା ଓ ବିବାଦ ନାହିଁ ବିରୋଧୀ ମେଣ୍ଟର ନୂଆ ନାଁ ଇଣ୍ଡିଆକୁ ନେଇ ସେତିକି ଅଧିକ ଚର୍ଚ୍ଚା ହେଉଛି। ଇଣ୍ଡିଆ ନାଁ କୁ ନେଇ ବିରୋଧୀ ଦଳ ଗୁଡିକ ବେଶ ଆଶାବାଦୀ। ଏହି ନାଁ କୁ ନେଇ ଦେଶରେ ଏକ ବଡ଼ ମାହୋଲ ତିଆରି ହୋଇପାରିବ ବୋଲି ଆଶା ରଖିଛନ୍ତି…

ବିରୋଧୀ ଏକତା, ହାତ ଦେଖୁନି ସ୍ୱାର୍ଥ

ଭୁବନେଶ୍ୱର: ଦୁଇଦିନିଆ ଦ୍ଵିତୀୟ ବିରୋଧୀ ଏକତା ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି। ବେଙ୍ଗାଲୁରୁରେ ବିରୋଧୀ ରାଜନୈତିକ ଦଳଗୁଡିକ ଏକାଠି ହୋଇଛନ୍ତି। ପାଟନା ବୈଠକ ଅପେକ୍ଷା ବିରୋଧୀ ଦଳଙ୍କ ସଂଖ୍ୟା ବଢିଛି। ବିଜେପିକୁ ଆସନ୍ତା ନିର୍ବାଚନରେ ହରାଇବାକୁ ସବୁ ପ୍ରକାର ବ୍ୟବସ୍ଥାକୁ ନେଇ ଆଲୋଚନା…