Latest Odisha News

BREAKING NEWS

Browsing Tag

Paddy Procurement

ତୃତୀୟ ଦିନ ଅଧିବେଶନ ଆରମ୍ଭରୁ ମଣ୍ଡି ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ୍, ଗୃହ ମୁଲତବି

ଭୁବନେଶ୍ୱର: ବଜେଟ୍ ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ଗୃହ ପୁଣି ଚାଲି ପାରିନାହିଁ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଛନ୍ତି । ଫ୍ଲାକାର୍ଡ ଦେଖାଇ ଉଭୟ ଦଳର ବିଧାୟକ ଗୃହରେ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ବିଧାନସଭାକୁ ୧୧ଟା ୩୦ ଯାଏ…

ଧାନ କିଣା ନେଇ ଆଜି ବିଧାନସଭାରେ ବିବୃତି ରଖିବେ ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଜାରି ରହିଛି । ପ୍ରଥମ ଦିନ ବିରୋଧୀ କଂଗ୍ରେସ କୋଟିଆ, ତୈଳଦର ବୃଦ୍ଧି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଥିବା ନେଇ ହୋହଲ୍ଲା କରିବା ସହ ରାଜ୍ୟପାଳଙ୍କ ଅଭିଭାଷଣକୁ ବହିଷ୍କାର କରି ଗୃହ ତ୍ୟାଗ କରିଥିଲେ ।…

ଚାଷୀଙ୍କ ପାଇଁ ‘ନିର୍ଣ୍ଣାୟକ ଲଢେଇ’ କରିବାକୁ ବିଜେପିର ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ବିଜେପି ଚାଷୀଙ୍କ ସ୍ୱାର୍ଥ ପାଇଁ ଆରମ୍ଭ କରିଥିବା ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ ଯାଏ ନିଆଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ଏକ ପ୍ରେସମିଟରେ ସେ କହିଛନ୍ତି, ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ୨…

ମାର୍ଚ୍ଚ ୩୧ ସୁଦ୍ଧା ମଣ୍ଡିରୁ ଧାନ ଉଠିବ: ମନ୍ତ୍ରୀ

ସମ୍ବଲପୁର: ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ମଣ୍ଡିରୁ ସମସ୍ତ ଧାନ ଉଠାଇବା ଲାଗି ଓଡିଶା ସରକାର ନିଷ୍ପତ୍ତି ନେଇଥିବା ନେଇ ରବିବାର ଦିନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ମିଲର୍ସମାନେ ଧାନ କ୍ରୟ କରିବାରେ ରୋକ ଲଗାଇପାରିବେ ନାହିଁ…