Latest Odisha News

BREAKING NEWS

Browsing Tag

Padmanabha Behera

ସେପ୍ଟେମ୍ବର ପୂର୍ବରୁ DL ଓ LL ଆବେଦନ ମନା

ଭୁବନେଶ୍ୱର: ସେପ୍ଟେମ୍ବର ପୂର୍ବରୁ ଡ଼ିଏଲ ଓ ଏଲଏଲ ପାଇଁ ଆବେଦନ କରିହେବ ନାହିଁ । ପୁରୁଣା ଆବେଦନ କାରୀ ଙ୍କୁ ଜୁଲାଇରୁ ମିଳିବ ନୂଆ ସ୍ଲଟ । ଅଢ଼େଇ ଲକ୍ଷ ଆବେଦନକାରୀଙ୍କୁ ନୂଆ ସମୟ ଦିଆଯିବ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଗତ ୧୧ ତାରିଖରେ ଡିଏଲ ଓ ଏଲଏଲ…

ବସରେ ଯାତ୍ରୀ ହେଉନାହାଁନ୍ତି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ରାଜ୍ୟରେ ଆରମ୍ଭ ହୋଇଥିବା ବସ୍ ସେବା ବନ୍ଦ ହେବା ସ୍ଥିତି ଉପୁଜିଲାଣି । କ୍ଷତି ଏତେ ହେଉଛି ଯେ, ବାଧ୍ୟ ହୋଇ ବସ୍ ସେବା ବନ୍ଦ କରିବାକୁ ବିଚାର କରାଯାଉଛି । ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ୬୬ଟି ରୁଟରୁ ୨୦ଟି ରୁଟରେ ଯାତ୍ରୀ…

ମାନିଗଲା ମାଲିକ ସଂଘ , କାଲିଠୁ ଗଡିବ ଘରୋଇ ବସ୍‌

ଭୁବନେଶ୍ୱର: ଶେଷରେ ସାରା ରାଜ୍ୟରେ ଗଡିବ ଘରୋଇ ବସ୍ । ଆସନ୍ତାକାଲିଠାରୁ ବସ୍ ଚଳାଚଳ ସ୍ୱାଭାବିକ ହେବ । ଏନେଇ ଘୋଷଣା କରିଛି ବସ୍ ମାଲିକ ସଂଘ । ବସ୍ ଚଳାଚଳ ନେଇ ଚୂଡାନ୍ତ ନିଷ୍ପତି ନେବାକୁ ଆଜି ଚଣ୍ଡିଖୋଲରେ ଘରୋଇ ବସ ମାଲିକ ସଂଘ ସାଧାରଣ ପରିଷଦ ବୈଠକ ବସିଥିଲା । ବୈଠକରେ ସମସ୍ତ ଜିଲ୍ଲାର…

ଏଣିକି ବସ ଚଳାଚଳରେ କିଛି ଅସୁବିଧା ନାହିଁ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବସ୍ ଚଳାଚଳ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି । ୧୦୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଚଳ କରିବ ବୋଲି ସରକାରଙ୍କ ନିଷ୍ପତ୍ତି ପରେ ପରିବହନ ମନ୍ତ୍ରୀ କହିଛନ୍ତି ଯେ, ଏଥର ବସ ଚାଳିବାରେ କିଛି ଅସୁବିଧା ହେବନି। ସିଟ ଅନୁଯାୟୀ ଯାତ୍ରୀ…

ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ବସ୍ ଚଳାଚଳ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟ ଭିତରେ ଗଡିବ ବସ୍ । ସାମାନ୍ୟ ହେବ ବସ୍ ସେବା । ନୂଆ ଗାଇଡ଼ଲାଇନ୍ ଅନୁସାରେ ରେଡ଼ ଜୋନ, ଅରେଞ୍ଜ ଜୋନରେ ବି ଚାଲିପାରିବ ଗାଡ଼ି । ରାଜ୍ୟ ଓ ରାଜ୍ୟ ଭିତରେ ବସ୍ ଚଳାଚଳ କରିବାରେ କୌଣସି ଅସୁବିଧା ହେବ ନାହିଁ । ଅନ୍ୟ ରାଜ୍ୟ ସହ କିପରି ଗାଡ଼ି ଚଳାଚଳ କରାଯାଇପାରିବ…

ବଢ଼ିଲା ତୈଳ ଦର, ପ୍ରଶ୍ନ ଉଠାଇଲେ ବିରୋଧୀ

ଭୁବନେଶ୍ୱର: ରାଜ୍ୟରେ ସରକାର ତୈଳ ଦର ବଢ଼ାଇବା ନେଇ ପ୍ରଶ୍ନ ଉଠାଇଛି ବିରୋଧୀ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ପ୍ୟାକେଜ ଘୋଷଣା କରି ଦିନ ଦି ପହରରେ ସାଧାରଣ ଲୋକଙ୍କୁ…

ମନ୍ତ୍ରୀଙ୍କ ଜୋତା ଉଠାଇଲେ ଅଜଣା ବ୍ୟକ୍ତି; ତା’ ପରେ କ’ଣ ହେଲା, ଜାଣନ୍ତୁ

କେନ୍ଦୁଝର: ସାଧାରଣତନ୍ତ୍ର ଦିବସ ଅବସରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଜୋତାକୁ ଅନ୍ୟଜଣେ ବ୍ୟକ୍ତି ଉଠାଉଥିବା ନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟସ୍ତରୀୟ ସାଧାରରତନ୍ତ୍ର ଦିବସ ଅବସରରେ କେନ୍ଦୁଝରରେ ହେଉଥିବା ପତାକା…

ନଭେମ୍ବର ୨୪ ଭିତରେ ୮.୯ ଲକ୍ଷ ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପାଇଁ କରିଛନ୍ତି ଆବେଦନ: ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ସେପ୍ଟେମ୍ବର ୧ରୁ ନଭେମ୍ବର ୨୪ ତାରିଖ ଯାଏଁ ପ୍ରାୟ ୮,୮୯,୦୯୩ ଲକ୍ଷ ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ନେଇ ଗୁରୁବାର ଦିନ ରାଜ୍ୟ ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି । ଏକ ଲିଖିତ ଉତ୍ତରରେ ମନ୍ତ୍ରୀ…

ରାଜ୍ୟରେ ହ୍ରାସ ପାଇଛି ଦାରିଦ୍ର‌୍ୟ ହାର: ମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ବିଧାନସଭାରେ ବଜେଟ୍ ଅଧିବେଶନ ଜାରି ରହିଥିବାବେଳେ ରାଜ୍ୟରେ ଦାରିଦ୍ର‌୍ୟ ହାର ଉଲ୍ଲେଖନୀୟ ଭାବେ ହ୍ରାସ ଘଟିଥିବା ନେଇ ଗୁରୁବାର ଦିନ କହିଛନ୍ତି ଯୋଜନା, ସଂଯୋଜନା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିଜେପି ସଦସ୍ୟ ମୋହନ ମାଝିଙ୍କ ଏକ ପ୍ରଶ୍ନର…