Latest Odisha News
Browsing Tag

pakistan

ପାକିସ୍ତାନରେ ଦରବୃଦ୍ଧି ୪୮ ବର୍ଷର ରେକର୍ଡ ଭାଙ୍ଗିଲା; ପାଠ, ପୋଷାକ ନୁହେଁ, ଏବେ ଘାରିଛି ଖାଦ୍ୟ ଚିନ୍ତା

ଇସଲାମବାଦ: ପାକିସ୍ତାନ ଏବେ ସବୁଠାରୁ ବଡ ସମସ୍ୟା ସହ  ଲଢୁଛି । ଦେଶର ଆର୍ଥିକ ସ୍ଥିତି ଏତେ ଖରାପ ହୋଇ ଯାଇଛି ଯେ ସାଧାରଣ ଜନତା ରୋଜିରୋଟି ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି । ଦରଦାମ ବୃଦ୍ଧି ଏବଂ ଆର୍ଥିକ ସଙ୍କଟ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ପାକିସ୍ତାନ ଏବେ ଦେବାଳିଆ ସ୍ଥିତିରେ…

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍‌ଙ୍କ ପରଲୋକ

ପାକିସ୍ତାନ : ପାକସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍‌ଙ୍କ ପରଲୋକ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି  । ଅନେକ ଦିନ ଧରି ସେ ଅସୁସ୍ଥ ହୋଇ ଦୁବାଇର ଏକ ହସ୍ପିଟାଲ୍‌ରେ ଚିକତ୍ସିତ ହେଉଥିଲେ। ଆଜି ୟୁଏଇ ସ୍ଥିତ ଆମେରିକାନ୍‌ ହସ୍ପିଟାଲ୍‌ରେ ତାଙ୍କର…

ପାକିସ୍ତାନ ମସଜିଦ ବିସ୍ଫୋରଣ ସ୍ଥଳରୁ ମିଳିଲା ଅଭିଯୁକ୍ତର କଟାମୁଣ୍ଡ

ଇସଲାମବାଦ: ଇସଲାମବାଦ ଉତ୍ତର-ପଶ୍ଚିମ ପେଶବାର ସହରସ୍ଥିତ ମସଜିଦରେ ନମାଜ ପାଠ ସମୟରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୯୩ରେ ପହଞ୍ଚିଛି । ଅନ୍ୟପକ୍ଷେ ୨୨୧  ଆହତଙ୍କ ସଂଖ୍ୟା ମଧ୍ୟ ସଙ୍ଗୀନ ହେବାରେ ଲାଗିଛି । ଏବେ ବି ଉଦ୍ଧାରକାରୀ ଦଳ ଘଟଣାସ୍ଥଳରୁ ଶବକୁ ବାହାର…

ପାକିସ୍ତାନ ମସ୍‌ଜିଦ୍‌ରେ ବିସ୍ଫୋରଣ; ଦିନିକିଆ ରାଜ୍ୟବ୍ୟାପୀ ଶୋକ ପାଳନ

ଇସ୍‌ଲାମାବାଦ୍‌ : ପୁଣି ଥରିଲା ପାକିସ୍ତାନ । ପାକିସ୍ତାନର ପେଶୱାରରେ ଥିବା ଏକ ମସଜିଦରେ ବଡ଼ ଧରଣର ବିସ୍ପୋରଣ ଘଟିଛି । ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୬୩ ବୃଦ୍ଧି ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ,  ମସ୍‌ଜିଦ୍‌ରେ ନମାଜ ବେଳେ ଏହି ବିସ୍ଫୋରଣ…

ନମାଜ ସରୁ ସରୁ ବୋମାମାଡ଼ରେ ଥରିଲା ମସଜିଦ୍, ୨୫ ମୃତ

କରାଚି: ପାକିସ୍ତାନର ପେଶାୱରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ମସଜିଦ ଭିତରେ ହୋଇଥିବା ଆକ୍ରମଣରେ ପ୍ରାୟ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ମଧ୍ୟାହ୍ନ ନମାଜ ପରେ ଆଫଗାନିସ୍ତାନ ସୀମାକୁ ଲାଗି ରହିଥିବା ପେଶାୱରର ମସଜିଦରେ ଏହି ଆକ୍ରମଣ…

ହାତ ଟେକିଦେଲେ ପାକ ସରକାର: କହିଲେ, ଦେଶର ବିକାଶ ଏବେ ଆଲ୍ଲାଙ୍କ ହାତରେ

ଇସଲାମବାଦ: ସାଂଘାତିକ ଆର୍ଥିକ ସ୍ଥିତି ଦେଇ ଗତି କରୁଛି ପାକିସ୍ତାନ । ଦରଦାମ ବୃଦ୍ଧିରେ ଲୋକେ ଛଟପଟ ହୋଇ ଗଲେଣି । ଦେଶର ଏପରି ସ୍ଥିତିକୁ ଦେଖି ପାକିସ୍ତାନୀ ରାଜନେତାମାନେ ଏକ ପ୍ରକାର ହାତ ଟେକି ଦେଲେଣି । ସ୍ଥିତି ସଜାଡିବା ସେମାନଙ୍କ ହାତରେ ନାହିଁ ବୋଲି ବୁଝି ପାରିଲେଣି । ଏବେ ଦେଶକୁ…

ପାକିସ୍ତାନକୁ ନୋଟିସ୍‌ ଦେଲା ଭାରତ

ନୂଆଦିଲ୍ଲୀ : ବହୁତ ଖରାପ ସମୟ ଦେଇ ଗତି କରୁଛି ଏବେ ପାକିସ୍ତାନ । ୧୯୬୦ ସିନ୍ଧୁ ଜଳ ଚୁକ୍ତି ଉଲ୍ଲଂଘନକୁ ନେଇ ଏବେ ପାକିସ୍ଥାନକୁ ନୋଟିସ ଜାରି କରିଛି ଭାରତ । ପାକିସ୍ତାନର ବହୁ କାର୍ଯ୍ୟ ସିନ୍ଧୁ ଜଳ ଚୁକ୍ତି ଉଲ୍ଲଂଘନ କରୁଥିବାରୁ ଏହି ନୋଟିସ ଜାରି କରାଯାଇଥିବା ଜଣାପଡ଼ିଛି । ୧୯୬୦ରେ…

କମିଲା ପାକିସ୍ତାନ ଟଙ୍କାର ମୂଲ୍ୟ

ପାକିସ୍ତାନ: ପାକିସ୍ତାନରେ ଆର୍ଥିକ ସଙ୍କଟ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଆର୍ଥିକ ସଙ୍କଟ ଯୋଗୁଁ ଏବେ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ରେକର୍ଡ ହ୍ରାସ ପାଇଛି । ପାକିସ୍ତାନୀ ଟଙ୍କା ଗୋଟିଏ ଡଲାର ତୁଳନାରେ ୨୫୫ରେ ପହଞ୍ଚିଛି । ଯାହା  ସବୁଠୁ ନିମ୍ନ ସ୍ତର ଅଟେ । ତେବେ କୁହାଯାଉଛି…

ବେଲୁଚିସ୍ତାନକୁ ଚୀନ୍‌ ଲୁଟୁଛି, ଜାଣି ବି ଜଳକା ପାକିସ୍ତାନ

ଇସଲାମାବାଦ : ପାକିସ୍ତାନର ସରକାର ବେଲୁଚିସ୍ତାନକୁ ଚୀନ ହାତକୁ ଟେକିଦେଇଛନ୍ତି । ବେଲୁଚ୍ ଜନତା ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବଞ୍ଚୁଥିବାବେଳେ ଚୀନ ଏହି ରାଜ୍ୟରୁ ବହୁମୂଲ୍ୟ ଖଣିଜ ସଂପଦ ଲୁଟିବାରେ ଲାଗିଛି । ଯାହାକୁ ନେଇ ବେଲୁଚିସ୍ତାନର ଲୋକମାନେ ଆନ୍ଦୋଳନ କରିବା ଆରମ୍ଭ କରିଦେଇଛନ୍ତି ।…

କୋର୍ଟ ଭିତରେ ଆଇନଜୀବୀଙ୍କୁ ଗୁଳିକରି ହତ୍ୟା

ଇସଲାମାବାଦ: ପାକିସ୍ତାନର ବରିଷ୍ଠ ଆଇନଜୀବୀଙ୍କୁ ହାଇକୋର୍ଟ ଭିତରେ ଗୁଳିକରି ହତ୍ୟା । ପେଶଓ୍ବାର ହାଇକୋର୍ଟ ବାରରେ ବରିଷ୍ଠ ଆଇନଜୀବୀ ଅବଦୁଲ ଲତିଫ ଆଫ୍ରିଦିଙ୍କୁ ଗୁଳି କରି ହତ୍ୟା କଲେ ସହଯୋଗୀ । କୌଣସି କାରଣକୁ ନେଇ ସହଯୋଗୀ ଆଇନଜୀବୀ ଆଦନାନ ଆଫ୍ରିଦିଙ୍କୁ ଗୁଳି କରିଥିଲେ । ସେ ଗୁଳିମାଡରେ…