Latest Odisha News

BREAKING NEWS

Browsing Tag

pakistan

ଏସିଆ କପରେ ପୁଣି ଥରେ ଭାରତ-ପାକିସ୍ତାନ ମୁହାଁମୁହିଁ

ନୂଆଦିଲ୍ଲୀ: ଏସିଆ କପ୍ କ୍ରିକେଟ୍ ମହାସଂଗ୍ରାମରେ ଅଂଶଗ୍ରହଣ କରିଥିବା ସବୁ ଦଳ ନିଜ ନିଜର ଉତ୍ତମ ପ୍ରଦର୍ଶନ କରିବା ପାଇଁ ଲକ୍ଷ ରଖିଛନ୍ତି। କିନ୍ତୁ ସେଥି ମଧ୍ୟରୁ ୨ଟି ଦଳ ଉପରେ ସମସ୍ତଙ୍କର ବିଶେଷ ନଜର ରହିଛି। ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିବା ବିଗତ ମ୍ୟାଚ୍ ଗୁଡ଼ିକରେ ବର୍ଷା ଏକ ବିରାଟ…

ପାକିସ୍ତାନରେ ବିଜୁଳି, ପେଟ୍ରୋଲ ଓ ଚିନି ସମସ୍ୟା ପରେ ଏବେ ପାଣି ପାଇଁ ହାହାକାର

ନୂଆଦିଲ୍ଲୀ: ସାରା ବିଶ୍ବରେ ଚନ୍ଦ୍ରାଯାନ୍-୩, ଆଦିତ୍ୟ ଏଲ୍-୧, ଜି-୨୦ ସମ୍ମିଳନୀ ଓ ଗଦର-୨ ସିନେମା ଆଦି ଭାରତର ସଫଳତା ଓ ଉପଲବ୍ଦ୍ଧିକୁ ନେଇ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଭାରତରେ ମଧ୍ୟ ୨୦୨୪ ନିର୍ବାଚନକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। କିନ୍ତୁ ଆମ ପଡୋଶୀ ଦେଶ ପାକିସ୍ତାନ ବିଷୟରେ ଚର୍ଚ୍ଚାର…

ପାକିସ୍ତାନରେ ପେଟ୍ରୋଲ ଦରକୁ ନେଇ ହାହାକାର: ମୂଲ୍ୟ ୩୦୦ ଟଙ୍କାରୁ ଊର୍ଦ୍ଧ୍ୱ

ନୁଆଦିଲ୍ଲୀ: ଦିନକୁ ଦିନ ପାକିସ୍ତାନରେ ଆର୍ଥିକ ସଙ୍କଟ ବଢ଼ିବାରେ ଲାଗିଛି । ବୁର୍ବରୁ ବିଜୁଳି ଦର ବୃଦ୍ଧି ସାଧାରଣ ଲୋକଙ୍କ କମର ଭାଙ୍ଗି ଦେଇଥିବା ବେଳେ ଏବେ ପେଟ୍ରୋଲ୍ ଦରକୁ ନେଇ ଚାରିଆଡ଼େ ହାହାକାର ସୃଷ୍ଟି ହୋଇଛି । ପାକିସ୍ତାନରେ ଗଭୀର ଆର୍ଥିକ ସଙ୍କଟ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର…

ପାକିସ୍ତାନରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା, ୨୨ ମୃତ

କରାଚି: ରବିବାର ପାକିସ୍ତାନରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ରାବଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ୍ ହୋଇଥିବା ବେଳେ ଏବେ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ହୋଇଛି । ୮୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଶହଜାଦପୁର ଓ ନବାବଶାହ ମଝିରେ ଥିବା ସହାରା…

ପାକିସ୍ତାନ ଉପକୂଳରେ ମାଡ଼ ହୋଇପାରେ ବାତ୍ୟା ‘ବିପର୍ଯ୍ୟୟ’

ନୂଆଦିଲ୍ଲୀ: ଆରବସାଗରରେ ଶକ୍ତିଶାଳୀ ହୋଇ ବାତ୍ୟା ‘ବିପର୍ଯ୍ୟୟ’ ଭୟଙ୍କର ବାତ୍ୟାରେ ପରିଣତ ହୋଇଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଭୟଙ୍କର ବାତ୍ୟା ‘ବିପର୍ଯ୍ୟୟ’ ଉତ୍ତର ଦିଗକୁ ଗତି କରୁଛି । ଏବେ ବାତ୍ୟା ‘ବିପର୍ଯ୍ୟୟ’ ମୁମ୍ବାଇ ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମରେ…

ଇମ୍ରାନ ଖାନଙ୍କୁ ସାମୟିକ ଆଶ୍ୱସ୍ତି, ଗିରଫ ନ କରି ଫେରିଲା ପୋଲିସ

ଇସଲାମବାଦ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଇମ୍ରାନଙ୍କୁ ଗିରଫ ନ କରିବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଲାହୋରର ଏକ କୋର୍ଟ । ପୋଲିସ ଇମ୍ରାନଙ୍କୁ ଗିରଫ କରିବା ଲାଗି ତାଙ୍କ ବାସଭବନକୁ ଘେରି ରହିଥିଲା । ଯାହା ପରେ ଲାହୋର…

ଇମ୍ରାନ ଖାନଙ୍କ ଗିରଫଦାରୀ ପୂର୍ବରୁ ପାକିସ୍ତାନରେ ହିଂସା

ଇସଲାମାବାଦ: କୌଣସି ବି ମୁହୂର୍ତ୍ତରେ ଗିରଫ ହୋଇ ପାରନ୍ତି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଯାହାକୁ ନେଇ ପାକିସ୍ତାନର ଅନେକ ସ୍ଥାନରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ପାକିସ୍ତାନ ଗଣମାଧ୍ୟମ ଅନୁସାରେ, ଇମ୍ରାନଙ୍କୁ ଗିରଫ ପାଇଁ ପୋଲିସ ତାଙ୍କ ବାସଭବନରେ ପହଞ୍ଚିଛି ।…

କରଜରେ ଡୁବି ଗଲାଣି ପାକିସ୍ତାନ, ଶ୍ରୀଲଙ୍କା ଭ‌ଳି ହେବା ପରିସ୍ଥିତି !

ପଡୋଶୀ ପାକିସ୍ତାନର ହାଲ୍ ଏବେ ଆହୁରି ବେହାଲ ! 20 ଲକ୍ଷ କୋଟିର ବୈଦେଶିକ ଋଣ, ଖରାପ ଅର୍ଥ ବ୍ୟବସ୍ଥା ଓ ରାଜନୈତିକ ଅସ୍ଥିରତା ଭିତରେ ପେଶି ହେଉଛନ୍ତି ପାକିସ୍ତାନର ବାସିନ୍ଦା. ଏସବୁ ଭିତରେ ଦେଶର ସ୍ଥିତି ସୁଧାରିବାକୁ ସାଧାରଣ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହା ସମ୍ଭବ ହେବ…

ଜାତିସଂଘରେ ପାକିସ୍ତାନକୁ ଭାରତର ମୁହଁତୋଡ ଜବାବ; ପାକ ମନ୍ତ୍ରୀଙ୍କ ପ୍ରଶ୍ନ ଉତ୍ତର ପାଇବାର ଯୋଗ୍ୟତା ରଖେନି

ନୂଆଦିଲ୍ଲୀ:ଜାତିସଂଘରେ ପୁଣି ଥରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି ଭାରତ । ମହିଳା, ଶାନ୍ତି ଏବଂ ସୁରକ୍ଷା ପ୍ରସଙ୍ଗରେ ଜାତିସଂଘର ସୁରକ୍ଷା ପରିଷଦରେ ଆଲୋଚନା ସମୟରେ ପାକିସ୍ତାନ  ବିଦେଶମନ୍ତ୍ରୀ ବିଲାବଲ ଭୁଟ୍ଟୋ ଜରଦାରୀ ଜମ୍ମୁକଶ୍ମୀର ପ୍ରସଙ୍ଗ ଉଠାଇଥିଲେ ।  ଜାତିସଂଘରେ ଭାରତର…