Latest Odisha News

BREAKING NEWS

Browsing Tag

paradeep

ପାରାଦୀପ ଇଣ୍ଡିଆନ୍ ଅଏଲ ଡିପୋରେ ଅଗ୍ନିକାଣ୍ଡ

ପାରାଦୀପ: ଇଣ୍ଡିଆନ୍ ଅଏଲ୍ ଡିପୋରେ ଅଗ୍ନିକାଣ୍ଡ । ତେବେ ନିଆଁକୁ ଆୟତ୍ତକରିବାରେ ସଫଳ ହୋଇଛି ଅଗ୍ନିଶମ ବିଭାଗ । ଆଜି ସକାଳୁ ପାରଦୀପ ସ୍ଥିତ ଇଣ୍ଡିଆନ୍ ଅଏଲ୍ ଡିପୋରେ ଟ୍ରେନ୍ ଷ୍ଟାର୍ଟ ହେବା ସମୟରେ ସ୍ପାର୍କିଂ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି…

ବିଭିନ୍ନ ଦାବି ନେଇ ଧାରଣାରେ ପଞ୍ଚାୟତବାସୀ

ପାରାଦୀପ : ବିଭିନ୍ନ ଦାବି ନେଇ କୁଜଙ୍ଗ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ତିନୋଟି ପଞ୍ଚାୟତର ଲୋକମାନେ । ଗତ ଲଘୁଚାପ ଜନୀତ ବର୍ଷାରେ କୁଜଙ୍ଗ ବ୍ଲକ ଗଣ୍ଡକୀପୁର ,କାଳିଆପାଟ୍ଟ ଓ ମଙ୍ଗଳରାଜପୁର ପଞ୍ଚାୟତର କିଛି ଗ୍ରାମ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତିା ଜଳ ନିଷ୍କାସନ…

ପାରାଦୀପର ସ୍ଥିତି ବେହାଲ , ବୁଡିଲା ତଳିଆ ଅଞ୍ଚଳ

ପାରାଦୀପ : ଲଗାଣ ବର୍ଷାରେ ପାରାଦୀପ ସ୍ଥିତି ବେହାଲ ହୋଇପଡ଼ିଛି । ତଳିଆ ଅଞ୍ଚଳ ଗୁଡିକରେ ଘର ଭିତର ପାଣି ଲହଡି ଭାଙ୍ଗୁଥିବା ଦେଖିବାକୁ ମିଳିଛି । ଆଉ କେତେକ ସ୍ଥାନରେ ରାସ୍ତା ଉପରେ ପାଣି ଜମିଛି । ଗତକାଲି ରାତିରୁ ବର୍ଷା ସାଙ୍ଗରେ ପବନ ବଢ଼ୁଥିବାରୁ କେତେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା…

ପାରାଦୀପରେ ଭାରତୀୟ ବନ୍ଦର ମଜଦୁର ସଂଘର ଦୁଇ ଦିନିଆ କର୍ମଶାଳା

ପାରାଦୀପ: ଭାରତୀୟ ବନ୍ଦର ମଜଦୁର ସଂଘର ଦୁଇଦିନିଆ କର୍ମଶାଳା ପାରାଦୀପଠାରେ ଉଦଘାଟିତ ହୋଇଯାଇଛି । ଭାରତର ବିଭିନ୍ନ ବନ୍ଦରରେ ଥିବା ଶ୍ରମିକ ସଂଗଠନର ମୁଖ୍ୟ ଏଥିରେ ଯୋଗ ଦେଇଛନ୍ତି । ଶ୍ରମିକମାନଙ୍କ ସ୍ୱାର୍ଥ ପାଇଁ ଶ୍ରମିକ ସଂଗଠନ ମାନେ ସବୁବେଳେ ପ୍ରୟାସ କରୁଛନ୍ତି । କିନ୍ତୁ ବନ୍ଦର ପ୍ରଶାସନ…

ଚମ୍ପଟ୍ ମାରିଲା ଚାଇନା କମ୍ପାନୀ, ଫସିଗଲେ ଆଇଓସିଏଲ୍ ଠିକାଦାର

ପାରାଦ୍ୱୀପ: ଏକ ଚାଇନା କମ୍ପାନୀ ପାଇଁ ଦ୍ୱନ୍ଦରେ ପଡିଛନ୍ତି ଆଇଓସିଏଲର ସବ୍‌-କଣ୍ଟ୍ରାକ୍ଟର । ବକୈୟା ୧୨ କୋଟିରୁ ଅଧିକ ଟଙ୍କା ଦାବିରେ ଆଇଓସିଏଲ ଗେଟ୍ ସାମ୍ନାରେ ଧାରଣା ଦେଇଛନ୍ତି । ତେବେ ଘଟଣା ପଛର ପ୍ରଛଦପଟ୍ଟ କାହାଣୀ ଯେତିକି ରହସ୍ୟମୟ ସେତିକି ସନ୍ଦେହଜନକ ମଧ୍ୟ । ଆଇଓସିଏଲର ପିପି…

ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟ୍ ଉଦ୍ୟମ, କଟିଗଲା ଆଙ୍ଗୁଠି

ପାରାଦୀପ: ରାତି ହେଲେ ଜମୁଛି ଅପରାଧିକ ଆଡ୍ଡା । ରାସ୍ତା ମଝିରେ ଗାଡ଼ି ରଖିଛନ୍ତି କରୁଛନ୍ତି ଲୁଟପାଟ୍ । ଚଣ୍ଡିଖୋଲ-ପାରାଦୀପ ରାସ୍ତାର କେନ୍ଦ୍ରାପଡ଼ା ଟିକରପଙ୍ଗାରେ ଦୁର୍ବୃତ୍ତ ଅଧରାତିରେ ଏମିତି ଆତଙ୍କରାଜ ଚଳାଇଛନ୍ତି । ଗତ ବିଳମ୍ବିତ ରାତିରେ ଟିକରପଙ୍ଗା ଠାରେ ୧ ଜଣ ଦୁର୍ବୃତ୍ତ ରାସ୍ତା…

ଚାରି ଦିନ ପରେ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ

ପାରାଦୀପ: ଚାରି ଦିନ ତଳେ ଭୋସକାଲିସ ପଏଣ୍ଟ ସମୁଦ୍ରରେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର । ୪ ଦିନ ପରେ ମିଳିଲା ମୃତଦେହ । ତାଙ୍କ ନାଁ ସିଦ୍ଧାନ୍ତ ପ୍ରଧାନ । ସାଉଥ ଗେଟ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ସମୁଦ୍ର କୂଳରେ ଖେଳୁଥିବା ବେଳେ ସମୁଦ୍ରରେ ସେ ଭାସି ଯାଇଥିଲେ ।

ପାରାଦୀପରେ ଦୁଇ ଦିନିଆ ମିଳିତ ସମରାଭ୍ୟାସ

ପାରାଦୀପ: ଆଜିଠାରୁ ପାରାଦୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ । ଚଳିତବର୍ଷ ସମରାଭ୍ୟାସ ନାଁ ‘ସାଗରକଚ ଓଡିଶା-ୱେଷ୍ଟବେଙ୍ଗଲ’ ରଖାଯାଇଛି ।ଏଥିରେ ସାମିଲ ହୋଇଛନ୍ତି ତଟରକ୍ଷୀ ବାହିନୀ, ନୌସେନା, ପାରାଦୀପ ପୋର୍ଟ,  ବନବିଭାଗ, ମତ୍ସ୍ୟ ବିଭାଗ, ଓଡିଶା ପୋଲିସ ସମେତ ୯ରୁ ଅଧିକ…

ଓଲଟି ପଡିଲା ମାଛ ବୋଝେଇ ଗାଡି: ସାହାଯ୍ୟ ବଦଳରେ ମନଇଚ୍ଛା ଲୁଟି ନେଲେ ଲୋକେ

ପାରାଦୀପ: ପାରାଦୀପ ମାଛଧରା ବନ୍ଦରରୁ ଦିଘା ଯାଉଥିବା ଏକ ପିକପ୍ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ରାସ୍ତା ମଝିରେ ବିଛାଡି ହୋଇ ପଡିଥିଲା ୪ ଲକ୍ଷ ଟଙ୍କାର ମାଛ। ମାତ୍ର ସାହାଯ୍ୟ ବଦଳରେ ଯିଏ ପାଇଲା ସେ ବୋହି ନେଇ ଚାଲିଲେ। ବାଟରେ ଯାଉଥିବା ଲୋକମାନେ ପଲିଥିନ୍ ଓ ବ୍ୟାଗରେ ଭର୍ତ୍ତି…

ପାରାଦୀପ ଆଇଓସିଏଲ ଚାରିପଟେ ଲାଗୁହେଲା ୧୪୪ ଧାରା

ପାରାଦୀପ: ପାରାଦୀପ ଆଇଓସିଏଲ ଚାରିପଟେ ଲାଗୁ ହୋଇଛି ୧୪୪ ଧାରା ଲାଗୁ କରାଯାଇଛି। ଏହାସହ ବଗଦିଆ ପଞ୍ଚାୟତ ଓ ଅଭୟଚାନ୍ଦପୁର ରେ ମଧ୍ୟ ଜିଲ୍ଳା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି। ମିଳିଥିବା ସୂଚନା ଅନ୍ୟସାରେ, ଆଇଓସିଏଲ ରେ କାମ କରୁଥିବା ଏଲ ଆଣ୍ଡ ଟି କମ୍ପାନୀ ର କର୍ମଚାରୀ…