Latest Odisha News

BREAKING NEWS

Browsing Tag

paradeep

ରେଲୱେ ରନିଙ୍ଗ ରୁମ କର୍ମଚାରୀ ମାନଙ୍କ ଶାନ୍ତିପୂର୍ଣ୍ଣ ଧାରଣା

ପାରାଦୀପ : ଠିକା ସଂସ୍ଥାର ମନମାନିରେ ଅସନ୍ତୁଷ୍ଟ ହୋଇ ରେଲୱେ ରନିଙ୍ଗ ରୁମରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି l ରେଲୱେ ରନିଙ୍ଗ ରୁମରେ କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗର କର୍ମଚାରୀ ମାନେ ଦୀର୍ଘ ୧୭ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି l ପୂର୍ବରୁ…

ପାରାଦୀପ ଗଣଦୁଷ୍କର୍ମ ପୀଡ଼ିତା ଗଡ଼କୁଜଙ୍ଗରୁ ଉଦ୍ଧାର

ପାରାଦୀପ: ପାରାଦୀପରେ ୧୭ ବର୍ଷୀୟା ନାବାଳିକା ଅପହରଣ ଓ ଗଣ ଦୁଷ୍କର୍ମ ମାମଲା ଦୈନିକ ନୂଆ ମୋଡ଼ ନେଉଛି । ଏହି ମାମଲାରେ ଅଭିଯୁକ୍ତ ଜଣକ ଗିରଫ ପରେ ପୀଡ଼ିତା ଶନିବାର ଠାରୁ ନିଖୋଜ ଥିଲେ। ସୋମବାର ସକାଳେ ପୀଡ଼ିତାଙ୍କୁ ଗଡ଼ କୁଜଙ୍ଗରୁ ଉଦ୍ଧାର କରାଯାଇଛି । ସୂଚନାନୁସାରେ,…

କମୁଛି ବନ୍ୟା ଜଳ, ବଢ଼ୁଛି ଦୁର୍ଦ୍ଦଶା

ପାରାଦୀପ: ବେଘର କରିଛି ଜଳ ପ୍ରଳୟ । ବନ୍ୟା ଉଜାଡ଼ି ଦେଇଛି ସବୁକିଛି । କିଏ ଛାତ ଉପରେ ରୋଷେଇ କରୁଛି ତ ଆଉ କିଏ ରାସ୍ତା ଉପରେ ପାଲ ଟାଣି ଘରର ସମସ୍ତ ଜିନିଷକୁ ଜଗି ରହିଛି । ମହାନଦୀରେ ବନ୍ୟା ଆସିବା ପରେ ଜଳରେ ବିତୁଛି ଜୀବନ । ଗାଁ ଦାଣ୍ଡରେ ଡଙ୍ଗା ଚାଲିଛି । ଲୋକଙ୍କ ଘର ଭିତରେ ପାଣି…

ପାରାଦୀପରେ ଇଲିସ ଅଭାବ; କୂଳକୁ ଆସୁନାହାନ୍ତି ମାଛ

ପାରାଦୀପ: ବର୍ଷା ହେଉଛି, ସମୁଦ୍ରରେ ପୂବେଇ ଓ ଉତ୍ତରା ପବନ ବହୁଛି। ହେଲେ ପାରାଦ୍ଵୀପକୁ ଆସୁନାହାନ୍ତି ଇଲିସି । ସୁଆଦିଆ ଇଲିସି ମାଛ ପାଇଁ ବାଧକ ସାଜୁଛି ଗୋଳିଆ ବଢ଼ି ପାଣି। କୂଳକୁ ଆସୁନାହାନ୍ତି ଇଲିସି ।  ଇଲିସି ଅଭାବ ଯୋଗୁଁ ବଜାରରେ ଦର ବି ଉଞ୍ଚା । ହତାଶ ହେଉଛନ୍ତି ଖାଉଟି। ମାଛ…

[ଦେଖନ୍ତୁ ଭିଡିଓ] ଜାପାନ ଟେକ୍ନୋଲୋଜିରେ ଜଙ୍ଗଲ ସୃଷ୍ଟି କରି ଗ୍ରାମବାସୀଙ୍କୁ ହସ୍ତାନ୍ତର କଲା IOCL

ପାରାଦୀପ: ଜାପାନ ଟେକ୍ନୋଲୋଜିରେ ଜଙ୍ଗଲ । ଶୀଘ୍ର ବଢ଼ିବ ଗଛ । ଆଇଓସିଏଲ୍ ପକ୍ଷରୁ ଜାପାନର ଉନ୍ନତ ପ୍ରଣାଳୀରେ ହଳଦିଆ-ବରଉଣୀରେ ବୃକ୍ଷ ରୋପଣ କରାଯାଇଛି । ଯାହାର ନାଁ ରହିଛି ମିଆୱକି ଫରେଷ୍ଟ । ଜାପାନ ଟେକ୍ନୋଲୋଜିରେ ଏଠାରେ ବୃକ୍ଷରୋପଣ କରାଯାଇଥିବା ବେଳେ ଗଛ ଗୁଡ଼ିକ ଖୁବଶୀଘ୍ର ବଢ଼ିବ । ଏକ…

[ଦେଖନ୍ତୁ ଭିଡିଓ] ରାହୁଲକୁ ମାରିଦେଲା କି ସାବତ ମାଆ ?

ପାରାଦୀପ: ୧୫ ବର୍ଷର ରାହୁଲ ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରାଯାଇଛି । ପ୍ରାଥମିକ ତଦନ୍ତରୁ ପୋଲିସ କିଛି ସ୍ପଷ୍ଟ କରିନଥିବା ବେଳେ ସନ୍ଦେହ ଘନେଇବାରେ ଲାଗିଛି । ସାବତ ମାଆ କୁନିଙ୍କ ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଝଗଡ଼ା ହୋଇଥିଲା । ଝଗଡ଼ା ପରେ ପୁଅ ଘର ଛାଡ଼ି ପଳାଇଥିଲା ।…

[ଦେଖନ୍ତୁ ଭିଡିଓ] ଜରାଶ୍ରମ ଅନ୍ତେବାସୀଙ୍କ ସହ ରଜ ପାଳିଲା ସପୋର୍ଟିଂ ଆଣ୍ଡ ହେଲ୍ପିଂ ଗ୍ରୁପ୍

ପାରାଦୀପ: ହାତରେ ମେହେନ୍ଦୀ, ମଥାରେ କୁକୁମ । ଜରାଶ୍ରମରେ ରଜ । ଏମାନଙ୍କ ପାଖରେ ନିଜର ପରିବାର ନାହିଁ ସତ କିନ୍ତୁ ୟେ ଜରାଶ୍ରମ ଏମାନଙ୍କ ଲାଗି ପରିବାର ଠୁ ବଡ଼ । ରଜକୁ ନେଇ ପୂରପଲ୍ଲୀ କମ୍ପୁଥିବା ବେଳେ ଜରାଶ୍ରମରେ ଫିକା ପଡ଼ିନି ମାହୋଲ୍ । ପରିବାର ଠାରୁ ଅଲଗା ଥିଲେ ବି ସେମାନେ ରଜ…

ପାରାଦୀପ ବନ୍ଦରରେ ୱେଷ୍ଟର୍ଣ୍ଣ ଡକ୍ ଏବଂ ହାର୍ବର ଅପଟିମାଇଜେସନ ହେବ

ଭୁବନେଶ୍ୱର: ପାରାଦୀପ ବନ୍ଦରକୁ ଦୀର୍ଘ ମିଆଦ ଉନ୍ନତି ସକାଶେ ତୀବ୍ର ନିର୍ଦ୍ଧିଷ୍ଟି ପୁଞ୍ଜି ନିବେଶର ଆବଶ୍ୟକତା ଅଛି । ଯାହା ଏହି ବନ୍ଦରକୁ ଏକ ମେଗା ବନ୍ଦରରେ ପରିଣତ କରିବ ଏବଂ ଅର୍ନ୍ତଜାତୀୟ ପଣ୍ୟ ପରିବହନ ମାତ୍ରା ବୃଦ୍ଧି କରିବ । ଏଥିପାଇଁ ପିପିପି ଢ଼ାଞ୍ଚାରେ ହାର୍ବର ର ଅପଟିମାଇଜେସନ ଓ…

କେନାଲରେ ପଡ଼ି ଦୁଇ ଶିଶୁ ମୃତ

ପାରାଦୀପ: କେନାଲରେ ପଡ଼ି ଦୁଇ ଶିଶୁଭଙ୍କର ମୃତ୍ୟୁ ହୋଇଛି । ପାରାଦୀପ ଅନ୍ତର୍ଗତ ଅଠରବାଙ୍ଗି ଲକପଡ଼ା ବସ୍ତିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ତାଳଦଣ୍ଡା କେନାଲରେ ପଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତକମାନ ହେଲେ ଲକପଡ଼ାର ନୃସିଂହ ମିସ୍ତ୍ରୀଙ୍କ ୪ ବର୍ଷର ପୁଅ ଜିତେନଦ୍ର ମିସ୍ତ୍ରୀ ଓ…

ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଡଙ୍ଗାବୁଡି, ୨ ନିଖୋଜ

ପାରାଦୀପ: ଓଲଟିପଡିଲା ମାଛଧରା ଡଙ୍ଗା । ପ୍ରଖର ସୁଅରେ ଭାସିଯାଉଥିଲେ ୭ ମତ୍ସ୍ୟଜୀବୀ । ସେମାନଙ୍କ ମଧ୍ୟରୁ ୫ଜଣ ଉଦ୍ଧାର ହୋଇଥିଲାବଳେ ଦୁଇଜଣ ଏବେ ବି ନିଖୋଜ ଅଛନ୍ତି । ପାରାଦୀପ ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଏପରି ଘଟଣାକୁ ନେଇ ସ୍ଥାନୀୟ ଅଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ଗତ…