Latest Odisha News

BREAKING NEWS

Browsing Tag

Pathaan

ବିବାଦ ମଧ୍ୟରେ ରିଲିଜ୍ ହେଲା ଫିଲ୍ମ ‘ପଠାନ୍‌’

ନୂଆଦିଲ୍ଲୀ : ୪ବର୍ଷ ପରେ ପ୍ରେକ୍ଷାଳୟକୁ ଫେରିଛନ୍ତି କିଙ୍ଗ ଖାନ୍ । ବିବାଦ ଭିତରେ ଆଜି ରିଲିଜ୍ ହୋଇଛି ବହୂ ପ୍ରତିକ୍ଷିତ ଫିଲ୍ମ ‘ପଠାନ’ । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ନାହିଁ ନଥିବା କ୍ରେଜ୍। ଲିଡ ରୋଲରେ ନଜର ଆସିଛନ୍ତି କିଙ୍ଗ ଖାନ୍ ଶାହରୁଖ ଓ ମସ୍ତାନୀ ଗର୍ଲ…

ଆଗୁଆ ଟିକେଟ ବୁକିଂରେ ୨୦ କୋଟି ଟପିଲା ଫିଲ୍ମ ‘ପଠାନ୍‌’ 

ମୁମ୍ବାଇ: ଆଗୁଆ ବୁକିଂରେ ରେକର୍ଡ ଭାଙ୍ଗିଲା ଫିଲ୍ମ ‘ପଠାନ୍‌’  । ରିଲିଜ ହେବାକୁ ଯାଉଛି ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଅପକମିଙ୍ଗ ଚଳଚ୍ଚିତ୍ର ‘ପଠାନ’ । ଯାହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଦର୍ଶକ  । ତେବେ ଏହି ଫିଲ୍ମ  ଆସନ୍ତା ୨୫ ତାରିଖରେ ରିଲିଜ୍‌ ହେବାକୁ ଥିବା ବେଳେ…

ଆଡଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗୁଛି ଶାହରୁଖଙ୍କ ‘ପଠାନ’

ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହରୁଖଙ୍କ ଜଲୱା ପୁଣି ଥରେ ଦେଖିବାକୁ ମିଳିଛି । ୪ ବର୍ଷ ପରେ ଶାହରୁଖ ବିଗ୍ ସ୍କ୍ରିନକୁ ଫେରୁଥିବା ବେଳେ ନୂଆ ରେକର୍ଡ ସୃଷ୍ଟି କରିଛି ଫିଲ୍ମ ‘ପଠାନ’ । ଶାହରୁଖ ଫିଲ୍ମ ‘ପଠାନ’ ଆସନ୍ତା ୨୫ ତାରିଖରେ ରିଲିଜ୍ ହେବ । ଯେଉଁଥି ପାଇଁ ଅନଲାଇନ୍ ଟିକେଟ୍ ବୁକିଂ…

‘ପଠାନ’ ଫିଲ୍ମରେ ଦୀପିକାଙ୍କ ନାରଙ୍ଗୀ ବିକିନିକୁ ବିରୋଧ, ମନ୍ତ୍ରୀ କହିଲେ ରିଲିଜ୍ ହେବାକୁ ଦେବୁନି…

ମୁମ୍ବାଇ: ରିଲିଜ୍ ପୂର୍ବରୁ ବିରୋଧ । ଦୀପିକା ପାଦୁକୋନଙ୍କ ବିକିନିକୁ ନେଇ ତେଜୁଛି ବିବାଦ । ଶାହରୁଖଙ୍କ ପ୍ରତୀକ୍ଷିତ ପଠାନ ଫିଲ୍ମକୁ ପ୍ରଶଂସକ ଅପେକ୍ଷା କରିଥିବା ବେଳେ ଫିଲ୍ମ ବିବାଦ ଘେରକୁ ଆସିଛି । ପଠାନ ଚଳଚ୍ଚିତ୍ରର ପ୍ରଥମ ଗୀତ ରିଲିଜ୍ ହେବା ମାତ୍ରେ ବିବାଦ ଆରମ୍ଭ ହୋଇଛି । ଲୋକେ…