Latest Odisha News

BREAKING NEWS

Browsing Tag

Petrol Diesel Prices Hiked

୧୩ ଦିନରେ ୮ ଟଙ୍କା ବଢ଼ିଛି ପେଟ୍ରୋଲ ଓ ଡିଜେଲ୍ ଦାମ୍

ନୂଆଦିଲ୍ଲୀ: ତୈଳ ଦରରେ ଲାଗୁନି ବ୍ରେକ୍ । ଲଗାତାର ବଢୁଛି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ । ଆଜି ପୁଣି ବଢ଼ିଛି । ଦିଲ୍ଲୀରେ ୮୦ ପଇସା ଲେଖାଏ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦାମ୍ । ଦିଲ୍ଲୀରେ ବର୍ଦ୍ଧିତ ଦର ପରେ ପେଟ୍ରୋଲ ଲିଟର ପ୍ରତି ଦାମ୍ ୧୦୩ ଟଙ୍କା ୪୧ ପଇସା ଓ ଡିଜେଲ୍ ଦାମ୍ ୯୪ଟଙ୍କା ୬୭…

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦାମରେ ଲାଗୁନି ବ୍ରେକ୍ । ଗତ ୮ ଦିନରେ କ୍ରମାଗତ ୭ ଥର ବଢ଼ିଲାଣି । ଆଜି ପୁଣି ଥରେ ବଢ଼ିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦାମ୍ ୮୫ ପଇସା ଓ ଡିଜେଲ୍ ଦାମ୍ ବଢ଼ିଛି ୭୪ ପଇସା । ବର୍ଦ୍ଧିତ ଦର ଅନୁସାରେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍ ଦାମ୍ ୧୦୭…

ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ: ଚାରି ଦିନରେ ତୃତୀୟ ଥର ତେଲ ଦର ବଢିଛି । ଆଜି ବିଭିନ୍ନ ସ୍ଥାନରେ ତେଲ ଦର ଭିନ୍ନ ଭିନ୍ନ ଭାବରେ ବଢିଛି । ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତ୍ୟେକ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି ।  ଭୁବନେଶ୍ୱରରେ ପେଟ୍ରୋଲ ୮୬ ପଇସା ଏବଂ ଡିଜେଲ ୮୫ ପଇସା…

ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଦୁଇ ଦିନ ତୈଳ ଦର ଅପରିବର୍ତ୍ତିତ ରହିବା ପରେ ବୁଧବାର ପୁଣି ମୂଲ୍ୟ ବୃଦ୍ଧି ପାଇଛି। ବୁଧବାର ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଏହାପରେ ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୭.୯୪…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢିଲା ତୈଳ ଦର। ଅନ୍ତର୍ଜାତୀୟ ତୈଳ ମୂଲ୍ୟରେ ବୃଦ୍ଧି କ୍ରମାଗତ ଚତୁର୍ଥ ଦିନ ହାର ବୃଦ୍ଧି ପାଇଥିବାରୁ ଅକ୍ଟୋବର ୯ରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସାରା ଦେଶରେ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ରାଷ୍ଟ୍ରାୟତ୍ତ ଇନ୍ଧନ ବ୍ୟବସାୟୀଙ୍କ ମୂଲ୍ୟ ବିଜ୍ଞପ୍ତି…

ଲଗାତାର ତୃତୀୟ ଦିନ ବୃଦ୍ଧି ପାଇଲା ତୈଳଦର, ରାଜ୍ୟର ୮ ଜିଲ୍ଲାରେ ୯୪ ଉପରେ ପେଟ୍ରୋଲ

ଭୁବନେଶ୍ୱର: ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶରେ ବିଧାନସଭା ନିର୍ବାଚନ ସରିବା କ୍ଷଣି ଲୋକଙ୍କ ଉପରେ ମହଙ୍ଗା ମାଡ଼ ଆରମ୍ଭ ହୋଇ ଯାଇଛି । ପେଟ୍ରୋଲ ଓ ଡିଜେଲର ଦାମ ଲଗାତାର ତୃତୀୟ ଦିନ ବୃଦ୍ଧି ପାଇଛି । ଆଜି ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୨୫ ପଇସା ଏବଂ ଡିଜେଲ ଦର ୩୦…