Latest Odisha News

BREAKING NEWS

Browsing Tag

Police DG

କୋରାପୁଟରେ ପୋଲିସ ଡିଜି, ମାଓ କାର୍ଯ୍ୟକଳାପର କଲେ ସମୀକ୍ଷା

କୋରାପୁଟ: ପୋଲିସ ଡିଜି ସୁନୀଲ ବଂଶଲ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ପୋଲିସ ଓ ବିଏସଏଫ୍ ସହ ଆଲୋଚନା କରିଛନ୍ତି । ଡିଜିପି ସୁନୀଲ ବଂଶଲଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, କନ୍ଧମାଳ ଏସପି ସୁଭେନ୍ଦୁ ପାତ୍ର, ଦକ୍ଷିଣ ପଶ୍ଚିମାଞ୍ଚଳ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ଡିଜିପି କହିଲେ ‘ଟିକେ ସମୟ ଲାଗିବ’

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ୬ ଦିନ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି । ଡିଜିପି ସୁନୀଲ ବଂଶଲ କହିଛନ୍ତି, ଘଟଣା ପରେ ତତକ୍ଷଣାତ୍ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସେଠି କ୍ୟାମ୍ପ କରି ତଦନ୍ତ…

ଗନ୍ଧମାର୍ଦ୍ଦନରେ ଏସଓଜି-ମାଓବାଦୀ ଗୁଳି ବିନିମୟ, ୨ ମାଓବାଦୀ ନିହତ

ବଲାଙ୍ଗିର: ଏନକାଉଣ୍ଟରରେ ଟଳିଲେ ୨ ମାଓବାଦୀ । ଗୁରୁବାର ବଲାଙ୍ଗିରର ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଜଣ ମହିଳା ମାଓବାଦୀ ନିହତ ହୋଇଛନ୍ତି । ଏନେଇ ପ୍ରେସମିଟରେ ବିସ୍ତୃତ ସୂଚନା ଦେଇଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଗୁଇନ୍ଦା…

ପେଶାଗତ ହୋଇ ତଦନ୍ତ କରିବାକୁ ଆଇପିଏସଙ୍କୁ ପରାମର୍ଶ ଦେଲେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର: ସୋସିଆଲ୍ ମିଡିଆ ସ୍ପିଡ୍ କର ତାଳ ଦେଇ କାମ କରିବାକୁ ପଡ଼ିବ । ସୋସିଆଲ ମିଡିଆରେ ତଥ୍ୟ, ଅଭିଯୋଗ ଓ ଗୁଜବ ଯେତେ ଶୀଘ୍ର ପ୍ରସାରିତ ହେଉଛି ପୋଲିସକୁ ସେହି ଅନୁସାରେ ତାଳ ଦେଇ କାମ କରିବାକୁ ପଡ଼ିବ । ଆଜି ୬୨ତମ ପୋଲିସ ସମ୍ମିଳନୀରେ ଏହି ଆହ୍ୱାନ ଦେଇଛନ୍ତି ପୋଲିସ ଡିଜି ଅଭୟ ।…

ତିର୍ତ୍ତୋଲ ଉପନିର୍ବାଚନରେ ପୋଲିସ ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି ଅଭୟ

ଜଗତସିଂହପୁର: ତିନି ଦିନ ପରେ ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ । ଆଜି ତିର୍ତ୍ତୋଲରେ ଭୋଟିଂ ନେଇ ପୋଲିସ ବ୍ୟବସ୍ଥା ଓ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ତିର୍ତ୍ତୋଲ ଉପନିର୍ବାଚନରେ ମୁତୟନ ହେବେ ୨୧ ପ୍ଲାଟୁନ୍ ପୋଲିସ ଫୋର୍ସ । ୧୫୦ରୁ ଅଧିକ ଅଫିସର…

ଯାଜପୁରରେ ପୋଲିସ ଡିଜି ଅଭୟ, ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା

ଯାଜପୁର: ପୋଲିସ ଡିଜି ଅଭୟ ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ଯାଇଛନ୍ତି । ପାଣିକୋଇଲି ପୋଲିସ ମୁଖ୍ୟାଳୟରେ ପହଞ୍ଚି ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତିର ସେ ସମୀକ୍ଷା କରିଛନ୍ତି । ଯାଜପୁର ଏସପି ଚରଣ ସିଂହ ମୀନାଙ୍କ ସହ ଆଲୋଚନା କରିଛନ୍ତି ପୋଲିସ ଡିଜି । ଏହାସହ ଜିଲ୍ଲାରେ କୋଭିଡ୍…

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜି ଅଭୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଡିଜିପି । ମାମଲାର ତଦନ୍ତ କରୁଛି ଜିଆଇପି । ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁକୁ ପାଖାପାଖି ମାସେ ହେଲାଣି ।…

କରୋନା ମୁକାବିଲା ପାଇଁ ଗଞ୍ଜାମ ଗଲେ ୪ ପୋଲିସ ଅଧିକାରୀ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ସାଂଘାତିକ ହେଉଛି । ଗତ ୪୮ ଘଣ୍ଟା ଭିତରେ ପ୍ରାୟ ୫ ଶହ ନୂଆ ଆକ୍ରାନ୍ତ ଚିହ୍ନଟ ହେଲେଣି । ମୁକାବିଲା ପାଇଁ ଗଞ୍ଜାମ ଯାଇଛନ୍ତି ଚାରି ଜଣ ପୋଲିସ ଅଧିକାରୀ । ଚାରି ଜଣ ଯୁବ ଡିଏସପିଙ୍କୁ ପଠାଯାଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି…