Latest Odisha News

BREAKING NEWS

Browsing Tag

puri

ପୁରୀ ମଙ୍ଗୁ ମଠ ଭଙ୍ଗାନଯାଉ, ନବୀନଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ/ଭୁବନେଶ୍ୱର: ପୁରୀକୁ ବିଶ୍ୱ ଐତିହ୍ୟରେ ରୂପାନ୍ତରିତ କରିବା ଲାଗି ସେଠାରେ ଥିବା ଅନେକ ପ୍ରାଚୀନ ମଠକୁ ଭଙ୍ଗା ଯାଉଥିବା ବେଳେ ମଙ୍ଗୁ ମଠକୁ ନଭାଙ୍ଗିବାକୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରେନ୍ଦ୍ର ସିଂହ । ଏପରିକି ମଠକୁ ଭାଙ୍ଗିବା…

ପୁରୀ ‘ବିଶ୍ୱ ଐତିହ୍ୟ ପ୍ରକଳ୍ପ’କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ; ୫ ଆଇଏଏସଙ୍କୁ ଦେଲେ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶାର ପ୍ରାଣକେନ୍ଦ୍ର ପୁରୀକୁ ବିଶ୍ୱ ଐତିହ୍ୟ ନଗରୀରେ ଭାବେ ଗଢି ତୋଳିବା ପାଇଁ ବିଶେଷ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ପୁରୀର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନେବା ସହ ଏହାକୁ ସୁଚାରୁରୂପେ ନିର୍ବାହ କରିବାକୁ ଆବଶ୍ୟକୀୟ ସହାୟତା ମଧ୍ୟ ଯୋଗାଇ ଦେଉଛନ୍ତି ।…

ଐତିହ୍ୟ ସୁରକ୍ଷା ଜୋନ୍, ରଘୁନନ୍ଦନ ଲାଇବ୍ରେରୀ ଓ ବାସଗୃହ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ପୁରୀ ବିଶ୍ୱ ଐତିହ୍ୟ ନଗରୀର ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଖୁବ୍ ଶୀଘ୍ର ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଅନ୍ୟ ପକ୍ଷରେ ଐତିହ୍ୟ ସୁରକ୍ଷା ଜୋନ୍, ରଘୁନନ୍ଦନ ଲାଇବ୍ରେରୀ ଓ ବାସଗୃହ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ…

ମଠ ଭାଙ୍ଗିବା ବନ୍ଦ କରିବା ନେଇ ସୁପ୍ରିମକୋର୍ଟଙ୍କୁ ଚିଠି ଲେଖିଲେ ମହନ୍ତ…

ପୁରୀ/ଭୁବନେଶ୍ୱର: ପୁରୀ ଜିଲ୍ଲା ପ୍ରଶାସନ ଜାରି ରଖିଛନ୍ତି ବଡ଼ଦାଣ୍ଡରେ ଉଚ୍ଛେଦ ପ୍ରକ୍ରିୟା । ପ୍ରଶାସନ ଏବଂ ୧୫ ଜଣିଆ ପ୍ରତିନିଧି କମିଟି ମଧ୍ୟରେ ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ବୈଠକ ଫଳପ୍ରଦ ନ’ହେବା ଫଳରେ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରଖିବାକୁ ପୁରୀରେ ଥିବା ବିଭିନ୍ନ ମହନ୍ତମାନେ…

ପୁରୀ ‘ବଡ ଆଖଡା ମଠ’ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ୫ଶହ ବର୍ଷ ପୁରୁଣା ବଡ ଆଖଡା ମଠକୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଘଟଣାସ୍ଥଳରେ ପ୍ରାୟ ୨୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ନେଇ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ବଡ ଆଖଡା…

ପୁରୀକୁ ‘ବିଶ୍ୱ ଐତିହ୍ୟ’ ସହରରେ ରୂପାନ୍ତରିତ କରିବା ଉପରେ କ’ଣ କହିଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ,…

ଭୁବନେଶ୍ୱର: ପୁରୀରେ ଭିତ୍ତିଭୂମିର ବିକାଶ ତଥା ପୁଷ୍କରିଣୀ ଗୁଡିକର ପୁନଃରୁଦ୍ଧାର ଲାଗି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କାର ପ୍ୟାକେଜ ଅର୍ଥରାଶି ଘୋଷଣା କରିଛନ୍ତି । https://youtu.be/zXZvDUno3i4 ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ପୁରୀ ଲାଗି ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀରେ ଭିତ୍ତିଭୂମିର ବିକାଶ ତଥା ପୁଷ୍କରିଣୀ ଗୁଡିକର ପୁନଃରୁଦ୍ଧାର ଲାଗି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କାର ପ୍ୟାକେଜ ଅର୍ଥରାଶି ଘୋଷଣା କରିଛନ୍ତି । ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ଏହି ଘୋଷଣା…

ଶ୍ରୀମନ୍ଦିର ଚାରିପାଖରୁ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ସୋମବାର ସକାଳୁ ଆରମ୍ଭ ହୋଇଯାଇଛି । ମିଳିଥିବା ସୂଚନାନୁଯାୟୀ ଶ୍ରୀମନ୍ଦିରର ମେଘନାଦ ପାଚେରୀକୁ ଲାଗିଥିବା ସରକାରୀ ତଥା କିଛି ଘରୋଇ ନିର୍ମାଣ ଗୁଡିକୁ ଆଜି ସକାଳ ପ୍ରାୟ ୬ଟାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ…

ପୁରୀ: ସିଦ୍ଧ ମହାବୀର ମନ୍ଦିରରୁ ଦୁର୍ବୃତ୍ତ ଲୁଟିଲେ ୩ ଲକ୍ଷରୁ ଅଧିକ ଟଙ୍କା

ପୁରୀ: ପୁରୀ ଜିଲ୍ଲା ତାଳବଣିଆ ଥାନା ଅନ୍ତର୍ଗତ ସିଦ୍ଧ ମହାବୀର ମନ୍ଦିରର ଦାନ ବାକ୍ସ ତଥା ହୁଣ୍ଡି ଭାଙ୍ଗି କେତେକ ଦୁର୍ବୃତ୍ତ ସୋମବାର ରାତିରେ ପାଖାପାଖି ୩ ଲକ୍ଷ ଟଙ୍କା ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ମନ୍ଦିରର ପୂଜକ ପୂଜା ନିମନ୍ତେ…

ପୁରୀରେ ଆରମ୍ଭ ହେଲା ବଡ଼ଦାଣ୍ଡ ମହୋତ୍ସବ

ପୁରୀ: କଥାରେ ଅଛି ଜଗନ୍ନାଥ ଧାମ ପୁରୀରେ ବାର ମାସରେ ତେର ପର୍ବ ପାଳନ ହୁଏ। ରଥଯାତ୍ରାକୁ ଦିନ କେତେଟା ନବିତୁଣୁ ପୁଣି ଉତ୍ସବ ମୁଖର ବଡ଼ଦାଣ୍ଡ । ପୁରୀରେ ଆଜି ଠାରୁ ଆରମ୍ଭ ହୋଇଛି ବଡ଼ଦାଣ୍ଡ ମହୋତ୍ସବ । ପୁରୀ ପ୍ରଶାସନ ଦ୍ୱାରା ଆୟୋଜିତ ହୋଇଥିବା ଏହି ମହୋତ୍ସବ ଏକ ସପ୍ତାହ ଧରି ଚାଲିବ ।…