Latest Odisha News

BREAKING NEWS

Browsing Tag

Putin

ଋୁଷ-ୟୁକ୍ରେନ ଯୁଦ୍ଧରେ ପୁଟିନ କେବେ ବି ଜିତିପାରିବେ ନାହିଁ: ବାଇଡେନ

ୱାଶିଂଟନ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା  ଯୁଦ୍ଧକୁ ଏକ ବର୍ଷ ବିତିଗଲାଣି । କୌଣସି ନିର୍ଣ୍ଣୟକ ସ୍ଥିତିରେ ନା ଋୁଷ ନା ୟୁକ୍ରେନ କେହି ପହଞ୍ଚି ପାରୁନାହାନ୍ତି । ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଏକ ବିସ୍ଫୋରକୂ ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି,…

ଡୁଗିନଙ୍କ ଚେତାବନୀ: ବିଶ୍ୱସମୂହ ପାଇଁ ୩ୟ ବିଶ୍ୱଯୁଦ୍ଧର ସଙ୍କେତ ନୁହେଁ ତ?

ମସ୍କୋ: ୟୁକ୍ରେନ ସହିତ ଯୁଦ୍ଧ ଜାରି ରଖିଥିବାବେଳେ ରୁଷ ପଟରୁ ଆଉ ଏକ ଚରମ ଚେତାବନୀ ସାରା ବିଶ୍ୱବାସୀଙ୍କୁ ଚକିତ କରିଛି । ‘ରୁଷ ଜିତିବ, ନୋଚେତ୍ ବିଶ୍ୱ ନାଶ ହେବ’; ଏପରି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ବ୍ରେନ ବୋଲାଉଥିବା ଆଲେକଜାଣ୍ଡାର ଡୁଗିନ୍ । ୧୦ ମାସ ହେଲାଣି…

ୟୁକ୍ରେନରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିପାରେ ଋଷ, ପୁଟିନ୍ ଥଟ୍ଟା କରୁ ନଥିବା କହିଲେ ବାଇଡେନ୍

ନୂଆଦିଲ୍ଲୀ: ଶୀତଳ ଯୁଦ୍ଧ ପରେ ପ୍ରଥମଥର ବିଶ୍ୱ ପରମାଣୁ ଯୁଦ୍ଧର ଦ୍ୱାର ଦେଶରେ ଛିଡ଼ା ହୋଇଛି । ଆଉ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସମସ୍ତଙ୍କ ଆଶଙ୍କା ବଢ଼ିବାରେ ଲାଗିଛି । ଏଭଳି ସ୍ଥଳେ ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍…

ଦେଶ ଛାଡ଼ି ପାରିବେନି ୧୮ରୁ ୬୫ ବର୍ଷର ନାଗରିକ, ବିମାନ ଟିକେଟ୍ ବିକ୍ରି ବନ୍ଦ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପାଶ୍ଚାତ୍ୟ ଦେଶ ଉପରେ ପରମାଣୁ ଆକ୍ରମଣ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ଧମକ ପରେ ଆଶଙ୍କାରେ ଋଷ ନାଗରିକ । ଋଷରୁ ବିଭିନ୍ନ ଦେଶକୁ ଯାଉଥିବା ବିମାନ ସବୁ ବୁକ୍ ହୋଇ ଯାଇଛି । ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧକୁ ୭ ମାସ ବିତିଥିବା ବେଳେ ଆହୁରି ରଜର୍ଭ ସୈନ୍ୟ ପଠାଇବା…

ପାଶ୍ଚାତ୍ୟ ଦେଶକୁ ପୁଟିନ୍ ଦେଲେ ପରମାଣୁ ଧମକ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ୭ ମାସ ବିତିଥିବା ବେଳେ ପୁଟିନ୍ ପୁଣି ଥରେ ଧମକ ଦେଇଛନ୍ତି । ୟୁକ୍ରେନକୁ ଅସ୍ତ୍ର କରି ଅନ୍ୟ ଦେଶ ବିଶେଷ କରି ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ଋଷକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି । ଋଷ ଏହାକୁ ବରଦାସ୍ତ କରିବ ନାହିଁ । ବରଂ କେହି ଆକ୍ରମଣ କଲେ ଋଷ ପାଖରେ…

ପୁଟିନଙ୍କୁ ମୋଦି କହିଲେ ‘‘ଆଜିର ସମୟ ଯୁଦ୍ଧ ପାଇଁ ନୁହେଁ’’

ସମରକନ୍ଦ: ବିଶ୍ବରେ ଯୁଦ୍ଧ ଜରୁରୀ ନୁହେଁ । ଶାନ୍ତି ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା ବେଳେ ଯୁଦ୍ଧ ପାଇଁ ଏବେ ସମୟ ନୁହେଁ ବୋଲି ସିଧା ସିଧା କହିଛନ୍ତି । ପୁଟିନଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି…

୧୦ଟି ସନ୍ତାନ ଜନ୍ମ କଲେ ପୁରସ୍କାର ଦେବେ ପୁଟିନ

ମସ୍କୋ: ଜନସଂଖ୍ୟାର ବିସ୍ପୋରଣ ବିଶ୍ବ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଜାତିସଂଘର ତଥ୍ୟରୁ ଜଣାପଡିଛି ଯେ ୨୦୨୦ ସୁଦ୍ଧା ବିଶ୍ବର ଜନସଂଖ୍ୟା ୭.୭ ବିଲିୟନ( ୭୭୫.୨୮ କୋଟିରୁ ଅଧିକ ) ଅତିକ୍ରମ କରିଛି। ୨୦୫୦ ବେଳକୁ ବିଶ୍ବର ଜନସଂଖ୍ୟା ପ୍ରାୟ ୯.୮ ବିଲିୟନ ହୋଇଯାଇଥିବ। ଜନସଂଖ୍ୟା ବୃଦ୍ଧି…

ପୁଟିନଙ୍କ ସହ ମୋଦୀ ଟେଲିଫୋନରେ କଥା ହେଲେ

ନୂଆଦିଲ୍ଲୀ:  ଋଷ ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି । ଉଭୟ ନେତା ରାଷ୍ଟ୍ରପତି ପୁଟିନଙ୍କ ଡିସେମ୍ବର, ୨୦୨୧ରେ ଭାରତ ଗସ୍ତ ବେଳେ ନିଆଯାଇଥିବା ନିଷ୍ପତ୍ତିଗୁଡିକର…

ପୁଟିନଙ୍କୁ କ୍ୟାନ୍ସର: ଜୀବନ ଆଉ ତିନି ବର୍ଷ

ଭୁବନେଶ୍ୱର: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାଂଘାତିକ କ୍ୟାନ୍ସର ରୋଗ ହୋଇଛି । ସେ ଆଉ ତିନି ବର୍ଷ ବଞ୍ଚିବେ । ଏକଥା ଡାକ୍ତର ତାଙ୍କୁ କହି ଦେଇଛନ୍ତି । ଏପରିକି ତାଙ୍କର ଦୃଷ୍ଟି ଶକ୍ତି ମଧ୍ୟ ଖରାପ ହୋଇଗଲାଣି । ସେ ଆଉ ଭଲ ଭାବରେ ଦେଖିପାରୁ ନାହାନ୍ତି । କୌଣସି ସାଧାରଣ…

ପୁଟିନଙ୍କୁ ହତ୍ୟା ଉଦ୍ୟମ ବିଫଳ; ପୂର୍ବରୁ ହୋଇଛି ୫ ଥର ଆକ୍ରମଣ

ଭୁବନେଶ୍ୱର: ହତ୍ୟାରୁ ବଞ୍ଚିଯାଇଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଋଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ବେଳେ ପୁଟିନଙ୍କ ଉପରକୁ ସାଂଘାତିକ ଆକ୍ରମଣ ହୋଇଥିଲା । ଲକ୍ଷ ନିକଟରୁ ଫେରିଆସଛି ମୃତ୍ୟୁ । କୋକେସସ ଗସ୍ତ ବେଳେ ପୁଟନିଙ୍କୁ ଟାର୍ଗେଟ କରାଯାଇଥିଲା । କିନ୍ତୁ ଗତ ୫ ଥର ଭଳି ଏଥର…