ଅସୁସ୍ଥ ପତ୍ନୀଙ୍କ ସେବା ପାଇଁ ଭିଆରଏସ୍ ନେଲେ, ଅବସର ଦିନ ଚାଲିଗଲା ଜୀବନ
ଜୟପୁର: ରାଜସ୍ଥାନର କୋଟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ସରକାରୀ କର୍ମଚାରୀ ଅସୁସ୍ଥ ପତ୍ନୀଙ୍କ ସେବା ପାଇଁ ଭିଆରଏସ୍ ନେଲେ କିନ୍ତୁ ଅବସର ଦିନ ଦୁନିଆରୁ ଅଲବିଦା କହିଗଲେ।
ସ୍ବେଚ୍ଛାକୃତ ଅବସର ଦିନ ସ୍ବାମୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଉଥିଲା। ଏହି ସମୟରେ ସେଠାରେ…