Latest Odisha News

BREAKING NEWS

Browsing Tag

Rajnath Singh

ଏଥର ଡରିବେ ଶତ୍ରୁ; ସର୍ଭେ ଜାହାଜ ‘ସନ୍ଧ୍ୟାକ୍’ ସାମିଲ ହେଲେ ଆହୁରି ସଶକ୍ତ ହେବ ଭାରତୀୟ ନୌସେନା

ବିଶାଖାପାଟଣା:ଡରରେ ଥରିବ ଶତ୍ରୁ। କାରଣ ଖୁବଶୀଘ୍ର ଭାରତୀୟ ନୌସେନାରେ ଶନିବାର ସର୍ଭେ ସିପ୍ 'ସନ୍ଧ୍ୟାକ୍' ସାମିଲ ହେବ। ଶନିବାର ଦିନ ବିଶାଖାପାଟଣା ନୌସେନା ଡକୟାର୍ଡରେ ଅନୁଷ୍ଠିତ ହେବାକୁ ଯାଉଛି କାର୍ଯ୍ୟକ୍ରମ। ଯେଉଁଠି ଏହି ଜାହାଜ କୁ ସାମିଲ୍ କରାଯିବ ନୌସେନାରେ। କାର୍ଯ୍ୟକ୍ରମରେ…

ଭିଏତନାମ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ରାଜନାଥ ସିଂହଙ୍କ ସାକ୍ଷାତ, ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଭାରତ ଏବଂ ଭିଏତନାମ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବା ପାଇଁ ସୋମବାର ରାଜଧାନୀ ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଏତନାମର ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଫାନ୍ ୱାନ୍ ଜିଆଙ୍ଗଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ଜରିଆରେ…

ବଢିଲା ନୌସେନାର ବଳ, ସାମିଲ ହେଲା ସ୍ୱଦେଶୀ ଇଏନଏସ୍ ମୋର୍ମୁଗାଓ

ନୂଆଦିଲ୍ଲୀ: ବଢିଲା ଭାରତୀୟ ନୌସେନାର ବଳ । ନୌସେନାରେ ସାମିଲ ହେଲା ସ୍ୱଦେଶୀ ଆଇଏନଏସ୍ ମୋର୍ମୁଗାଓ । ମୁମ୍ୱାଇରେ ଆଧୁନିକ ସେନ୍ସର ଓ ରାଡାର ସଂଯୁକ୍ତ ଯୁଦ୍ଧପୋତକୁ ନେଭିରେ ସାମିଲ ନେଇ ଆୟୋଜିତ ହୋଇଛି ବିରାଟ ଉତ୍ସବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହାକୁ ନେଭିରେ ସାମିଲ କରାଇଛନ୍ତି।…

ବାୟୁସେନାରେ ସାମିଲ୍ ହେଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହେଲିକପ୍ଟର ‘ପ୍ରଚଣ୍ଡ’

ନୂଆଦିଲ୍ଲୀ: ‘ପ୍ରଚଣ୍ଡ’ ଦେଖାଇବ ପରାକ୍ରମ । ରାଡାରକୁ ଦେବ ଚକମା । ବାୟୁସେନାରେ ସାମିଲ୍ ହୋଇଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର ‘ପ୍ରଚଣ୍ଡ’ । ଯୋଧପୁରରେ ବାୟୁସେନାରେ ‘ପ୍ରଚଣ୍ଡ’କୁ ସାମିଲ୍ କରାଯାଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଲାଇଟ୍ କମ୍ବାଟ୍…

ଅଗ୍ନିବୀରଙ୍କୁ ବଢ଼ିଆ ଅଫର: ମିଳିବ ୧୦% ସଂରକ୍ଷଣ

ନୂଆଦିଲ୍ଲୀ: ଅଗ୍ନିବୀରଙ୍କୁ ମିଳିବ ସଂରକ୍ଷଣ । ପ୍ରତିରକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଖାଲି ପଦବୀରେ ନିଯୁକ୍ତି ନିମନ୍ତେ ୧୦% ସଂରକ୍ଷଣ ମିଳିବ ସୁବିଧା  । ଏଭଳି  ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ  ରାଜନାଥ ସିଂ ମଞ୍ଜୁର କରିଛନ୍ତି । ଭାରତୀୟ ତଟରକ୍ଷୀ ବାହିନୀ, ପ୍ରତିରକ୍ଷା ବେସାମରିକ…

ରାଷ୍ଟ୍ରପତି ନିର୍ବାଚନ: ନବୀନଙ୍କ ସହ କଥା ହେଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଦିଲ୍ଲୀରେ ବିରୋଧୀ ଏକାଠି  ହେବା ପରେ ପରେ ଏନଡିଏ ଆରମ୍ଭ କରିଦେଇଛି ନିଜ ରଣନୀତି । ଏନଡିଏର ଅଂଶୀଦାର ନଥିବା ଦଳର ସୁପ୍ରିମୋଙ୍କୁ ଫୋନ୍ କରି ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବାକୁ ପ୍ରୟାସ ଆରମ୍ଭ କରିଛି ବିଜେପି । ଖବର ସରବରାହ…

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୋନା ପଜିଟିଭ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ "ମୁଁ କରୋନା ସଂକ୍ରମିତ ହୋଇଛି। ମୋର କରୋନା ଜନିତ ସାମାନ୍ୟ ଲକ୍ଷଣ ରହିଛି। ସେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିବା ମଧ୍ୟ କହିଛନ୍ତି।…

ଅବତରଣର ୭ ମିନିଟ ପୂର୍ବରୁ ଖସି ପଡିଲା ସିଡିଏସ୍ ରାଓ୍ୱତଙ୍କ ହେଲିକପ୍ଟର

ନୂଆଦିଲ୍ଲୀ: ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତଙ୍କ ହେଲିକପ୍ଟର ଅବତରଣ କରିବାର ୭ ମିନିଟ ପୂର୍ବରୁ ଦୁର୍ଘଟଣାର ଶିକାର ହେଲା । ମଧ୍ୟାହ୍ନ ୧୨ଟା ୧୫ ମିନିଟରେ ତାଙ୍କ ହେଲିକପ୍ଟର ଓ୍ୱେଲିଂଟନରେ ଅବତରଣ କରିବାର ଥିଲା । ତାର ୭ ମିନିଟ ପୂର୍ବରୁ ହେଲିକପ୍ଟର ସହ ସମ୍ପର୍କ ଛିନ୍ନ ହୋଇଥିଲା ।…

୩ ଦିନିଆ ଲଦାଖ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଦିନ ଲଦାଖ ଅଭିମୁଖେ ଗସ୍ତ କରିଛନ୍ତି। ସୂଚନା ଅନୁଯାୟୀ, ଏହି ଗସ୍ତ ସମୟରେ ସୀମା ସଡକ ସଂଗଠନ (BRO) ଦ୍ୱାରା ନିର୍ମିତ ଇନଫ୍ରାଷ୍ଟ୍ରକ୍ଚର ପ୍ରକଳ୍ପର ଉଦଘାଟନ କରିବେ। ଏଥିସହିତ ସ୍ଥାନୀୟ ଅଞ୍ଚଳରେ ନିୟୋଜିତ ସୈନ୍ୟମାନଙ୍କ ସହ ମଧ୍ୟ…

ପଶ୍ଚିମବଙ୍ଗରେ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ? ଏମିତି କହିଲେ ରାଜନାଥ…

ନୂଆଦିଲ୍ଲୀ: ପାଖେଇ ଆସୁଛି ନିର୍ବାଚନ, ଘନଉଛି ପଶ୍ଚିମବଙ୍ଗ ପ୍ରଚାର । ଆହତ ଅବସ୍ଥାରେ ପ୍ରଚାର କରି ଲୋକଙ୍କ ସହାନୁଭୂତି ଗୋଟାଇବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅନ୍ୟପଟେ ଟିଏମସି ଛାଡ଼ି ବିଜେପିର ମିଶିଥିବା ନେତାଙ୍କୁ ପ୍ରାର୍ଥୀ କରି ଏବଂ ଏବେ ସାଂସଦ ଥିବା…