Latest Odisha News

BREAKING NEWS

Browsing Tag

Rajnath Singh

ଲେହରେ ପହଞ୍ଚିଲେ ରାଜନାଥ ସିଂହ

ଦୁଇ ଦିନିଆ ଜମ୍ମୁ କଶ୍ମୀର ଓ ଲଦାଖ ଗସ୍ତରେ ଯାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆଜି ସକାଳୁ ସେ ଲେହରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ତାଙ୍କୁ ସେନାବାହିନୀ ପକ୍ଷରୁ ସ୍ୱାଗତ କରାଯାଇଥିଲା । ରାଜନାଥଙ୍କ ସହ ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତ ଓ ସ୍ଥଳସେନା ମୁଖ୍ୟ ଜେଲେରାଲ୍…

ଜମ୍ମୁ କଶ୍ମୀର ଓ ଲଦାଖର ଫରଓ୍ୱାର୍ଡ ଏରିଆ ଗସ୍ତ କରିବେ ରାଜନାଥ

ନୂଆଦିଲ୍ଲୀ: ଦୁଇ ଦିନିଆ ଜମ୍ମୁ କଶ୍ମୀର ଓ ଲଦାଖ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆସନ୍ତାକାଲି ଓ ୧୮ ତାରିଖରେ ଜମ୍ମୁ କଶ୍ମୀର ଓ ଲଦାଖର ଫରଓ୍ୱାର୍ଡ ଏରିଆ ପରିଦର୍ଶନ କରିବେ । ତାଙ୍କ ସହ ଯିବେ ସ୍ଥଳସେନା ମୁଖ୍ୟ ଏମ. ଏମ. ନର୍ଭାଣେ । ଇଷ୍ଟର୍ଣ୍ଣ ଲଦାଖଲରେ ସୁରକ୍ଷା…

ମୋଦୀଙ୍କ ପରେ ଲଦାଖ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଏବେ ଲଦାଖ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗଲ୍‌ୱାନ୍ ସଂଘର୍ଷ ପରେ ଭାରତ-ଚୀନ ମଧ୍ୟରେ ଏବେ ତିକ୍ତତା କମ ହେବା ସହ ଚୀନ ସେନା ପଛକୁ ଘୁଞ୍ଚିଛି । ତଥାପି ଚୀନର ପ୍ରତି ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ସେନା…

ସର୍ବଦଳୀୟ ବୈଠକ: ସବୁ ସ୍ଥିତିରେ ମୁକାବିଲା କରିବାକୁ ସେନା ପ୍ରସ୍ତୁତ

ନୂଆଦିଲ୍ଳୀ: ଯେକୌଣସି ପରିସ୍ଥିତିରେ ମଧ୍ୟ ମୁକାବିଲା କରିବାକୁ ସେନା ପ୍ରସ୍ତୁତ । ଆଜି ବସିଥିବା ସର୍ବଦଳୀୟ ବୈଠକରେ କିଛି ଏଭଳି ବୟାନ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭାରତୀ ଓ ଚୀନ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସେ ରାଜନୈତିକ…

କୋଭିଡ଼-19 ପରିସ୍ଥିତି ନେଇ ଜାପାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଟେଲିଫୋନ ଯୋଗେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଟାରୋ କୋନୋଙ୍କ ସହ କୋଭିଡ଼-୧୯ ମହାମାରୀ ସଂକ୍ରମଣ ସଂପର୍କରେ କଥାବାର୍ତ୍ତା ହୋଇଛନ୍ତି । ଉଭୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀ ବୈଶ୍ୱିକ ମହାମାରୀ କରୋନା ସଂକ୍ରମଣ ଏବଂ ଏହାର…

ଭାରତୀୟ ନୌସେନାରେ ସାମିଲ ହେଲା ‘ଆଇଏନଏସ୍ ଖଣ୍ଡେରି’

ନୂଆଦିଲ୍ଲୀ: ଦେଶର ନିଜସ୍ବ ଜ୍ଞାନକୌଶଳରେ 'ନିର୍ମିତ ଆଇଏନଏସ ଖଣ୍ଡେରି' ଶନିବାର ଦିନ ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତିରେ ଏହାକୁ ନୌସେନେରେ ସାମିଲ କରାଯାଇଥିବା ବେଳେ ଏନେଇ ଟ୍ବିଟ୍ କରିଛନ୍ତି ସେ।…

ଲଢୁଆ ବିମାନ ‘ତେଜସ’ରେ ଉଡିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ସ୍ଥିତ ‘ହାଲ୍’ ବିମାନ ବନ୍ଦରରୁ ଲଢୁଆ ବିମାନ ତେଜସରେ ଗୁରୁବାର ଦିନ ଉଡିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ନ୍ୟାସନାଲ୍ ଫ୍ଲାଇଟ୍ ଟେଷ୍ଟ ସେଣ୍ଟରର ପ୍ରୋଜେକ୍ଟ ଡାଇରେକ୍ଟର୍ (ଫ୍ଲାଇଟ୍ ଟେଷ୍ଟ) ଏୟାର ଭାଇସ୍ ମାର୍ସାଲ୍ ଏନ୍ ତିୱାରି ଏହି ବିମାନକୁ…

ଓଡିଶାରେ ରାଜନାଥ, ଦଳୀୟ ପ୍ରାର୍ଥୀଙ୍କ ଲାଗି କରିବେ ପ୍ରଚାର

ଭୁବନେଶ୍ୱର : ଓଡିଶାରେ ଏପ୍ରିଲ୍ ୨୯ ତାରିଖରେ ହେବାକୁ ଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଗୁରୁବାର ଦିନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ । ଗସ୍ତସୂଚୀ ଅନୁଯାୟୀ ସେ ସକାଳ ସାଢେ ୧୦ ସମୟରେ ଯାଜପୁର ଜିଲ୍ଲା…

ଏପ୍ରିଲ୍ ୨୩ରେ କେନ୍ଦ୍ରାପଡା ଓ ବାଲେଶ୍ୱରରେ ପ୍ରଚାର କରିବେ ମୋଦୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ମୋଦୀ ୨ ଦିନ ପୂର୍ବରୁ ଭୁବନେଶ୍ୱରରେ ରୋଡ ଶୋ’ କରିଥିବା ବେଳେ ଏପ୍ରିଲ୍ ୨୩ ତାରିଖରେ ପୁଣି ଓଡିଶା ଗସ୍ତରେ ଆସୁଛନ୍ତି । ଏନେଇ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ନାୟକ ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଏପ୍ରିଲ୍ ୨୩…