ଶ୍ରାବଣ ପୂର୍ଣ୍ଣିମା ଓ ରକ୍ଷାବନ୍ଧନ
ଲକ୍ଷ୍ମଣ ସାହୁ
ଶ୍ରାବଣ ପୂର୍ଣ୍ଣିମା ହେଉଛି ଶ୍ରାବଣ ଏବଂ ଭାଦ୍ରବ ମାସକୁ ସଂଯୁକ୍ତ କରୁଥିବା ଏକ ପବିତ୍ର ତିଥି । ଗୋସ୍ୱାମୀ ତୁଳସୀ ଦାସଙ୍କ ‘ରାମଚରିତମାନସ’ରେ, ଏହି ଦୁଇ ମାସ ହେଉଛି ‘ରାମ’ ନାମକ ଦୁଇଟି ଚରିତ୍ର, ଯାହା ଭକ୍ତମାନଙ୍କ ଜୀବନର ଆଧାର ଅଟେ । ଯାହା ବହୁ ଶତାବ୍ଦୀ ଧରି ଭାରତୀୟ…