Latest Odisha News

BREAKING NEWS

Browsing Tag

Ramsar Site

ରାମସାର ସାଇଟରେ ସାମିଲ ହେଲେ ଓଡ଼ିଶାର ତିନି ସ୍ଥାନ

ଭୁବନେଶ୍ୱର: ଓଡ଼ିଶାର ଆଉ ତିନୋଟି ବୃହତ ଜଳାଶୟ (ଓ୍ୱେଟଲ୍ୟାଣ୍ଡ) ରାମସାର ସାଇଟ ତାଲିକାରେ ଯୋଡ଼ି ହୋଇଛି । ସମ୍ବଲପୁରର ହୀରକୁଦ ଡ୍ୟାମ, ଗଞ୍ଜାମର ତାମ୍ପରା ହ୍ରଦ ଏବଂ କଟକର ବାଙ୍କୀ ସ୍ଥିତ ଅଂଶୁପା ହ୍ରଦକୁ ରାମସାର ସାଇଟରେ ଯୋଡ଼ା ଯାଇଛି । ଏନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ…