Latest Odisha News

BREAKING NEWS

Browsing Tag

Ranbir Kapoor

କାହିଁକି ଫ୍ୟାନଙ୍କ ଫୋନ ଫୋପାଡି ଦେଲେ ରଣବୀର? ସାମ୍ନାକୁ ଆସିଲା ସତ

ସୋସିଆଲ ମିଡିଆରେ ବଲିଉଡ ଆକ୍ଟର ରଣବୀର କପୁରଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓକୁ ନେଇ ବଲିଉଡ ଫ୍ୟାନଙ୍କ ଭିତରେ ଚାଲିଥିଲା ବେଶ ଚର୍ଚ୍ଚା  । ଅଭିନେତା ରଣବୀର କପୁର ଜଣେ ଫ୍ୟାନଙ୍କର ମୋବାଇଲ ମାଗି ନେଇ ଫିଙ୍ଗି ଦେଇଥିବା ଭିଡିଓରେ ଦେଖିବାକୁ ମିଳିଛି । ସେଲିବ୍ରିଟିଙ୍କର…

ଶିଶୁ କନ୍ୟାକୁ ଜନ୍ମ ଦେଲେ ଆଲିଆ

ମୁମ୍ଵାଇ: ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଆଲିଆ । ଶିଶୁ କନ୍ୟାର ପିତାମାତା ହୋଇଛନ୍ତି ରଣବୀର-ଆଲିଆ। ଏନେଇ ଆଲିଆ ଭଟ୍ଟ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। କିଛି ସମୟ ପୂର୍ବରୁ ଆଲିଆ ଭଟ୍ଟ ଇନଷ୍ଟାରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି…

‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରର ଓଡ଼ିଶା ଲିଙ୍କ୍, ଚର୍ଚ୍ଚାରେ ଯାଜପୁରର ପୁଅ ସୁବ୍ରତ

ଯାଜପୁର: ବଲିଉଡ୍ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସିନେମାରେ କାମ କରିଛନ୍ତି ଓଡ଼ିଆ ପୁଅ । ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରରେ ଭିଜୁଆଲ୍ ଇଫେକ୍ଟର ଭାବେ କାମ କରି ବେଶ ସୁନାମ ଅର୍ଜନ କରିଛନ୍ତି ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ସୁବ୍ରତ କୁମାର ପାଢ଼ୀ । ସୁବ୍ରତ ଆଇଟିଆଇ…

ବୟକଟ୍ ଭିତରେ ବ୍ରହ୍ମାସ୍ତ୍ର ହିଟ୍ ହେବ ନା ଫ୍ଲପ୍ ?

ମୁମ୍ବାଇ: ୨୦୨୨ର ସବୁଠୁ ବଡ଼ ଫିଲ୍ମ ବ୍ରହ୍ମାସ୍ତ୍ର ହିଟ୍ ହେବ ନା ଫ୍ଲପ୍ ? ବ୍ରହ୍ମାସ୍ତ୍ରକୁ ବୟକଟ୍ ଟ୍ରେଣ୍ଡ ଭିତରେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି । କିନ୍ତୁ ଏହାର ଜବାବ ଶୀଘ୍ର ହିଁ ମିଳିଯିବ । ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ବ୍ରହ୍ମାସ୍ତ୍ର ଆସନ୍ତା ୯…

ମାଆ ହେବାକୁ ଯାଉଛନ୍ତି ଆଲିଆ ଭଟ୍ଟ

ମୁମ୍ବାଇ: ଆଲିଆ ଦେଲେ ଖୁସି ଖବର । ବଲିଉଡର କ୍ୟୁଟ୍ ଅଭିନେତ୍ରୀ ଆଲିଆ ଭଟ୍ଟ ମାଆ ହେବାକୁ ଯାଉଛନ୍ତି । ଏନେଇ ସେ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି । ଲେଖିଛନ୍ତି ଘରକୁ ଆମ ବେବି ଶୀଘ୍ର ଆସୁଛି । ରଣବୀର ଓ ଆଲିଆ ଦୁଇରୁ ତିନି ହେବାକୁ ଯାଉଛନ୍ତି । ଆଲିଆଙ୍କ ଏହି…

ଆସୁଛି “ଆନିମଲ୍‌”, ଏକାଠି ଦେଖାଦେବେ ରଶ୍ମିକା ଓ ରଣବୀର କାପୁର

ମୁମ୍ବାଇ: ବଲିଉଡରେ ପୁଣି ଏକ ନୂଆ ପ୍ରୋଜେକ୍ଟ ନେଇ ଆସୁଛନ୍ତି ଅର୍ଜୁନ୍ ରେଡ୍ଡୀ ଫେମ୍ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା । ଏଥର ତାଙ୍କ ଫିଲ୍ମରେ ରଣବୀର କାପୁର, ଅନୀଲ କାପୁର ଓ ବବି ଦିଓଲ ମଧ୍ୟ ନଜର ଆସିବେ । ଫିଲ୍ମର ଟାଇଟଲ ଆନିମଲ୍ ରହିଥିବାବେଳେ ଷ୍ଟାରକାଷ୍ଟ ଲିଷ୍ଟରେ ଜଣେ ଚର୍ଚ୍ଚିତା…

[ଭିଡିଓ] ରଣବୀର କପୁର ଓ ଆଲିୟା ଭଟ୍ଟଙ୍କ ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର କପୁର ଓ ଆଲିୟା ଭଟ୍ଟ । ଦୁହେଁ ଦୁହିଁଙ୍କ ପ୍ରେମରେ ମସଗୁଲ ଥିଲାବେଳେ ଆସନ୍ତାବର୍ଷ ବିବାହ କରିବାକୁ ଯାଉଛନ୍ତି । ଅନେକ ସମୟରେ ଏହି ଦୁଇଜଣ ଏକାଠି ନଜର ଆସିଥାନ୍ତି । ତେବେ ନିକଟରେ ଏହି ପ୍ରେମୀ ଯୁଗଳଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍…

ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର- ଆଲିଆଙ୍କ ବିବାହ ସ୍ଥଗିତ । ଜାଣନ୍ତୁ କାରଣ?

ମୁମ୍ବାଇ: ଗତ କିଛି ବର୍ଷ ହେଲା ଡେଟିଂ କରିଆସୁଥିବା ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର କାପୁର ଓ ଆଲିଆ ଭଟ୍ଟ ଚଳିତ ବର୍ଷ ବିବାହ କରିବେ ନାହିଁ । ଆସନ୍ତା ଡିସେମ୍ବର ମାସରେ ସେମାନଙ୍କ ବିବାହ ହେବ ବୋଲି ସ୍ଥିର ହୋଇଥିବା ବେଳେ ଏହା ଏବେ ୨୦୨୧କୁ ଘୁଞ୍ଚିଥିବା ଜଣାପଡିଛି । କରୋନା ମହାମାରୀ ଓ…