Latest Odisha News

BREAKING NEWS

Browsing Tag

Ranendra Pratap Swain

ରାଜ୍ୟରେ ୯୭ଟି ଶୀତଳଭଣ୍ଡାର ଅଚଳ, ସଚଳ ୩୬ରୁ ସରକାରଙ୍କ ମାତ୍ର ୪

ଭୁବନେଶ୍ୱର: ବିଭିନ୍ନ ସମୟରେ ରାଜ୍ୟରେ ଶୀତଳ ଭଣ୍ଡାର ଅଭାବରୁ ଚାଷୀ ଉତ୍ପାଦିତ ଫସଲର ମୂଲ୍ୟ ପାଆନ୍ତି ନାହିଁ । କ୍ଷେତରେ କେବେ ଫସଲ ଷଢ଼ିଯାଏ ତ ଆଉ କେବେ ମୂଳ ତ ମୂଳ ଋଣ କରି ଆଣିଥିବା ସୁଧ ଟଙ୍କା ଚାଷୀଙ୍କୁ ମିଳେନି । ରାଜ୍ୟରେ ଥିବା ଶୀତଳ ଭଣ୍ଡାରର ସ୍ଥିତି ଓ ସରକାରଙ୍କ ଆଗାମୀ ଯୋଜନା ନେଇ…

ମୌସୁମୀ ବର୍ଷା ଓ ଚାଷକୁ ନେଇ କ’ଣ କହିଲେ କୃଷି ମନ୍ତ୍ରୀ ?

ଭୁବନେଶ୍ୱର: ରାଜ୍ୟର ସବୁ ଅଞ୍ଚଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ସହ ପାଖାପାଖି ୧୭.୩ ମିମି ବର୍ଷା ରେକର୍ଡ ହୋଇଛି । ଯାହା ଗତ ୨୪ ଘଣ୍ଟାର ସ୍ୱାଭାବିକ ବର୍ଷା ୯.୨ ମିମି ତୁଳନାରେ ୮୮% ଅଧିକ ରହିଛି । ଏବେ ବର୍ଷା ହେଉଥିବା ବେଳେ ଯଦି…

ସମସ୍ତ ପଞ୍ଜିକୃତ ଚାଷୀଙ୍କ ଠାରୁ ମାର୍ଚ୍ଚ ୩୧ ସୁଦ୍ଧା ଧାନ କିଣାଯିବ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ୬ ଦିନ ପରେ ଚାଲିଛି ଗୃହ ଆଲୋଚନା ହୋଇଛି । ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଧାନକିଣା ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ଗତବର୍ଷ ଅପେକ୍ଷା ୧୮ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଥିବା ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।…

ନଭେମ୍ବର ପହିଲାରୁ ଖରିଫ ଧାନ ସଂଗ୍ରହ

ଭୁବନେଶ୍ୱର: ନଭେମ୍ବର ପହିଲାରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ । ନଭେମ୍ବର ୧ରୁ ମାର୍ଚ୍ଚ ୩୧ ଯାଏଁ ୨୦୨୦-୨୧ ଖରିଫ ଧାନ ସଂଗ୍ରହ ହେବ । ଏନେଇ ଆଜି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ସବୁ ଜିଲ୍ଲାର…

ମାଗଣା ଟିକା ପ୍ରସଙ୍ଗ: ବିଜେପି ଓ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର: କରୋନା ଟିକା କିଣିବା ପାଇଁ ନିର୍ମାତାକାରୀ କମ୍ପାନୀ ସହ ରାଜିନାମା କରିଛନ୍ତି ଓଡ଼ିଶା ସରକାର । ଅଗ୍ରୀମ ୫ କୋଟି ଟଙ୍କା ଦିଆଯାଇଛି । ନିଜସ୍ୱ ଟଙ୍କାରେ ଭ୍ୟାକସିନ୍ କିଣିବେ ସରକାର । ଆଜି ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କରୋନା ଟିକାକୁ ନେଇ…

ପ୍ରତାପଙ୍କ ଟାର୍ଗେଟ୍‌ରେ ରଣେନ୍ଦ୍ର

ବାଲେଶ୍ୱର: ବାଲେଶ୍ୱର ପ୍ରଚାର ମଇଦାନରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗି । ବାଲେଶ୍ୱର ଉପନିର୍ବାଚନ ପ୍ରଚାର ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମନ୍ତବ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ବର୍ଷିଛନ୍ତି । ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ…

ଅଗଷ୍ଟ ମାସରେ ଚାଷୀଙ୍କୁ ମିଳିବ ଅଧିକ ୟୁରିଆ ସାର: ମନ୍ତ୍ରୀ

ଭୁବନେଶ୍ୱର: ଅଗଷ୍ଟ ମାସରେ ଖରିଫ ଚାଷ ନିମନ୍ତେ ଅଧିକ ୟୁରିଆ ସାର ଆବଶ୍ୟକ ପଡୁଥିବାରୁ ଅଧିକ ୟୁରିଆ ସାର ଯୋଗାଇବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେଉଛନ୍ତି । ଚଳିତବର୍ଷ ମାର୍କଫେଡ୍ ପକ୍ଷରୁ ଏଯାଏ ୩୦ଟି ଜିଲ୍ଲାର ୨୦୮୧ଟି ପ୍ୟାକସ ଏବଂ ଲ୍ୟାମ୍ପସକୁ ୧ ଲକ୍ଷ ୧୭ ହଜାର ୫୫୦ ମାଟ୍ରିକ ଟନ୍…

ଦରଦାମ୍ ଉପରେ ରହିବନି ନିୟନ୍ତ୍ରଣ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ୍ ପଡିଛି ଆଳୁ, ପିଆଜ, ଖାଇବା ତେଲ ଓ ତୈଳବୀତ ଶସ୍ୟ । ଗତକାଲି କେନ୍ଦ୍ର କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ତେବେ ଆଜି ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,…

ମାର୍ଚ୍ଚ ୩୧ ସୁଦ୍ଧା ମଣ୍ଡିରୁ ଧାନ ଉଠିବ: ମନ୍ତ୍ରୀ

ସମ୍ବଲପୁର: ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ମଣ୍ଡିରୁ ସମସ୍ତ ଧାନ ଉଠାଇବା ଲାଗି ଓଡିଶା ସରକାର ନିଷ୍ପତ୍ତି ନେଇଥିବା ନେଇ ରବିବାର ଦିନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ମିଲର୍ସମାନେ ଧାନ କ୍ରୟ କରିବାରେ ରୋକ ଲଗାଇପାରିବେ ନାହିଁ…