Latest Odisha News

BREAKING NEWS

Browsing Tag

Ratha Katha

ଶ୍ରୀମନ୍ଦିରରେ ଅନୁକୂଳ ହେବ ରଥ ନିର୍ମାଣ, ୨୧ ଦିନ ଚାପ ଖେଳିବେ ମହାପ୍ରଭୁ

ଆଜି ଶ୍ରୀମନ୍ଦିରରେ ୨ଟି ପର୍ବ ପାଳନ କରାଯିବ । ଗୋଟିଏ ରଥ କାଠ ଅନୁକୂଳ ହେବ ଓ ଅନ୍ୟଟି ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ଚାପ ଖେଳିବାର ପରମ୍ପରା ରହିଛି । ପବିତ୍ର ଅକ୍ଷୟ ତୃତୀୟା ଠାରୁ ମହାପ୍ରଭୁଙ୍କ ରଥ ନିର୍ମାଣ ଆରମ୍ଭ ହେବ । ବନଜାଗ ବିଧିରେ ପୂଜା କାର୍ଯ୍ୟ ସହ ସୁନା…

ରାମନବମୀରେ ମହାପ୍ରଭୁଙ୍କ ରଥକାଠ ଚିରଟ ଅନୁକୂଳ ପରମ୍ପରା

କଟକ : ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଜି ପବିତ୍ର ରାମନବମୀ ଥିବାରୁ ମହାପ୍ରଭୁଙ୍କ ରଥକାଠ ଚିରଟ ଅନୁକୂଳ କରାଯାଇଛି। କଟକ ଖପୁରିଆ ସ ମିଲ୍ ଠାରେ କାଠକୁ ଚିରଟ କରାଯାଇଛି। ଶ୍ରୀମନ୍ଦିରରୁ ଗାଡି ଯୋଗେ ଆଜ୍ଞାମାଳ ଅଣାଯାଇ ଏହି କରତକଳରେ କାଠକୁ ମେସିନ ସାହାଯ୍ୟରେ…

ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥକାଠ ପୂଜାର୍ଚ୍ଚନା

ପୁରୀ : ପବିତ୍ର ଶ୍ରୀପଞ୍ଚମୀ ତିଥି ଅବସରରେ ଆଗାମୀ ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥକାଠକୁ ପୂଜାର୍ଚ୍ଚନା କରାଯାଇଛି । ଏଥିପାଇଁ ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖରେ ରଖାଯାଇ ପୂଜା କରାଯାଇଛି । ପରମ୍ପରା…

୬ଷ୍ଠ ପର୍ଯ୍ୟାୟରେ ପୁରୀରେ ପହଞ୍ଚିଲା ‌ରଥ କାଠ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଷଷ୍ଠ ପର୍ଯ୍ୟାୟରେ ରଥକାଠ ପହଁଚିଛି। ସୂଚନା ଅନୁଯାୟୀ ବୌଦ୍ଧ ବନଖଣ୍ଡ ମାଧପୁର ବନାଞ୍ଚଳ ଆଡେଣୀଗଡ଼ ସେକ୍ସନରୁ ଆସିଛି ୧୦୦ଖଣ୍ଡ କାଠ। ଏଥିସହିତ ୪୦ ଫୁଟିଆ ୬୧ଖଣ୍ଡ ଧଉରା ଓ ୩୯ଖଣ୍ଡ ଅସନ କାଠ ଆସିଛି। ସେହିପରି ବୌଦ୍ଧ ଏବଂ ନୟାଗଡ…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ୫ମ ପର୍ଯ୍ୟାୟରେ ଆସିଲା ୧୨ଖଣ୍ଡ ଫାସୀ କାଠ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପଞ୍ଚମ ପର୍ଯ୍ୟାୟରେ ନୟାଗଡରୁ ୧୨ଖଣ୍ଡ ଫାସୀ କାଠ ଗୋଟିଏ ଟ୍ରକରେ ପୁରୀରେ ପହଁଚିଛି। ଏହି ଟ୍ରକକୁ ଶ୍ରୀ ନଅର ସମ୍ମୁଖରେ କାଢିଦିଆଯାଇଛି। ସୂଚନା ଅନୁଯାୟୀ ଏହି ଫାସୀ କାଠରେ ତିନିରଥ ଚକ ପାଇଁ ତୁମ ନିର୍ମାଣ କରାଯିବ। ତିନିରଥ ପାଇଁ ୪୨ଗୋଟି ଚକ…

ରଥଯାତ୍ରା ପ୍ରସ୍ତୁତି: ଶ୍ରୀକ୍ଷେତ୍ରରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ

ପୁରୀ: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଚାଲିଛି । ନୟାଗଡ ବନଖଣ୍ଡରୁ ଆଜି ତୃତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ ପହଞ୍ଚିଛି । ଏଥିରେ ମୋଟ୍ ୧୭ଖଣ୍ଡ ଅସନ ଓ ଧଉରା କାଠ ରହିଛି । ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ । ପୂର୍ବବର୍ଷର ୬୯ ଖଣ୍ଡ…

ରଥଯାତ୍ରା ପ୍ରସ୍ତୁତି: ନୟାଗଡ଼ ବନଖଣ୍ଡରୁ ପୁରୀ ଆସିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ । ନୟାଗଡ ବନଖଣ୍ଡରୁ ଗୋଟିଏ ରଥକାଠ ବୋଝେଇ ଟ୍ରକ ଆଜି ପୁରୀରେ ପହଞ୍ଚିଛି । ଏଥିରେ ମୋଟ୍ ୧୩ଟି ଫାସୀ କାଠ ରହିଛି । ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ । ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା…