Latest Odisha News
Browsing Tag

Rayagada

ଲାଲବାହିନୀର ଲଙ୍କାକାଣ୍ଡ: ଜାଳି ଦେଲେ ଠିକା କମ୍ପାନୀର ଗାଡ଼ି

ରାୟଗଡ଼ା: ଲାଲବାହିନୀର ଲଙ୍କାକାଣ୍ଡ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଗ୍ରାମରେ ହିଂସାକାଣ୍ଡ କରିଛନ୍ତି ମାଓବାଦୀ । ବୁଡାଗୁଡା ଗ୍ରାମରେ ଥିବା ଝଠଝଗଉ ନାମକ ଏକ ଠିକା କମ୍ପାନୀ କ୍ୟାମ୍ପରେ ବ୍ୟାପକ ପୋଡ଼ାଜଳା କରିଛନ୍ତି । ରାସ୍ତା ନିର୍ମାଣ ପାଇଁ ଥିବା ଗୋଟିଏ ଟ୍ରଲି ଓ…

ପାଇଖାନା ଟାଙ୍କି ସଫା କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ମୃତ

ରାୟଗଡ଼ା : ପାଇଖାନା ଟାଙ୍କି ସଫା କରିବା ହେଲା କାଳ। ନିମିଷକେ ଚାଲିଗଲା ଜୀବନ। ନିର୍ମାଣଧିନ କୋଠାର ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଟିକିରି କାଶୀପୁର ବ୍ଲକ ଶଙ୍କରଡା ପଞ୍ଚାୟତ ପଞ୍ଚାଳି ଗାଁ ରେ ଏପରି ଅଘଟଣ ଘଟିଛି।କାଶିପୁର ଏବଂ ରାୟଗଡ଼ା ଦମଦଳ ବାହିନୀ…

ଖଟିଆରେ ବୁହାହେଲେ ଗର୍ଭବତୀ, ରାସ୍ତାରେ ଜନ୍ମହେଲା ଶିଶୁପୁତ୍ର

ଋାୟଗଡ଼ା :  ଜନନୀ ଭୋଗୁଛି ଯନ୍ତ୍ରଣା । ରାସ୍ତା ନଥିବାରୁ ପହଁଚିପାରିଲାନି ୧୦୮ ଆମ୍ବୁଲାନ୍ସ ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତର ମହାପଙ୍ଗ ବ୍ଲକରେ…

ତଣ୍ଟି କାଟି ହତ୍ୟା, ଅଭିଯୁକ୍ତ ଫେରାର

ରାୟଗଡ଼ା : ରାୟଗଡ଼ା ରେ ଜଘଣ୍ୟ ହତ୍ୟାକାଣ୍ଡ । ରାୟଗଡ଼ା ଜିଲ୍ଲା ଆମ୍ବଡୋଳା ରଘୁବୀର ଗାଁ ରେ ଏପରି ଅଭାବନୀୟ ଘଟଣା ଘଟିଛି। ରଘୁବାରୀ ଗାଁ ର ଶିବ ଡଙ୍ଗରିଙ୍କୁ କେହି ଦୁର୍ବୁତ୍ତ ଏକ ଦୋକାନ ସମ୍ମୁଖରେ ବେକ କାଟି ହତ୍ୟା କରିଥିବା ଜଣାପଡ଼ିଛି । ହତ୍ୟା କାରି ଜଣକ ଫେରାର ହୋଇଯାଇଛି । ପରେ ଆମ୍ବଡୋଳା…

ରାୟଗଡାରେ ଡେଙ୍ଗୁ ଜ୍ୱର ଆତଙ୍କ, ଚିକିତ୍ସା ପାଇଁ ଆନ୍ଧ୍ର ଧାଉଁଛନ୍ତି ଲୋକେ

ରାୟଗଡା: କରୋନା ମହାମାରୀ ପରେ ଡେଙ୍ଗୁ ଜ୍ୱରକୁ ନେଇ ଚିନ୍ତାରେ ପଡିଛନ୍ତି ରାଜ୍ୟ ସରକାର । ଏହି ଧାରାରେ ଏବେ ରାୟଗଡା ଜିଲ୍ଲାର ବିଭିନ୍ନ ଅଂଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ଚିହ୍ନଟ ହେବାରେ ଲାଗିଛି । ଜିଲ୍ଲାର ଲେଲବାଡି ଗାଁରେ ଗତ ତିନିଦିନ ମଧ୍ୟରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରଦୀପ…

ଟ୍ରକ୍‌ ଚକା ତଳେ ଚାଲିଗଲା ଜୀବନ

ରାୟଗଡ଼ା : ଟ୍ରକ୍ ଚାପାରେ ଅକାଳରେ ଚାଲିଗଲା ଜଣଙ୍କ ଜୀବନ । ମୁନିଗୁଡା ପାଇକ ସାହିର ସୁବାସ ଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଟ୍ରକ୍ ଚାପାରେ ମୃତ୍ୟୁ ହୋଇଯାଇଛି । ସେ ତିନିକଣିଆ ଛକରେ ଯାଉଥିବା ସମୟରେ ପଛପଟୁ  ରାୟଗଡ଼ା ଅଭିମୁଖେ ଯାଉଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ…

ସ୍କୁଟି-ଟ୍ରାକ୍ଟର ଧକ୍କାରେ ଜଣେ ମୃତ, ଜଣେ ଆହତ

ରାୟଗଡ଼ା: ଖାଲଖମା ରାସ୍ତାରେ ଦୁର୍ଘଟଣା ନେଲା ଜଣଙ୍କର ଜୀବନ । ଆଉ ଜଣେ ଆହତ ହୋଇଛନ୍ତି । ୩୨୬ ନମ୍ବର ଜାତୀୟ ରାଜପଥର ରାୟଗଡ଼ା ସହରରେ ଥିବା ଫ୍ଲାଏଓଭର ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି । ସ୍କୁଟି ସହ ଟ୍ରାକ୍ଟରର ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଡି.ମୁନା (୪୫) ଓ…

ଲାଗିଲା ମାଓବାଦୀଙ୍କ ବ୍ୟାନର, ରାୟଗଡାରେ ସକ୍ରିୟ ହେଲା କି ଲାଲବାହିନୀ ?

ରାୟଗଡା: ପୁଣି ଉଡିଲା ଲାଲବାହିନୀର ଲାଲ ପତାକା । ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଶରଧାପୁର ଓ ଥୁଆପାଡି ରାସ୍ତାରେ ଲାଗିଲା ମାଓବାଦୀଙ୍କ ବ୍ୟାନର । ଏହି ବ୍ୟାନରରେ ସରକାର ବିରୋଧୀ ବିଭିନ୍ନ ସ୍ଲୋଗାନ ଓ ଦାବି ରହିଛି । ରାସ୍ତାରେ ଲାଗିଥିବା ବ୍ୟାନରରେ ବିଷମକଟକ ଡଙ୍ଗରରେ ଥିବା…

ତାତିଲେ ଆଦିବାସୀ: ଗୁଣପୁର ଉପଜିଲ୍ଲାପାଳଙ୍କ ଅଫିସରେ ଧସେଇ ପଶିଲେ

ରାୟଗଡା: ଜଳ, ଜମି, ଜଙ୍ଗଲ ସମସ୍ୟାର ସମାଧାନ ଓ ରାୟଗଡ଼ା ଜିଲ୍ଲା ଗୁଡାରିଠାରେ ପାଣିଡ଼ଙ୍ଗର ପ୍ରକଳ୍ପ ନିର୍ମାଣ ଭଳି ୧୪ ଦଫା ଦାବିରେ ତାତିଲେ ଆଦିବାସୀ । ପ୍ରତିବାଦରେ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଧସେଇ ପଶିଲେ ଆନ୍ଦୋଳନକାରୀ । ଆଜି ଶତାଧିକ ଆଦିବାସୀ ଗୁଣପୁର ନୂତନ…

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ରାୟଗଡ଼ା: ଗଞ୍ଜେଇ ଚୋରା ଚାଲଣ ବେଳେ ଧରିଲା ପୋଲିସ । ପାଟ୍ରୋଲିଂ ବେଳେ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ଅଞ୍ଚଳରୁ ଜବତ ହୋଇଛି ବସ୍ତା ବସ୍ତା ଗଞ୍ଜେଇ । ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ମୋଟ୍ ୧୧ଶହ ୮୦ କିଲୋଗ୍ରାମ୍ ଗଞ୍ଜେଇ ଜବତ ହୋଇଛି…