Latest Odisha News

BREAKING NEWS

Browsing Tag

russia

ବନ୍ଦ ହୋଇଗଲା ଭାରତ-ଋଷିଆ ବିମାନ ସେବା, ଋଷିଆ ଯିବାକୁ ଏୟାର ଇଣ୍ଡିଆର ନାହିଁ ଇନସ୍ୟୁରାନ୍ସ

ନୂଆଦିଲ୍ଲୀ: ବନ୍ଦ ହୋଇଗଲା ଭାରତ-ଋଷିଆ ବିମାନ ସେବା । ଏବେ ଭାରତରୁ ଋଷିଆ କିମ୍ବା ଋଷିଆରୁ ଭାରତ ବିମାନ ଆଉ ଚାଲିବନି । ପ୍ରତ୍ୟକ୍ଷ ଭାବେ ଏହି ଦୁଇ ଦେଶ ମଧ୍ୟରେ ଆଉ ବିମାନ ଚାଲିବନି । ଭାରତରୁ ଋଷିଆ ଏୟାର ଇଣ୍ଡିଆର ଗୋଟିଏ ବିମାନ ଚାଲୁଥିଲା । ଯାହା ସପ୍ତାହକୁ ଦୁଇ ଦିନ ଚଳାଚଳ କରିଥାଏ ।…

ୟୁକ୍ରେନରେ ମାନବୀୟ ସଙ୍କଟ ପାଇଁ ଋଷ ଦାୟୀ; ଭୋଟରୁ ଦୂରେଇ ରହିଲା ଭାରତ

ନୂଆଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧ ମାସେ ଟପିଲା । ମାସେ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ମାନବୀୟ ସଙ୍କଟ ଦେଖାଦେଇଛି । ଏପରି ଏକ ପ୍ରସ୍ତାବ ମିଳିତ ଜାତିସଂଘର ସାଧାରଣ ସଭାରେ ପାରିତ ହୋଇଛି। ଯେଉଁଥିରେ ୟୁକ୍ରେନର ମାନବିକ ସଙ୍କଟ ପାଇଁ ଋଷକୁ ଦାୟୀ କରାଯାଇଛି। ୧୪୦ଟି ଦେଶର ଭୋଟ୍…

ୟୁକ୍ରେନ ସହ ପୁଟିନ ଯୁଦ୍ଧ ଶେଷ କରିବାକୁ ଚାହୁଁ ନାହାନ୍ତି

କିଭ୍: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଶେଷ କରିବାକୁ ଚାହୁଁ ନାହାନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ ଏବଂ ଜର୍ମାନୀ ଚାନସେଲର ଓଲାଫ ସ୍କୋଲ୍ଜଙ୍କୁ ପୁଟିନ ଏପରି କହିଥିବା ସୂଚନା ରହିଛି । ଉଭୟ ଦେଶର ମୁଖିଆ ଯୁଦ୍ଧ ପ୍ରସଙ୍ଗରେ ପୁଟିନଙ୍କୁ…

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା, ତଦନ୍ତ କରିବ ଋଷ

ଭୁବନେଶ୍ୱର: ୟୁକ୍ରେନ ଉପରେ ଲଗାତାର ଆକ୍ରମଣ ଜାରି ରଖିଛି ଋଷ । ଗତ ମଙ୍ଗଳବାର ୟୁକ୍ରେନର ଦ୍ୱିତୀୟ ସର୍ବବୃହତ ସହର ଖାରଖିଭ ଉପରେ ହୋଇଥିଲା ମିସାଇଲ୍ ମାଡ଼ । ସ୍ଥାନୀୟ ନାଗରିକଙ୍କ ସମେତ ଜଣେ ଭାରତୀୟ ଛାତ୍ର ମଧ୍ୟ ଏଥିରେ ପ୍ରାଣ ହରାଇଥିଲେ । ଏହି ଘଟଣାକୁ ନେଇ ଶେଷରେ ମୁହଁ ଖୋଲିଛି…

ବ୍ରିଟେନର ଟିକା ବ୍ଲୁ ପ୍ରିଣ୍ଟ ଚୋରି କରି କରୋନା ଟିକା ତିଆରି କରିଛି ରୁଷ୍‌!

ନୂଆଦିଲ୍ଲୀ: ରୁଷିଆ ତାଙ୍କ ଗୁପ୍ତଚରମାନଙ୍କଠାରୁ ବ୍ରିଟେନ୍ ଦ୍ୱାରା ନିର୍ମିତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନା ଟୀକାର ବ୍ଲୁ ପ୍ରିଣ୍ଟ ଚୋରି କରିଛି ଏବଂ ଏହା ସାହାଯ୍ୟରେ ପ୍ରଥମ କୋଭିଡ୍ ଟିକା ତିଆରି କରିଥିବା ଅଭିଯୋଗ ହୋଇଛି। ସୁରକ୍ଷା ଏଜେନ୍ସି ବ୍ରିଟେନର ମନ୍ତ୍ରୀମାନଙ୍କୁ ଏହା…

ରୁଷିଆରେ ତାଲିବାନର ବଡ ଘୋଷଣା, ଆଫଗାନିସ୍ତାନର ୮୫ ପ୍ରତିଶତ ଆମ କବଜାରେ

କାବୁଲ: ଆମେରିକା ସେନା ଆଫଗାନିସ୍ତାନ ଛାଡିବା ତାଲିବାନଙ୍କ ଏକ ବଡ ବିଜୟ ଭାବେ ଘୋଷଣା କରାଯାଇଛି । ଦୀର୍ଘ ୨୦ ବର୍ଷ ଆମେରିକା ଏଠାରେ ଆତଙ୍କବାଦୀଙ୍କୁ ନିୟନ୍ତ୍ରଣ କରିବାକୁ ଚାହିଁଥିଲେ ସଫଳ ହୋଇ ନାହିଁ କହିଲେ ଭୁଲ ହେବନି । ଶୁକ୍ରବାର ରୁଷିଆର ଏହାର ପ୍ରମାଣ ମିଳିଛି । ମସ୍କୋରେ ଆୟୋଜିତ ଏକ…

କରୋନା କାଳରେ ବି ରୁଷ୍‌ ଯାଇ ନେଇପାରିବେ ସ୍ପୁଟ୍‌ନିକ ଭି ଟିକା

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ବିଶ୍ବ ପର୍ଯ୍ୟଟନ ଶିଳ୍ପକୁ ଅଧିକ କ୍ଷତି ସହିବାକୁ ପଡ଼ିଛି। କରୋନା ମଣିଷର ଜୀବନଶୈଳୀକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି। ସମ୍ପତି ଭ୍ରମଣ ଅନେକଙ୍କ ପାଇଁ ଏକ ସ୍ୱପ୍ନରେ ପରିଣତ ହୋଇଯାଇଛି। ତେବେ ଦୁବାଇର ଏକ ଟ୍ରାଭେଲ ଏଜେନ୍ସି ଦିଲ୍ଲୀରୁ ମସ୍କୋ…

ଅନ୍ତରୀକ୍ଷରେ ଫିଲ୍ମ ସୁଟିଂ କରିବ ଋଷିଆ

ଭୁବନେଶ୍ୱର: ଅବିଶ୍ୱାସ ଲାଗୁଥିଲେ ବି ସତ । ଅନ୍ତରୀକ୍ଷରେ ଫିଲ୍ମ ସୁଟିଂ କରିବ ଋଷିଆ । ଏଥିପାଇଁ ଜଣେ ଅଭିନେତ୍ରୀ ଓ ଜଣେ ନିର୍ଦ୍ଦେଶକଙ୍କୁ ଅକ୍ଟୋବର ମାସରେ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ୍‌କୁ(ଆଇଏସ୍‌ଏସ୍‌) ପଠାଯିବାର ଯୋଜନା ରହିଛି । ଚଳିତବର୍ଷ ଅକ୍ଟୋବର ୫ତାରିଖରେ ୩୬ ବର୍ଷୀୟ…

ଦ୍ୱାଦଶ ବ୍ରିକ୍ସ ସମ୍ମିଳନୀ: ମୁହାଁମୁହିଁ ହେବେ ମୋଦି-ଜିନପିଙ୍ଗ, ଫୋକସରେ ଏସବୁ ପ୍ରସଙ୍ଗ

ମସ୍କୋ: ଆଜି ଋଷିଆରେ ଅନୁଷ୍ଠିତ ହେବ ଦ୍ୱାଦଶ ବ୍ରିକ୍ସ ସମ୍ମିଳନୀ । ଭର୍ଚୁଆଲ୍ ମିଟିଂରେ ସାମିଲ ହେବେ ବ୍ରିକ୍ସ ରାଷ୍ଟ୍ର ବ୍ରାଜିଲ, ଋଷିଆ, ଭାରତ, ଚୀନ୍ ଓ ଦକ୍ଷିଣ କୋରିଆ ମୁଖ୍ୟ । ଏଥର ବିଷୟବସ୍ତୁ ରହିଛି ବିଶ୍ୱ ସ୍ଥରତା, ସୁରକ୍ଷା ସହଭାଗିତା ଓ ଅଭିନବ ବିକାଶ । ଋଷ୍ ରାଷ୍ଟ୍ରପତି…

[ଭାଇରାଲ୍ ଭିଡିଓ] ମହିଳାଙ୍କ ପେଟରୁ ବାହାରିଲା ୪ଫୁଟର ସାପ !

ଭୁବନେଶ୍ୱର: କଥାଟା ହଜମ ହେଉନଥିଲେ ବି ସତ । ଜଣେ ମହିଳାଙ୍କ ପାଟି ବାଟ ଦେଇ ପେଟରୁ ବାହାରିଲା ୪ଫୁଟ୍‌ର ସାପ । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ଡାକ୍ତରଙ୍କୁ ନାକେଦମ ହେବାକୁ ପଡିଥିଲା । ଭିଡିଓରେ ଡାକ୍ତରମାନେ ଜଣେ ମହିଳାଙ୍କ ପାଟିରୁ ଏକ ଟ୍ୟୁବ୍ ଜରିଆରେ ସାପ ବାହାର…