Latest Odisha News

BREAKING NEWS

Browsing Tag

russia

ପୁଟିନଙ୍କୁ କ୍ୟାନ୍ସର: ଜୀବନ ଆଉ ତିନି ବର୍ଷ

ଭୁବନେଶ୍ୱର: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାଂଘାତିକ କ୍ୟାନ୍ସର ରୋଗ ହୋଇଛି । ସେ ଆଉ ତିନି ବର୍ଷ ବଞ୍ଚିବେ । ଏକଥା ଡାକ୍ତର ତାଙ୍କୁ କହି ଦେଇଛନ୍ତି । ଏପରିକି ତାଙ୍କର ଦୃଷ୍ଟି ଶକ୍ତି ମଧ୍ୟ ଖରାପ ହୋଇଗଲାଣି । ସେ ଆଉ ଭଲ ଭାବରେ ଦେଖିପାରୁ ନାହାନ୍ତି । କୌଣସି ସାଧାରଣ…

ପୁଟିନଙ୍କୁ ହତ୍ୟା ଉଦ୍ୟମ ବିଫଳ; ପୂର୍ବରୁ ହୋଇଛି ୫ ଥର ଆକ୍ରମଣ

ଭୁବନେଶ୍ୱର: ହତ୍ୟାରୁ ବଞ୍ଚିଯାଇଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଋଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ବେଳେ ପୁଟିନଙ୍କ ଉପରକୁ ସାଂଘାତିକ ଆକ୍ରମଣ ହୋଇଥିଲା । ଲକ୍ଷ ନିକଟରୁ ଫେରିଆସଛି ମୃତ୍ୟୁ । କୋକେସସ ଗସ୍ତ ବେଳେ ପୁଟନିଙ୍କୁ ଟାର୍ଗେଟ କରାଯାଇଥିଲା । କିନ୍ତୁ ଗତ ୫ ଥର ଭଳି ଏଥର…

ରାଗରେ ଜଳୁଛି ରୁଷ୍: ଫିନଲାଣ୍ଡକୁ ବନ୍ଦ କଲା ଗ୍ୟାସ୍ ଯୋଗାଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖୁବଶୀଘ୍ର ନାଟୋରେ ମିଶିବେ ଫିନଲାଣ୍ଡ ଓ ସ୍ୱିଡେନ୍ । ନାଟୋ ସଦସ୍ୟତା ପାଇଁ ସେମାନେ ଆବେଦନ କରିଛନ୍ତି । ଫିନଲାଣ୍ଡ ଓ ସ୍ୱିଡେନ୍ ନାଟୋରେ ମିଶିବାକୁ ନିଷ୍ପତ୍ତି ନେଇଥିବାରୁ ରାଗରେ ତମତମ ହେଉଛି ରୁଷିଆ । ପୂର୍ବରୁ ଚେତାବନୀ ଦେଇ ଥିଲେ ବି ସେମାନେ ଡରି ନାହାନ୍ତି ।…

ଯୁଦ୍ଧ ପାଇଁ ଋଷିଆ ଛାଡୁଛି ମ୍ୟାଗଡୋନାଲ୍ଡସ

ଭୁବନେଶ୍ୱର: ଋଷିଆ ଛାଡ଼ିବ ମ୍ୟାଗଡୋନାଲ୍ଡସ! ୟୁକ୍ରେନ ସହ ଯୁଦ୍ଧ ପାଇଁ ବିଶ୍ୱର ଏହି ସର୍ବବୃହତ୍ ଫାଷ୍ଟଫୁଡ ବ୍ରାଣ୍ଡ ମସ୍କୋ ଛାଡ଼ିବାକୁ ଯାଉଛି । ଏଭଳି ଯୁଦ୍ଧ ପରିସ୍ଥିତିରେ ଲୋକଙ୍କୁ ତିନି ଦଶନ୍ଧିର ପ୍ରିୟ ଖାଦ୍ୟରୁ ବଞ୍ଚିତ କରିବାକୁ ବାଧ୍ୟ ହେଉଛି ବିଶ୍ୱର ଏକ ବୃହତ୍ ବର୍ଗର ଚେନ୍ ।…

ଭାରତ ନିରପେକ୍ଷ ହୋଇ ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିପାରିବନି

ଭୁବନେଶ୍ୱର: ଭାରତ ର ନିରପେକ୍ଷତା ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିଦେବନି । ଯେବେ ଠାରୁ ଯୁଦ୍ଧ ଆରମ୍ଭ ହେଲାଣି ଭାରତ ଶାନ୍ତି ପାଇଁ ଆହ୍ୱାନ କରୁଛି । ଆଉ ସମସ୍ତ କାର୍ୟ୍ୟାନୁଷ୍ଠାନରୁ ଦୂରେଇ ରହୁଛି । ଋଷିଆ କୁ ଯୁଦ୍ଧ ବିରତି କରିବାକୁ ଆହ୍ୱାନ କରୁଛି । ହେଲେ ତା ବିରୋଧରେ ଛିଡ଼ା ହେବାକୁ…

ଜାତିସଂଘ ମାନବାଧିକାର ପରିଷଦରୁ ନିଲମ୍ବିତ ହେଲା ଋଷିଆ, ଭାରତ ଦେଲାନି ଭୋଟ୍

ନୂଆଦିଲ୍ଲୀ: ଜାତିସଂଘ ମାନବାଧିକାର ପରିଷଦରୁ ନିଲମ୍ବିତ ହେଲା ଋଷିଆ । ଜେନେରାଲ ଆସେମ୍ବ୍ଲି ଋଷିଆ ବିପକ୍ଷରେ ଭୋଟ ଦେଇ ବିଦା କରିଛି । ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଜାତିସଂଘରେ ଋଷିଆକୁ ମାନବାଧିକାର ପରିଷଦକୁ ନିଲମ୍ବନ କରିବା ପାଇଁ ହୋଇଥିଲା ଭୋଟ୍ । ୯୩ଟି ଦେଶ ଋଷିଆ ବିପକ୍ଷରେ ଭୋଟ୍…

ଜାତିସଂଘ ମାନବାଧିକାର ପରିଷଦରୁ ଋଷିଆକୁ କାଢ଼ିବାକୁ ଜରୁରୀ ବୈଠକ

ନ୍ୟୁୟର୍କ: ଜାତିସଂଘ ମୁଖ୍ୟାଳୟରେ ବସିଛି ଜରୁରୀ ବୈଠକ । ଜାତିସଂଘ ମାନବାଧିକାର ପରିଷଦର ସଦସ୍ୟମାନେ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ଋଷିଆ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ଏହି ବୈଠକ ବସିଥିବା ଜଣାପଡ଼ିଛି । ମାନବାଧିକାର ପରିଷଦରୁ ଋଷିଆକୁ କାଢ଼ିବା ପାଇଁ ଏହି ଜରୁରୀ ବୈଠକ ବସିଛି । ଯାହା ଭୋଟ…

ବନ୍ଦ ହୋଇଗଲା ଭାରତ-ଋଷିଆ ବିମାନ ସେବା, ଋଷିଆ ଯିବାକୁ ଏୟାର ଇଣ୍ଡିଆର ନାହିଁ ଇନସ୍ୟୁରାନ୍ସ

ନୂଆଦିଲ୍ଲୀ: ବନ୍ଦ ହୋଇଗଲା ଭାରତ-ଋଷିଆ ବିମାନ ସେବା । ଏବେ ଭାରତରୁ ଋଷିଆ କିମ୍ବା ଋଷିଆରୁ ଭାରତ ବିମାନ ଆଉ ଚାଲିବନି । ପ୍ରତ୍ୟକ୍ଷ ଭାବେ ଏହି ଦୁଇ ଦେଶ ମଧ୍ୟରେ ଆଉ ବିମାନ ଚାଲିବନି । ଭାରତରୁ ଋଷିଆ ଏୟାର ଇଣ୍ଡିଆର ଗୋଟିଏ ବିମାନ ଚାଲୁଥିଲା । ଯାହା ସପ୍ତାହକୁ ଦୁଇ ଦିନ ଚଳାଚଳ କରିଥାଏ ।…

ୟୁକ୍ରେନରେ ମାନବୀୟ ସଙ୍କଟ ପାଇଁ ଋଷ ଦାୟୀ; ଭୋଟରୁ ଦୂରେଇ ରହିଲା ଭାରତ

ନୂଆଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧ ମାସେ ଟପିଲା । ମାସେ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ମାନବୀୟ ସଙ୍କଟ ଦେଖାଦେଇଛି । ଏପରି ଏକ ପ୍ରସ୍ତାବ ମିଳିତ ଜାତିସଂଘର ସାଧାରଣ ସଭାରେ ପାରିତ ହୋଇଛି। ଯେଉଁଥିରେ ୟୁକ୍ରେନର ମାନବିକ ସଙ୍କଟ ପାଇଁ ଋଷକୁ ଦାୟୀ କରାଯାଇଛି। ୧୪୦ଟି ଦେଶର ଭୋଟ୍…

ୟୁକ୍ରେନ ସହ ପୁଟିନ ଯୁଦ୍ଧ ଶେଷ କରିବାକୁ ଚାହୁଁ ନାହାନ୍ତି

କିଭ୍: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଶେଷ କରିବାକୁ ଚାହୁଁ ନାହାନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ ଏବଂ ଜର୍ମାନୀ ଚାନସେଲର ଓଲାଫ ସ୍କୋଲ୍ଜଙ୍କୁ ପୁଟିନ ଏପରି କହିଥିବା ସୂଚନା ରହିଛି । ଉଭୟ ଦେଶର ମୁଖିଆ ଯୁଦ୍ଧ ପ୍ରସଙ୍ଗରେ ପୁଟିନଙ୍କୁ…