କବିତା : କାଳିଆ ସାଆନ୍ତେ ହୋ
ଡମ୍ବରୁଧର ବେହେରା
କାଳିଆ ସାଆନ୍ତେ ଡାକନ୍ତି ସଭିଏଁ
ଧନୀ, ଦୀନ, ହିନ ଜନ
ଘୋଷ ଯାତରାରେ ଦେଖନ୍ତେ ତୁମ୍ଭଙ୍କୁ
ଫେଡି ଯେ ' ଦୁଇ ନୟନ।।
ହରିବୋଲ ହୁରି ହୁଳହୁଳି ଡାକେ
ହରି ଥା'ନ୍ତ ଭକ୍ତ ମନ
ହେ ଚକା ନୟନ କରୁଣା ସାଗର
କପାଳେ ଦେଇ ଚନ୍ଦନ ।।
ମନ କି ବଳୁନି ସୁନା ବେଶ ଲାଗି…