କବିତା : ଅଦିନ ମେଘ
ସୁପ୍ରିୟା ପଣ୍ଡା
ଅଦିନ ମେଘ ଟା ଖୁବ ସୁନ୍ଦର
ଖଣ୍ଡ ଖଣ୍ଡ ଭାସମାନ ରୂପ
ମନ ମତାଣିଆ କିଛି ଛବି
ରଙ୍ଗ ତୁଳି ହୀନ ଆକାଶର।
କିଏ ବା ଜାଣିପାରେ ଅବକାଶ
ହଠାତ କିଛି ର ଆଭାସ ରେ
ଟପ ଟପ ଶବ୍ଦ ର ବିନ୍ଦୁ
ଧରଣୀ ରାଣୀ ର…