ଗଳ୍ପ : ମୃତ ପ୍ରଜାପତି
ପ୍ରସେନଜିତ୍ ସେଠୀ
ପ୍ରଜାପତି ଦେଖିଲେ ଭାରି ଭଲ ଲାଗେ। ତାର ରଙ୍ଗୀନ ଦୁଇ ପଙ୍ଖରେ ଚିତ୍ର ବିଚିତ୍ର କାରିଗରୀ। ବିଧାତା କି ବିଚିତ୍ର ଭାବରେ ଗଢ଼ିଚି ଏଇ ଜୀବଟିକୁ। ରଙ୍ଗ ବେରଙ୍ଗର ଆଉ ଭିନ୍ନ ଭିନ୍ନ ଆକାରର ପ୍ରଜାପତିମାନେ ଯେତେବେଳେ ଧିର ଗତିରେ ଉଡ଼ିଯାଆନ୍ତି, ଯେ କେହି ବି ବିମୁଗ୍ଧ…