Latest Odisha News

BREAKING NEWS

Browsing Tag

sachin pilot

ରାହୁଲଙ୍କ ବାଟରେ ପାଇଲଟ କଣ୍ଟା !

ଭୁବନେଶ୍ୱର: ଗୋଷ୍ଠୀକନ୍ଦଳ ସବୁବେଳେ କଂଗ୍ରେସ ପାଇଁ କାଳ ସାଜିଆସିଛି। ଗୋଟିଏ ପଟେ ସାରା ଦେଶରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ସପକ୍ଷରେ ଗୋଟିଏ ବଡ଼ ରାଜନୈତିକ ବାତାବରଣ ତିଆରି ହୋଇଛି। ସେପଟେ କର୍ଣ୍ଣାଟକ ନିର୍ବାଚନରେ ବଡ଼ ସଫଳତା ପାଇଁ ଦଳ ଜୋରଦାର ଉଦ୍ୟମ ଜାରି ରଖିଛି। ଏଭଳି ସ୍ଥିତିରେ…

କଂଗ୍ରେସରେ ଅଧ୍ୟକ୍ଷ ପଦ ନିର୍ବାଚନ ପରେ ରାଜସ୍ଥାନ କଂଗ୍ରେସରେ ଭୂକମ୍ପ ଆଶଙ୍କା !

ନୂଆଦିଲ୍ଲୀ: ଆଜି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଦେଶର ସର୍ବ ପୂରାତନ ରାଜନୈତିକ ଦଳ କଂଗ୍ରେସରେ ଅଧ୍ୟକ୍ଷ ପଦ ପାଇଁ  ନିର୍ବାଚନ ହେବାକୁ ଯାଉଥିବାରୁ ଏହାକୁ ନେଇ ବର୍ତ୍ତମାନ ସବୁ ଆଡେ ଜୋରଦାର ଚର୍ଚ୍ଚା ହେବାକୁ  ଲାଗିଛି  । ଠିକ ଏହି ସମୟରେ ସବୁଠୁ ଅଧିକ…

ରାହୁଲ ଗାନ୍ଧୀ ଠିକ କହିଛନ୍ତି: ସଚିନ ପାଇଲଟ

ଜୟପୁର: ଖରାପ ଅର୍ଥନୀତିକୁ ନେଇ ମୋଦୀ ସରକାରଙ୍କୁ ରାହୁଲଙ୍କ ସମାଲୋଚନାକୁ ସମର୍ଥନ କରିଛନ୍ତି ଯୁବ ନେତା ସଚିନ ପାଇଲଟ । କଂଗ୍ରେସ ନେତା ସଚିନ ପାଇଲଟ କହିଛନ୍ତି ଯେ ପୂର୍ବତନ ଦଳର ମୁଖ୍ୟ ରାହୁଲ ଗାନ୍ଧୀ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ଯଥାର୍ଥ ଅଟେ । ଶିଳ୍ପଗୁଡିକ ବନ୍ଦ ଥିବାରୁ ଦେଶର…

ଆଜିଠୁ ରାଜସ୍ଥାନ ବିଧାନସଭା ଅଧିବେଶନ, ବିଜେପି ଆଣିବ ଅନାସ୍ଥା ପ୍ରସ୍ତାବ

ଜୟପୁର: ଆଜିଠୁ ରାଜସ୍ଥାନରେ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ । ତାପୂର୍ବରୁ ଘର ସଜାଡିକ ସାରିଛି କଂଗ୍ରେସ । ଏକ ହୋଇଛନ୍ତି ସଚିନ୍ ପାଇଲଟ୍ ଓ ଅଶୋକ ଗେହଲଟ କ୍ୟାମ୍ପ । ଆଜି କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାନସଭାରେ ଆସ୍ଥା…

ମାସେ ପରେ ଗେହଲଟ-ପାଇଲଟ କୋଳାକୋଳି

ଜୟପୁର: ପୁଣି କଂଗ୍ରେସ ଫ୍ଲାଇଟକୁ ଫେରିଲେ ପାଇଲଟ । ଗେହଲଟଙ୍କ ବିମାନରେ ବସିଲେ ସଚିନ । ଗେଟିଏ ମାସର ଟଣାଓଟରା ପରେ ଦଳକୁ ଫେରିଲେ ପ୍ରଦଶେ କଂଗ୍ରେସ କମିଟିର ରାଜ୍ୟ ସଭାପତି ରହିଥିବା ସଚିନ ପାଇଲଟ । ବାଦ ବିବାଦ, ମାତାନ୍ତର ଓ ଆରୋପ ପ୍ରତ୍ୟାରୋପ ଭୁଲି ହୋଇଛି ପାଇଲଟ ଓ ଗେହଲଟଙ୍କ ଭେଟ୍‌ଘାଟ…

କାଲି ନରମିଲେ, ଆଜି ଛାଡିଲେ ତେରଛା ବାଣ

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟରେ ପଡିବାକୁ ଯାଉଛି ପୂର୍ଣ୍ଣଛେଦ । ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ରାଜ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧାର ଶେଷ ହୋଇଛି । ଶେଷରେ ନରମିଛନ୍ତି ପାଇଳଟ । ପାଇଲଟଙ୍କ ଫ୍ଲାଇଟ ନେଇଛି ୟୁ-ଟର୍ଣ୍ଣ । କଂଗ୍ରେସକୁ ସଚ୍ଚିନ ପାଇଲଟ ଫେରିବାର…

ମୁଣ୍ଡ ପୂରାଇଲେ ରାହୁଲ-ପ୍ରିୟଙ୍କା, ମାନିଲେ ସଚିନ୍ ପାଇଟଲ୍

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୈତିକ ସଂକଟରେ ପଡ଼ିବ ଯବନିକା । ମାନିଗଲେ ସଚିନ ପାଇଲଟ୍ । ପୁରୁଣା ମାନ ଅଭିମାନ ଛାଡ଼ି କଂଗ୍ରେସ ହିତ ପାଇଁ କାମ କରିବାକୁ ସେ ପ୍ରତିଶ୍ରୁତିବଦ୍ଧ । ରାଜସ୍ଥାନରେ କଂଗ୍ରେସ ସରକାରର ସ୍ୱାର୍ଥ ଦିଗରେ କାମ କରିବେ । ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ…

ରାହୁଲ ଓ ପ୍ରୟଙ୍କାଙ୍କୁ ଭେଟିଲେ ସଚିନ, ହେବ ଘର ବାହୁଡା !

ନୂଆଦିଲ୍ଲୀ: ରାଜସ୍ଥାନ ସରକାର ଓ କଂଗ୍ରେସ ବିରୋଧରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚନ ପାଇଲଟ ବିଦ୍ରୋହ ଘୋଷଣା କରିବା ପରେ ସୃଷ୍ଟି ହୋଇଥିଲା ରାଜନୈତିକ ହଟଚମଟ । ତେବେ ଏଥିରେ ଖୁବ୍‌ଶୀଘ୍ର ପୂର୍ଣ୍ଣଛେଦ ପଡିପାରେ । ଏନେଇ ସମ୍ଭାବନା ସୃଷ୍ଟି ହୋଇଛି । ସଚିନ ପାଇଲଟ୍ ସୋମବାର ରାହୁଲ ଗାନ୍ଧୀ…

ରାଜସ୍ଥାନ କ୍ଷମତା ଲଢ଼େଇରେ ଆଜି ଚୁଡ଼ାନ୍ତ ରାୟ ଶୁଣାଇବେ ହାଇକୋର୍ଟ

ଜୟପୁର: ରାଜସ୍ଥାନରେ କାହାର ହେବ ଜିତାପଟ ? ପାଇଲଟ୍ ନା ଗେହଲଟ୍ କ୍ୟାମ୍ପ । କ୍ଷମତା ଲଢ଼େଇରେ ଆଜି ଚୁଡାନ୍ତ ରାୟ ଶୁଣାଇବେ ରାଜସ୍ଥାନ ହାଇକୋର୍ଟ । ସଚିନ ପାଇଲଟଙ୍କ ସମେତ କଂଗ୍ରେସର ୧୯ ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ରାୟ ଆସିବ । ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍…

ରାଜସ୍ଥାନ ରାଜନୀତି: ସଚିନଙ୍କୁ ସୁପ୍ରିମ ଆଶ୍ୱସ୍ତି

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିର ହାଇଡ୍ରାମା ଭିତରେ ସଚିନ ପାଇଲଟ ଓ ତାଙ୍କ ଟିମ୍‌ଙ୍କୁ ମିଳିଛି ଆଶ୍ୱସ୍ତି । ସୁପ୍ରିମକୋର୍ଟ ତାଙ୍କୁ ସାମୟିକ ଆଶ୍ୱସ୍ତି ଦେଇଛନ୍ତି । ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି  ।  ଅର୍ଥାତ ଶୁକ୍ରବାର ଦିନ ହାଇକୋର୍ଟ ନିଜ…