Latest Odisha News

BREAKING NEWS

Browsing Tag

Sachin tendulkar

କ୍ରିକେଟ୍ ଜଗତର ଭଗବାନ ସଚିନ୍ ତେନ୍ଦୁଲକର ଅଲ୍କାରାଜଙ୍କ ଖେଳକୁ ପ୍ରଶଂସା କରି କହିଲେ ଏମିତି

ନୁଆଦିଲ୍ଳୀ: ଗଡ୍ ଅଫ୍ ଦି କ୍ରିକେଟ୍ ଭାବରେ ଜଣାଶୁଣା ସଚିନ୍ ତେନ୍ଦୁଲକର ନୂତନ ୱିମ୍ବଲଡନ୍ ବିଜେତା କାର୍ଲୋସ୍ ଅଲ୍କାରାଜଙ୍କ ଖେଳକୁ ସାବାସି ଦେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ତେନ୍ଦୁଲକର ଅଲ୍କାରାଜଙ୍କୁ ବେଶ୍ ପ୍ରଶଂସା କରିବା ସହିତ ଶୁଭେଛା ଜଣାଇଥିଲେ ।…

ମାଷ୍ଟର ବ୍ଲାଷ୍ଟର ଅଫ ସ୍ପିନ ଖେଳିବା ବେଳେ ଅସୁବିଧାର ସମ୍ମୁଖୀନ ହୁଅନ୍ତି: ମୁରଲୀଧରନ

ନୂଆଦିଲ୍ଲୀ: ବିଶ୍ୱର ସଫଳ ବୋଲର ଶ୍ରୀଲଙ୍କାର ମୁଥୟା ମୁରଲୀଧରନଙ୍କ ମତରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅଫ ସ୍ପିନ ଖେଳିବା ବେଳେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ସଚିନ ଯେଉଁ ଭଳି ଢ଼ଙ୍ଗରେ ଲେଗ ସ୍ପିନକୁ ଖେଳନ୍ତ ସେ ଭଳି ଅଫ ସ୍ପିନ ବୋଲିଂରେ ଦେଖିବାକୁ ମିଳେ ନାହିଁ । ମୋ ବ୍ୟତୀତ…

୧୦ ବର୍ଷ ତଳେ ଆଜିର ଦିନରେ ଭାରତ ଜିତିଥିଲା ବିଶ୍ୱକପ୍

ମୁମ୍ବାଇ: ଦଶନ୍ଧି ତଳେ ଆଜିର ଦିନରେ ୨ ଏପ୍ରିଲ୍ ୨୦୧୧ରେ ଭାରତ ଦ୍ୱିତୀୟ ଥର ଲାଗି ବିଶ୍ୱକପ୍ ଜିତିଥିଲା । ୧୯୮୩ ପରେ ଦ୍ୱିତୀୟ ଥର ଲାଗି ଭାରତ ହୋଇଥିଲା ବିଶ୍ୱ ବିଜୟୀ । ଭାରତୀୟ ଟିମ୍ ଏହି ପୁରସ୍କାରକୁ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ସମର୍ପଣ କରିଥିଲା । ଭାରତର ଏହି…

ସଚିନ୍ ତେନ୍ଦୁଲକରଙ୍କୁ କରୋନା, ପୂରା ପରିବାରର ହେଲା କୋଭିଡ୍ ଟେଷ୍ଟ

ମୁମ୍ବାଇ: ମାଡ଼ି ଚାଲିଛି ମହାମାରୀ କରୋନା । କରୋନାର ଦ୍ୱିତୀୟ ଲହରୀରେ ଦେଶରେ ସବୁଠୁ ଅଧିକ ସଂକ୍ରମଣ ମାମଲା ମହାରାଷ୍ଟ୍ରରୁ ଆସୁଛି । ସେହି ମହାରାଷ୍ଟ୍ରରୁ ଆସିଛି ଆଉ ଏକ ବଡ଼ ଖବର । ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସେ…

ଏଣିକି ଆଗ୍ରହୀ ଯୁବକମାନଙ୍କୁ ଅନ୍‌ଲାଇନ୍‌ରେ କ୍ରିକେଟ ଶିଖାଇବେ ସଚିନ

ମୁମ୍ବାଇ: ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଲାଇଭ୍ ଇଣ୍ଟରାକ୍ଟିଭ୍ କ୍ଲାସ୍ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯାହା କ୍ରିକେଟ୍‌ ଏକାଡେମୀର ଶିକ୍ଷାର୍ଥୀମାନଙ୍କ ପାଇଁ ଉପଲବ୍ଧ ହେବ। କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ତେନ୍ଦୁଲକରଙ୍କ ସହ…

ସଚିନଙ୍କୁ ଶରଦ ପାଓ୍ଵାରଙ୍କ ଉପଦେଶ : ନିଜ କ୍ଷେତ୍ରଠୁ ଅଲଗା ବିଷୟରେ କହିବା ବେଳେ ସାବଧାନ ରୁହନ୍ତୁ

ମୁମ୍ବାଇ : କୃଷି ଆଇନ୍କୁ ପ୍ରତ୍ୟାହାର କରିବା ଦାବିରେ ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ଏହାକୁ ଦେଶରେ ମାହୋଲ ସରଗରମ ଥିବା ବେଳେ, ଚାଲିଛି ଟ୍ବିଟର ଓ୍ବାର । ଏହି ଟ୍ଵିଟ୍‌ ଓ୍ଵାରରେ କ୍ରିକେଟ୍‌ର ଏବଂ ଅଭିନେତା-ଅଭିନେତ୍ରୀ ମଧ୍ୟ ସାମିଲ ହୋଇଛନ୍ତି। ତେବେ ଚାଷୀ ଆନ୍ଦୋଳନକୁ ସଚିନ…

ବିଦେଶୀଙ୍କ ଟ୍ବିଟ୍‌ର ଜବାବ ଦେଲେ ତେନ୍ଦୁଲକର, କହିଲେ ଦେଶର ସାର୍ବଭୌମତ୍ବରେ କରାଯିବନି ସାଲିସ

ନୂଆଦିଲ୍ଲୀ : ଦେଶରେ ଜାରି ରହିଥିବା କୃଷକ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି ଅନ୍ତର୍ଜାତୀୟ ସେଲିବ୍ରିଟି । କୃଷକ ଆନ୍ଦୋଳନକୁ ନେଇ ପପ୍‌ ଷ୍ଟାର ରିହାନା ଟ୍ବିଟ୍‌ କରିବା ପରେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ଭାରତର ସମସ୍ତ ସେଲିବ୍ରିଟି । ଏହାରି ଭିତରେ ଭାରତର ପୂର୍ବତନ କ୍ରିକେଟର…

ବିରାଟ କୋହଲି ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ୧୭ ବର୍ଷ ପୁରୁଣା ରେକର୍ଡ

କାନବେରା(ଅଷ୍ଟ୍ରେଲିଆ): ଦିନିକିଆରେ ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ । ଦ୍ରୁତ ୧୨ ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି । ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ପାର କରିଛନ୍ତି ବିରାଟ କୋହଲି । ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ ସେ ଦ୍ରୁତ ୧୨ ହଜାର ରନ୍ କରିବା ସହ ସଚିନଙ୍କ ରେକର୍ଡକୁ…

ଷ୍ଟିଭ୍ ସ୍ମିଥଙ୍କୁ କେମିତି କରିବେ ଆଉଟ୍ ? ସଚିନ୍ ଦେଲେ ଗୁରୁମନ୍ତ୍ର

ନୂଆଦିଲ୍ଲୀ: ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପୂର୍ବରୁ ମହାନ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ବୋଲରଙ୍କୁ ଗୁରୁମନ୍ତ୍ର । ଷ୍ଟିଭ୍ ସ୍ମିଥଙ୍କୁ କିପରି ଆଉଟ କରିବେ ସେନେଇ ଟିପ୍ସ ଦେଇଛନ୍ତି ସଚିନ । ପାରମ୍ପରିକ ବଲିଂ ଶୈଳୀଠାରୁ ଅଲଗା ବୋଲିଂ କରିବାକୁ ପଡ଼ିବ । ବ୍ୟାଟ୍ସମ୍ୟାନଙ୍କୁ ପଞ୍ଚମ…

୩୧ ବର୍ଷ ପୂର୍ବେ ଆଜିର ଦିନରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଏହି ଦିନ ଅର୍ଥାତ୍ ୧୫ ନଭେମ୍ବର ୧୯୮୯ରେ ଅନ୍ତର୍ଜାତୀୟ କ୍ରିକେଟ୍ ରେ ଡେବ୍ୟୁ କରିଥିଲେ। ସେ ନିଜ ବ୍ୟାଟିଂ ସହ ଅନେକ ଲୋକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥିଲେ। ୧୬ ବର୍ଷ ବୟସରେ, ସଚିନ୍ କରାଚିସ୍ଥିତ ଜାତୀୟ ଷ୍ଟାଡିୟମରେ…