Latest Odisha News

BREAKING NEWS

Browsing Tag

Seized

ଚାନ୍ଦବାଲିରୁୁ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଧଳା ଜହର ଜବତ

ଭଦ୍ରକ: ଚାନ୍ଦବାଲି ରୋଡରୁ ଆଜି ଏସଟିଏଫ୍ ପ୍ରାୟ ୧ କିଲୋ ୧୪୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଯ।।ହାର ଆନୁମାନିକ ମୂଲ୍ୟ ଏକ କୋଟି ୧୪ ଲକ୍ଷ ଟଙ୍କା ହେବ । ଏଥି ସହ ଜଣେ ଅଭିଯୁକ୍ତ ମୀର୍ ମିନାଜକୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ମୀର୍ ଦୀର୍ଘ ଦିନ ହେବ ଚାନ୍ଦବାଲି ଅଂଚଳରେ…

ବାଲିପାଟଣାରୁ ଗୋ ମାଂସ ଜବତ

ଭୁବନେଶ୍ୱର : ବାଲିପାଟଣା ଥାନା ସାହେବନଗର ଗାଁରୁ ବିପୁଳ ପରିମାଣର ଗୋ ମାଂସ ଜବତ ହୋଇଛି। ଏହି ମାଂସ ବାହାରକୁ ପଠାଇବା ପାଇଁ ପ୍ୟାକିଂ କରି ରଖାଯାଇଥିଲା । ଗାଡିରେ ଏହା ରଖାଯାଉଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଣଙ୍କୁ ଅଟକ ରଖିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲା ଫିରୋଜ ଅଲ୍ଲୀ ଖାନ…

ଲକ୍ଷାଧିକ ଟଙ୍କାର କାଠ ଜବତ 

ଆଠଗଡ଼ : ଚୋରା କାରବାରର ପର୍ଦ୍ଦାଫାସ । ଗତ ଦୁଇ ବର୍ଷ ଧରି ଚାଲିଥିବା ଚୋରା କାଠ ବେପାର ପର୍ଦ୍ଦାଫାସ କରିଛି ଆଠଗଡ଼ ବନ ବିଭାଗ ।  ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ଼ ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ବଡମ୍ବା ରେଞ୍ଜ ସାନବାରସିଙ୍ଗହ ଗାଁରେ ଚଢାଉ କରିଥିଲା ବନ ବିଭାଗ । ଚଢାଉରେ ଲକ୍ଷାଧିକ…

ପୁରୀରୁ ୧୧ ଗ୍ରାମର ବ୍ରାଉନସୁଗାର ଜବତ

ନିମାପଡା: ପୁରୀ ଜିଲ୍ଲା ନିମାପଡା ଥାନା ପୋଲିସ ପକ୍ଷରୁ ୧୧ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ସ୍ଥାନୀୟ ଧନୁଆଁ ବ୍ରିଜ଼ ନିକଟରେ ପୋଲିସ ଚଢ଼ାଉ କରିବା ସହ ପାଞ୍ଚ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ଏଥିସହିତ ସେମାନଙ୍କ ନିକଟରୁ ପାଖାପାଖି ୧୧ ଗ୍ରାମର…

ପୁରୀରୁ ୧୪ ଗ୍ରାମର ବ୍ରାଉନ ସୁଗାର ଜବତ

ପୁରୀ: ପୁରୀରେ ପୋଲିସର ଅପରେସନ ବ୍ରାଉନ ସୁଗାର ଅଭିଯାନ ଜାରି ରହିଛି। ଏହି ଅବସରରେ ପ୍ରାୟ ୧୪ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। ଏଥିସହିତ ପିପିଲି ପୋଲିସ ୭ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଗିରଫ ବ୍ୟକ୍ତି ମାନେ ହେଲେ ସେହି ଥାନା ଅଧିନସ୍ତ ଭବାନୀପୁର…

ଭୁବନେଶ୍ୱରରୁ ୫୩ଟି ଚୋରା ସ୍ମାର୍ଟଫୋନ୍ ଜବତ

ଭୁବନେଶ୍ୱର: ୫୩ଟି ସ୍ମାର୍ଟଫୋନକୁ ନେଇ ମଙ୍ଗଳବାର ଦିନ ଜଣେ ବ୍ୟକ୍ତି କୋଲକାତା ଯାଉଥିବା ବେ‌ଳେ କମିଶନରେଟ୍ ପୋଲିସର କ୍ବିକ୍ ଆକ୍ସନ୍ ଟିମ୍ ଏହାକୁ ଜବତ କରିଥିବା ଜଣାପଡିଛି। ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟୁଇଟ୍ କରି ସୂଚନା ଦେଇଛନ୍ତି। ଉକ୍ତ ସ୍ମାର୍ଟଫୋନ୍ ଗୁଡିକ ଭୁବନେଶ୍ୱରରୁ…

ଗଂଜାମରୁ ଜବତ ହେଲା ୭୦ ଲକ୍ଷ ଟଙ୍କା ମୂଲ୍ୟର ବାଣ !

ଗଂଜାମ: ଚଳିତବର୍ଷ ଓଡିଶାରେ ବାଣ ବିକ୍ରି କରିବା ଓ ଫୁଟାଇବା ଉପରେ ନିଷେଧାଦେଶ ଜାରି କରିଛନ୍ତି ରାଜ୍ୟ ସରକାର । ଏପରି ସ୍ଥିତିରେ ବେଆଇନ ବାଣ କାରବାର ଉପରେ ରୋକ ଲଗାଇବାକୁ ପୋଲିସ ପ୍ରଶାସନ ଅଣ୍ଟା ଭିଡିଛି । ମାତ୍ର କିଛିଦିନ ପୂର୍ବରୁ ଅନୁଗୁଳରେ ଜବତ ହୋଇଥିଲା ୨୫ ଲକ୍ଷ ଟଙ୍କା ମୂଲ୍ୟର…

ଯାଜପୁରରୁ ଜବତ ହେଲା ୨୧୦ ଲିଟର ଦେଶୀ ମଦ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ବାଘବାହାଳି ଛକ ନିକଟରୁ ୨୧୦ ଲିଟର ଦେଶୀ ମଦ ଜବତ। ଏହି ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏକ କାର ଜବତ କରିଛି ପୋଲିସ। । ସୂଚନା ମୁତାବକ ଏକ କାର ରେ ବିପୁଳ ପରିମାଣର ଦେଶୀ ମଦ ଚାଲାଣ ହେଉଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର…

କୋଭିଡ୍‌-୧୯; ବେଙ୍ଗାଲୁରୁରେ ଜବତ ୧୨ ହଜାର ନକଲି N95 ମାସ୍କ !

ବେଙ୍ଗାଲୁରୁ: ମଙ୍ଗଳବାର ଏକ ଗୋଦାମରୁ ବେଙ୍ଗାଲୁରୁ ସେଣ୍ଟ୍ରାଲ୍ କ୍ରାଇମ୍ ବ୍ରାଂଚ(CCB) ଚଢାଉ କରି ୧୨ ହଜାର ନକଲି ମାସ୍କ ଜବତ କରିଛି । Karnataka: Bengaluru Central Crime Branch (CCB) has seized 12,000 fake N95 masks; further investigation underway…

ଭୁବନେଶ୍ୱରରୁ ଜବତ ହେଲା ୫୦ ଲକ୍ଷ ଟଙ୍କାର ପ୍ଲାଷ୍ଟିକ୍

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସହିଦ ନଗର ଅଞ୍ଚଳରୁ ଗୁରୁବାର ଦିନ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ଚଢାଉ କରାଯାଇ ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଜବତ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ସ୍ପେଶାଲ୍ ସ୍କ୍ୱାଡ୍ ଉକ୍ତ ଗୋଦାମ…