Latest Odisha News

BREAKING NEWS

Browsing Tag

Shutdown

ଭଦ୍ରକ ଜିଲ୍ଲାର ଏହି ଗାଁ ୫ ଦିନ ସଟ୍‌ଡାଉନ୍‌

ଭଦ୍ରକ: ଭଦ୍ରକ ଜିଲ୍ଲାର ଗେଲପୁରର ସରପଞ୍ଚ ମାନସୀ ରାଉତ କରୋନା ସଂକ୍ରମଣକୁ ରୋକିବା ଲାଗି ନଳନଗା ଗାଁକୁ ୫ ଦିନ ଯାଏ ସଟ୍‌ଡାଉନ୍‌ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ୨୪ ମେରୁ ୨୮ ମେ ପର୍ଯ୍ୟନ୍ତ ଲାଗୁ ହେବ। ଏହି ସଟ୍‌ଡାଉନ୍‌ ଗାଁର ଚାରୋଟି ୱାର୍ଡରେ କାର୍ଯ୍ୟକାରୀ ହେବ…

ଆସନ୍ତା ୧୭ରୁ ୨୨ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନଏସି ସଟଡାଉନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନଏସି ସଟଡାଉନ ଘୋଷଣା । ଆସନ୍ତା ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ୧୭ ତାରିଖ ସକାଳ ୬ରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସଟଡାଉନ ଲାଗୁ ରହିବ । ଏହି ସମୟରେ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ରେଷ୍ଟୁରାଣ୍ଟ,…

ପୁନଃନିର୍ମାଣ ପାଇଁ ୧୪ ଦିନ ବନ୍ଦ ରହିବ ପୁଣେ ବିମାନବନ୍ଦର

ପୁଣେ : ପୁଣେ ବିମାନବନ୍ଦରରୁ ୧୪ ଦିନ ଉଡ଼ିବନି ବିମାନ । ରନ୍‌ଓ୍ବେ ପୁନଃନିର୍ମାଣ ହେବାକୁ ଥିବାରୁ ଏପ୍ରିଲ୍‌ ୨୬ରୁ ମେ’ ୯ ଯାଏ ପୁଣେ ବିମାନବନ୍ଦରରୁ ଉଡ଼ିବନି ବିମାନ। ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ମିଳିଛି। ସେହିପରି ୧୪ ଦିନ ବିମାନ ଉଡ଼ାଣ ପ୍ରଭାବିତ ହେବା ନେଇ ସ୍ପଷ୍ଟ…

ସମ୍ବଲପୁର ପରେ ଝାରସୁଗୁଡାରେ ନୂଆଁଖାଇ ପାଇଁ ହଟିଲା ସଟଡାଉନ୍‌

ସମ୍ବଲପୁର: ନୂଆଁଖାଇ ପାଇଁ ସମ୍ବଳପୁର ପରେ ଝାରସୁଗୁଡାରେ ସଟ୍‌ଡାଉନ୍ ହଟିଛି । ସାପ୍ତାହିକ କଟକଣାକୁ କୋହଳ କରାଯାଇଛି । ଆସନ୍ତା ୨୩ ତାରିଖରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନଧାର୍ଯ୍ୟ ହୋଇଛି । କିନ୍ତୁ ଏହି ସମୟରେ ସପ୍ତାହାନ୍ତ କଟକଣା ରହିଥିବା ବେଳେ ଏହାକୁ କୋହଳ କରିଛି…

ଅଗଷ୍ଟ ୧୫ ପାଇଁ ସଟ୍‌ଡାଉନ୍ କୋହଳ

ଭୁବନେଶ୍ୱର: ଅଗଷ୍ଟ ୧୫ ପାଇଁ କୋହଳ ହେଲା କଟକଣା । ୪ ଜିଲ୍ଲା ଗଂଜାମ, ଖୋର୍ଦ୍ଧା, ଗଜପତି, କଟକ ସମେତ ରାଉରକେଲା ସହରରେ ସଟଡାଉନ୍ କିଛି ଘଂଟା ପାଇଁ କୋହଳ ହେବ । ଏହି ୪ ଜିଲ୍ଲା ଏବଂ ରାଉରକେଲା ମ୍ୟୁନିସପାଲଟିରେ ସପ୍ତାହିକ ସଟଡାଉନ୍‌କୁ କିଛି ଘଂଟା ପାଇଁ କୋହଳ କରାଯିବ । ଏନେଇ ଆଜି ରାଜ୍ୟ…

ଖୋର୍ଦ୍ଧା ଜିଲ୍ଲାର ଏସବୁ ଅଞ୍ଚଳ ଆଜିଠୁ ୧୪ ତାରିଖ ସନ୍ଧ୍ୟା ୭ଟା ଯାଏଁ ସଟଡାଉନ୍

ଖୋର୍ଦ୍ଧା: କରୋନା ଖୋର୍ଦ୍ଧା ଜିଲ୍ଲାରେ କାୟା ବିସ୍ତାର କରୁଛି । ସଂକ୍ରମଣ ବଢୁଥିବାରୁ ଆଜିଠାରୁ ଚିଲିକା ଓ ବାଣପୁର ବ୍ଲକ ଏବଂ ବାଲୁଗାଁ ଓ ବାଣପୁର ଏନଏସିକୁ ସଟଡାଉନ୍ ଘୋଷଣା କରାଯାଇଛି । ଏହି ନିଷ୍ପତ୍ତି ନେଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଆଜି ସନ୍ଧ୍ୟା ୭ଟାରୁ ଆସନ୍ତା ୧୪ ତାରିଖ…

ତିନିଦିନ ପାଇଁ କାମାକ୍ଷାନଗର NAC ସଟଡାଉନ୍

ଢେଙ୍କାନାଳ: କରୋନା କବଳକୁ ଆସୁଛି ଢେଙ୍କାନାଳ ଜିଲ୍ଲା । ଅନ୍ୟ ଜିଲ୍ଲା ଗୁଡିକ ଭଳି ଢେଙ୍କାନାଳ ଜିଲ୍ଲାରେ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ଦିନ ଏଠାରୁ ୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରେ କେବଳ କାମାକ୍ଷାନଗର ଏନଏସିରୁ ଅଛନ୍ତି ୧୯ ଜଣ ଆକ୍ରାନ୍ତ…

ବଢ଼ୁଛି ମାମଲା: ୩ ଦିନ ଯାଏଁ ଏହି NAC ରେ ସଟଡାଉନ ଘୋଷଣା

ଢେଙ୍କାନାଳ: ସ୍ଥାନୀୟ ଅଞ୍ଚଳରୁ ୪୦ ରୁ ଅଧିକ କୋଭିଡ ମାମଲା ଚିହ୍ନଟ ହେବା ପରେ ମଙ୍ଗଳବାର ଦିନ ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସିରେ ତିନି ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ । ଜିଲ୍ଲାପାଳ ଦେଇଥିବା ସୂଚନା ଅନୁସାରେ, ଅଗଷ୍ଟ ୫ ତାରିଖରୁ ୮…

ଆଜିଠୁ ନବରଙ୍ଗପୁରରେ ଝୁଲିଲା ତାଲା

ନବରଙ୍ଗପୁର: ରାଜ୍ୟରେ ବଢ଼ୁଥୁବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ଗୁଡିକ ନିଜ ନିଜ ଅଞ୍ଚଳରେ କଟକଣା କଡାକଡି କରୁଛନ୍ତି। ତେବେ ଏହି କ୍ରମରେ ଯୋଡି ହୋଇଛି ଓଡ଼ିଶାର ନବରଙ୍ଗପୁର ଜିଲ୍ଲା । ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରେ ଶନିବାର ସକାଳ ୫ଟାରୁ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ଜାରି…

ମାଲକାନଗିରିରେ ଆଜିଠାରୁ ୪ ଦିନିଆ ସଟଡାଉନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଧୀରେଧିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣକୁ ରୋକିବା ପାଇଁ ମାଲକାନଗିରି ପୌରପରିଷଦ ଓ ବାଲିମେଳା ଏନଏସିକୁ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ…