Latest Odisha News

BREAKING NEWS

Browsing Tag

Sputnik V

ଋଷ ଭ୍ୟାକ୍ସିନ୍ ସ୍ପୁଟନିକ୍ ଭିର ଡୋଜ୍ ପିଛା ଦେବାକୁ ପଡ଼ିବ ୯୯୫ ଟଙ୍କା

ନୂଆଦିଲ୍ଲୀ: କରୋନା ଟିକା ସ୍ପୁଟନିକ୍ ଭିର ଗୋଟିଏ ଡୋଜକୁ ଭାରତରେ ପ୍ରାୟ ୧ ହଜାର ଟଙ୍କା ଦେବାକୁ ପଡ଼ିବ । ଦେଶରେ ସ୍ପୁଟନିକ୍ ଭି ଆମଦାନୀ କରିଥିବା ଡ. ରେଡ୍ଡୀ ଲାବ୍ରୋରୋଟରୀ ପକ୍ଷରୁ ଏ ସୂଚନା ଦିଆଯାଇଛି । ଦେଶରେ ସ୍ପୁଟନିକ ଟିକାର ଗୋଟିଏ ଡୋଜ୍ ୯୯୫ ଟଙ୍କା ୪୦ ପଇସା ପଡ଼ିବ । ତେବେ, ଦେଶରେ…

କରୋନା ମୁକାବିଲା; ଭାରତ ପହଞ୍ଚିଲା ସ୍ପୁଟ୍‌ନିକ ଭି ଟିକା

ହାଇଦ୍ରାବାଦ: ରୁଷିଆର କରୋନା ବିରୋଧୀ ଟିକା ସ୍ପୁଟ୍‌ନିକ ଭିର ପ୍ରଥମ ଡୋଜ ଶନିବାର ହାଇଦ୍ରାବାଦରେ ପହଞ୍ଚିଛି। ଖବର ଅନୁଯାୟୀ, ପ୍ରଥମ ବ୍ୟାଚ୍‌ରେ ସ୍ପୁଟ୍‌ନିକ ଭିର ୧୫୦,୦୦୦ ଡୋଜ୍ ରହିଛି। ରୁଷିଆ ନିର୍ମିତ ଟିକା ର ଅନ୍ୟ ୩୦ ଲକ୍ଷ ଡୋଜ ଏହି ମାସ ଶେଷ ସୁଦ୍ଧା ଭାରତରେ ପହଞ୍ଚିବ। ଏହି…

ଭାରତକୁ ମିଳିଲା ତୃତୀୟ ଟିକା: ସ୍ପୁଟନିକ୍-Vର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଲା DCGI

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ଖୁସି ଖବର । ମହାମାରୀ ସହ ଲଢ଼େଇରେ ଭାରତକୁ ମିଳିଲା ଆଉ ଗୋଟିଏ କରୋନା ଟିକା । ଋଷର ସ୍ପୁଟନିକ-V ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଗ୍ରୀନ୍ ସିଗନାଲ୍ ମିଳିଛି । ଗତକାଲି ସବଜେକ୍ଟ ଏକ୍ସପର୍ଟ କମିଟି ପରେ ଆଜି ଅନୁମତି ପ୍ରଦାନ କରିଛି ଡ୍ରଗ୍…

ଋଷ ଭ୍ୟାକ୍ସିନ୍ ସ୍ପୁଟନିକ୍-ଭି ୯୧.୪ ପ୍ରତିଶତ ପ୍ରଭାବଶାଳୀ: ଭାରତରେ ହୋଇପାରେ ଉତ୍ପାଦନ

ନୂଆଦିଲ୍ଲୀ: ଋଷ ଟିକା ସ୍ପୁଟନିକ୍-ଭି ୯୧.୪ ପ୍ରଭାବଶାଳୀ ଜଣାପଡ଼ିଛି । ଭ୍ୟାକ୍ସିନର ଡୋଜ୍ ଦେବାର ୨୧ ଦିନ ପରେ ମିଳିଥିବା ତଥ୍ୟର ବିଶ୍ଳେଷଣ ପରେ ଏହା ସାମ୍ନାକୁ ଆସିଛି । ଋଷ କରୋନା ଭ୍ୟାକ୍ସିନ୍ ସ୍ପୁଟନିକ୍-ଭିକୁ ମଞ୍ଜୁରୀ ଦେବାରେ ପ୍ରଥମ ଦେଶ । ଟିକା ପ୍ରସ୍ତୁତ କରାଯାଇଥିବା କମ୍ପାନୀ…

ଭାରତରେ ଋଷ ଭ୍ୟାକସିନ୍ ସ୍ପୁଟନିକ୍-୫ର କ୍ଲିନିକାଲ ଟ୍ରାଏଲ

ନୂଆଦିଲ୍ଲୀ: ଋଷ ଭ୍ୟାକସିନ୍ ସ୍ପୁଟନିକ୍-୫ର କ୍ଲିନିକାଲ ଟ୍ରାଏଲ ଭାରତରେ ଆରମ୍ଭ ହୋଇଛି । ଡକ୍ଟର ରେଡ୍ଡିଜ୍ ଲାବରୋଟୋରିଜ୍ ଲିମିଟେଡ ଓ ଆରଡିଆଇଏଫ୍ ଏନେଇ ଘୋଷଣା କରିଛନ୍ତି । ସେଣ୍ଟ୍ରାଲ ଫାର୍ମାସ୍ୟୁଟିକାଲ ଲାବ୍ରୋଟାରୀରୁ ଜରୁରୀ ଅନୁମତି ପାଇବା ପରେ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଥିବା…

ଜାନୁଆରୀରେ ଆରମ୍ଭ ହେବ ସ୍ପୁଟନିକ୍-୫ ଭ୍ୟାକସିନ୍ ଡେଲିଭରୀ, କେତେ ରହିବ ମୂଲ୍ୟ ?

ନୂଆଦିଲ୍ଲୀ: ସାରା ବିଶ୍ବରେ କରୋନା ସଂକ୍ରମଣ ଲଗାତର ବଢିବାରେ ଲାଗିଛି । ଏପରିସ୍ଥିତିରେ ସମସ୍ତଙ୍କ ନଜର ଭ୍ୟାକସିନ୍ ଉପରେ ରହିଛି । କେବେ ମାର୍କେଟକୁ ଆସିବ ଟିକା ? ଟିକାର ମୂଲ୍ୟ କେତେ ରହିବ? ଏସବୁ ପ୍ରଶ୍ନ ଏବେ ଲୋକଙ୍କ ମନରେ ରହିଛି । ଏପରି ସ୍ଥିତିରେ ଋଷର ସ୍ପୁଟନିକ୍-୫ ଭ୍ୟାକସିନକୁ ନେଇ…

ସ୍ପୁଟନିକ ଟୀକାର ଫେଜ ୩ ପରୀକ୍ଷଣ ଓ ଉତ୍ପାଦନ ପାଇଁ ଭାରତର ସହାୟତା ଲୋଡୁଛି ରୁଷିଆ

ନୂଆଦିଲ୍ଲୀ: ସ୍ପୁଟନିକ୍ ଭି ଟିକା ପ୍ରସ୍ତୁତ କରିବା ଏବଂ ଦେଶରେ ଫେଜ୍-୩ ପରୀକ୍ଷଣ କିମ୍ବା ତତ୍ସମ୍ବନ୍ଧୀୟ ଅଧ୍ୟୟନ ପାଇଁ ରୁଷିଆ ସରକାର ଭାରତର ସହାୟତା ଲୋଡିଛନ୍ତି ବୋଲି ମଙ୍ଗଳବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସ୍ପୁଟ୍ନିକ୍ ଭି, ଆଡେନୋଭାଇରସ୍ ଭେକ୍ଟର-ଆଧାରିତ ଟିକା ଯାହା ଗାମାଲିଆ…

ଗୁଡ ନ୍ୟୁଜ୍: ଋଷ ଟିକା ସୁରକ୍ଷିତ, ତିଆରି କରୁଛି ଆଣ୍ଟିବଡି

ମସ୍କୋ: କରୋନା କାଳରେ ପୁଣି ଏକ ଭଲ ଖବର ସାମନାକୁ ଆସିଛି । ମେଡିକାଲ ଜର୍ଣ୍ଣାଲ୍ ଲାନସେଟ୍ ଦେଇଥିବା ଏମିତି ଖବର ସାରା ବିଶ୍ୱକୁ ଆଶ୍ୱସ୍ତି ଆଣି ଦେଇଛି । ରିସର୍ଚ୍ଚରୁ ଜଣା ପଡିଛି ଋଷ ତିଆରି କରିଥିବା କରୋନା ଭ୍ୟାକସିନ୍ ସ୍ପୁଟନିକ୍-V ସୁରକ୍ଷିତ। ଟ୍ରାଏଲରୁ ସଫଳତା ମିଳୁଛି । ଲାନସେଟ୍…

ଦୁଇ ସପ୍ତାହ ଭିତରେ କରୋନା ଟିକାର ଉତ୍ପାଦନ ଆରମ୍ଭ କରିବ ଋଷିଆ

ମସ୍କୋ: ବିଶ୍ୱରେ ପ୍ରଥମ କରୋନା ଟିକା ନେଇ ଘୋଷଣା କରିଛି ଋଷ୍ । ନାଁ ରଖିଛି ସ୍ପୁଟନିକ୍-V । ଆସନ୍ତା ଦୁଇ ସପ୍ତାହ ଭିତରେ ଏହାର ଉତ୍ପାଦନ ଆରମ୍ଭ କରିବ । ଋଷ୍ ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ୍ ମୁରାସ୍କୋ ଏନେଇ ସୂଚନା ଦେଇଛନ୍ତି । ପର୍ଯ୍ୟାପ୍ତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାପରେ…