Latest Odisha News

BREAKING NEWS

Browsing Tag

Sri Jagannath

ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରୁ ଅଣସର: ଜାଣନ୍ତୁ, କିପରି ପାଳିତ ହୁଏ ରୀତିନୀତି

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ନିନା ବାରିକଙ୍କ ଭକ୍ତି ଅର୍ଘ୍ୟ ) ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରଧାନ ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ହେଉଛି ସ୍ନାନ ଯାତ୍ରା । ଯାହା ଦେବସ୍ନାନ ପୂର୍ଣ୍ଣିମା ନାମରେ ଖ୍ୟାତ ଏବଂ ପରିଚିତ । ଜ୍ୟେଷ୍ଠ ପୂର୍ଣ୍ଣିମା ଭଲି ଏକ ଦୁର୍ଲଭ…

ବିନା ଭକ୍ତରେ ହାତୀ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ପୁରୀ: ସ୍ନାନ ମଣ୍ଡପରେ ପ୍ରଥମ ଥର ଲାଗି ବିନା ଭକ୍ତରେ ଶ୍ରୀଜୀଉ ଦର୍ଶନ ଦେଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କର ଏହି ପବିତ୍ର ଗଜାନନ ବେଶରେ ସଜ୍ଜିତ ହୋଇଛନ୍ତି । ଶ୍ରୀଜୀଉମାନଙ୍କ ଏହି ସୁନ୍ଦର ବେଶକୁ କୋଟି କୋଟି ଭକ୍ତମାନେ…

ଦେବସ୍ନାନ ପୂର୍ଣ୍ଣିମା: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜନ୍ମ ମହୋତ୍ସବ

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା ସମୟରେ ଶ୍ରୀମନ୍ଦିରରେ ଦାରୁବ୍ରହ୍ମ ରୂପୀ ବଡ଼ଠାକୁର ଶ୍ରୀ ବଳଭଦ୍ର, ଜଗତର ନାଥ ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମହାସ୍ନାନ…

ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏକାଦଶୀରେ ପାରମ୍ପରିକ ନୀତି

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଜ୍ୟେଷ୍ଠ ଶୁକ୍ଳ ଦଶମୀରେ ରାଜରାଜେଶ୍ୱର ଭାବରେ ଶ୍ରୀକୃଷ୍ଣଙ୍କର ଅଭିଷେକ କରାଯାଏ । ଶ୍ରୀମନ୍ଦିରରେ ରାଜେନ୍ଦ୍ରାଭିଷେକ ନୀତି ପାଳନ କରାଯାଇଥାଏ । ଏହି ଦିନ ସନ୍ଧ୍ୟାଧୂପ ନୀତି…

ପବିତ୍ର ନିର୍ଜଳା ଏକାଦଶୀ; କିପରି କରିବେ ବ୍ରତ ଜାଣନ୍ତୁ…

ଶ୍ରୀଲ ସନାତନ ଗୋସ୍ୱାମୀ ଭକ୍ତି ଓ ଶରଣାଗତିର ୬ଟି ସ୍ତର ବିଷୟରେ କହିଛନ୍ତି; ଅନୁକୂଲସ୍ୟ ସଂକଳ୍ପ ପ୍ରତିକୂଲସ୍ୟ ବର୍ଜନ ରକ୍ଷସ୍ୟତି ଇତି । ବିଶ୍ୱାସୋ ଗୋ ତୃପ୍ତେ ବରଣଂ ତଥା ଆତ୍ମ ନିକ୍ଷେପ କାର୍ପଣ୍ୟ ଷଟ୍ ବିଧିଂ ଶରଣାଗତି । । ଶରଣାଗତିର ଏହି ୬ଟି ବିଧି କହିଛନ୍ତି ଗୋସ୍ୱାମୀ ।…

ଦିଅଁକୁ ଜ୍ୱର !

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୌରାଣିକ କାହାଣୀ ଓ କଥାବସ୍ତୁ: ଶ୍ରୀଜଗନ୍ନାଥ କଥାମୃତ ଆମେ ଜାଣିଛେ ସବୁବେଳେ ମଣିଷମାନଙ୍କୁ ହିଁ ଜର, ରୋଗ, ବ୍ୟାଧି ହୁଏ ବୋଲି, ହେଲେ ଦିଅଁଦେବତା ମାନେ ଯେ କେବେ ଜରରେ ପଡନ୍ତି ଏକଥା ଆମେ ଜାଣୁନା । ଲୋକେ କୁହନ୍ତି, ଦେବତାମାନଙ୍କର ଗୋଡ଼ ତଳେ ଲାଗେନା, ସେ କେବେ…

ଶ୍ରୀକ୍ଷେତ୍ରରେ ଶିବ ବିବାହ ଶୀତଳ ଷଷ୍ଠୀ

ପୁରୀ: ଶିବ ବିବାହ ଶୀତଳ ଷଷ୍ଠୀ ଓଡ଼ିଶାର ପ୍ରମୁଖ ଗଣ ପର୍ବ। ଯଦିଓ ସମ୍ବଲପୁରରେ ଶୀତଳ ଷଷ୍ଠୀ ପ୍ରସିଦ୍ଧ, କିନ୍ତୁ ଶ୍ରୀକ୍ଷେତ୍ରର ଶୀତଳ ଷଷ୍ଠୀ ସ୍ଵତନ୍ତ୍ର ତଥା ଅନନ୍ୟ । ଶ୍ରୀକ୍ଷେତ୍ରର ଶୀତଳ ଷଷ୍ଠୀ କୁ ମୁଖ୍ୟତଃ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ୧ - କନ୍ୟା ଚୋରି ନୀତି, ୨ -…

କରୋନା ମହାମାରୀ ଓ ଶ୍ରୀଜୀଉଙ୍କ ରଥଯାତ୍ରା…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ସମଗ୍ର ବିଶ୍ୱର ଧର୍ମୀୟ ମର୍ତ୍ତ୍ୟ ବୈକୁଣ୍ଠ ଶ୍ରୀକ୍ଷେତ୍ରରେ ଲାଗି ରହିଛି ବାର ମାସରେ ତେର ଯାତ୍ରା । ବର୍ଷ ତମାମ ବଡ ଦେଉଳ ଭିତରେ ଏବଂ ବାହାରେ ଲାଗି ରହିଥାଏ ଦ୍ୱାଦଶ ଲୀଳା,…

ଆଜି ବି ଜୀବନ୍ତ ସେହି ଜଣାଣ; ଜନ୍ମ ଦିନରେ ଭଜନ ସମ୍ରାଟଙ୍କୁ ସ୍ମୃତିଚାରଣ

ଭୁବନେଶ୍ୱର: ଓଡ଼ିଶାର ପୂରପଲ୍ଲୀରେ ଘରେ ଘରେ ଭିକାରୀ ବଳଙ୍କୁ ସମସ୍ତେ ଜାଣନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ତଥା ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଭିକାରୀ ବଳ ମଧ୍ୟ ‘ଭଜନ ସମ୍ରାଟ୍ ଭାବେ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛନ୍ତି । ଶ୍ରୀଜଗନ୍ନାଥଙ୍କର ଏହି ପରମ ଭକ୍ତ ତାଙ୍କର…

ଜୋର୍‌ଦାର୍ ଚାଲିଛି ରଥ ନିର୍ମାଣ; ଅସ୍ଥାୟୀ ଶାଳରେ ତିଆରି ହେଲା ଅଗପାତେଳୀ, ଗରଗରା କଣ୍ଟା

ପୁରୀ: ଲକ୍‌ଡାଉନ୍ କଟକଣାକୁ ମାନି ରଥଖଳାରେ ସମସ୍ତ କାରିଗର ସେବକମାନେ ନିର୍ମାଣ କରି ଚାଲିଛନ୍ତି ତିନିରଥ । ଶନିବାର ସନ୍ଧ୍ୟା ସୁଦ୍ଧା ତାଳଧ୍ୱଜ ରଥର ୧୧ଟି ଚକ ଶେଷ ହୋଇ ଅନ୍ୟ ଦୁଇଟି ଚକ ମଧ୍ୟରୁ ଗୋଟିକରେ ପଇ ପିନ୍ଧା କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଚକଟିର ତୁମ୍ବରେ ଅର ସଂଯୋଗ ସରିଛି ।…