Latest Odisha News

BREAKING NEWS

Browsing Tag

Supreme Court Of India

କରୋନା ମୃତକଙ୍କ ପରିବାରକୁ ଦେଇ ହେବନି ୪ଲକ୍ଷ ଟଙ୍କା କ୍ଷତିପୂରଣ, ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇ ହେବ ନାହିଁ । ସୁପ୍ରିମକୋର୍ଟଙ୍କୁ ଏକଥା କହିଛନ୍ତି କେନ୍ଦ୍ର ସରକାର । କୋଭିଡ୍ କ୍ଷତିପୂରଣ ସମ୍ପର୍କିତ ପିଟିସନର ଶୁଣାଣି ବେଳେ ସତ୍ୟପାଠ ଜରିଆରେ କେନ୍ଦ୍ର ସରକାର ଉତ୍ତର ରଖିଛନ୍ତି…

ସିବିଏସଇ ଦ୍ୱାଦଶ ମୂଲ୍ୟାୟନ ମାନଦଣ୍ଡ: ଆଜି ସୁପ୍ରମକୋର୍ଟରେ ଜବାବ ରଖିବ ସିବିଏସଇ

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କେମିତି ହେବ ମୂଲ୍ୟାୟନ ? କଣ ରହିବ ମାନଦଣ୍ଡ ? ଆଜି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବେ ସିବିଏସଇ କର୍ତ୍ତୃପକ୍ଷ । ଆଜି ଏସମ୍ପର୍କିତ ମାମଲାର ଶୁଣାଣି ରହିଛି । ଜଷ୍ଟିସ ଏ. ଏମ୍. ଖନଓ୍ୱିଲକର ଓ ଜଷ୍ଟିସ ଦୀନେଶ ମାହେଶ୍ୱରୀଙ୍କ…

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଏନ୍. ଭି. ରମନା

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବରେ ଶପଥ ନେଇଛନ୍ତି ଜଷ୍ଟିସ ଏନ୍. ଭି. ରମନା । ସେ ହୋଇଛନ୍ତି ଦେଶର 48ମତ ପ୍ରଧାନ ବିଚାରପତି । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ କୋଭିଡ୍ ପ୍ରୋଟୋକଲ୍ ଅନୁସାରେ ଶପଥ…

ସୁପ୍ରିମକୋର୍ଟରେ ୪ ଜଣ ବିଚାରପତି କରୋନା ସଂକ୍ରମିତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପଶିଛି କରୋନା । ପୂର୍ବରୁ କର୍ମଚାରୀ ସଂକ୍ରମିତ ହୋଇଥିବା ବେଳେ ଏବେ ୪ ଜଣ ବିଚାରପତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବିଚାରପତି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟ ୩ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି । ସଂକ୍ରମିତ ହୋଇଥିବା ୪…

ସୁପ୍ରିମକୋର୍ଟରେ କରୋନା: ଭର୍ଚୁଆଲରେ ଶୁଣାଣି କରିବେ ବିଚାରପତି

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ସୁପ୍ରିମକୋର୍ଟର ବହୁ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଏହାପରେ ବିଚାରପତିମାନେ ଘରୁ ଭର୍ଚୁଆଲରେ ଶୁଣାଣି କରିବେ । ଘରୁ ଭିଡିଓ କନଫରେନ୍ସିଂରେ ଶୁଣାଣି କରିବାକୁ ନିଷ୍ପତ୍ତି ହୋଇଛି । ସୁପ୍ରିମକୋର୍ଟ ପରିସର ସହ ବିଭିନ୍ନ…

ଆଜି ସୁପ୍ରିମକୋର୍ଟରେ କୋଟିଆ ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ: କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗରେ ଓଡ଼ିଶା କରିଥିବା ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଗତକାଲି ଓଡ଼ିଶାର ପିଟିସନକୁ ଗ୍ରହଣ କରିବା ସହ ଆଜି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ ପ୍ରଧାନ ବିଚାରପତି । ଆନ୍ଧ୍ର ପ୍ରଦେଶ ଅଦାଲତ ଅବମାନନା…

କୋଟିଆରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗ: ସୁପ୍ରିମକୋର୍ଟରେ କାଲି ଶୁଣାଣି

ନୂଆଦିଲ୍ଲୀ: କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗରେ ଓଡ଼ିଶାର ଆବେଦନକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ମାମଲାର ଶୁଣାଣି କରିବା ପାଇଁ ଆସନ୍ତାକାଲିକୁ ଦିନ ଧାର୍ଯ୍ୟ କରିଛନ୍ତି । ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ ଓଡ଼ିଶା ସରକାର ।  …

କୋଟିଆରେ ନିର୍ବାଚନ ପ୍ରସଙ୍ଗ: ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟରେ ଓଡ଼ିଶାର ଅଦାଲତ ଅବମାନନା ମାମଲା

ନୂଆଦିଲ୍ଲୀ: କୋରାପୁଟର କୋଟିଆରେ ଆନ୍ଧ୍ର ପ୍ରଦେଶର ନିର୍ବାଚନ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଓଡ଼ିଶା ସରକାର । ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି । ମାମଲାର ତ୍ୱରିତ ଶୁଣାଣି ପାଇଁ ପିଟିସନ ଦାଖଲ କରିଛନ୍ତି ସରକାର…

ନୂତନ ସଂସଦ ଭବନ ନିର୍ମାଣ ପାଇଁ ଗ୍ରୀନ ସିଗନାଲ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ନିର୍ମାଣ ରାସ୍ତାରେ ଆଉ ବାଧା ନାହିଁ । ଗ୍ରୀନ ସିଗନାଲ୍ ଦେଇଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପକୁ ନେଇ ହୋଇଥିବା ଆବେଦନର ଶୁଣାଣି କରି କିଛି ସର୍ତ୍ତ ସହ ନୂଆ ସଂସଦ ଭବନ ନିର୍ମାଣ ପାଇଁ ଅନୁମତି…

ସୁପ୍ରିମକୋର୍ଟ ଗଲେ ଅର୍ଣ୍ଣବ ଗୋସ୍ୱାମୀ, ବମ୍ୱେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ

ମୁମ୍ବାଇ: ବମ୍ୱେ ହାଇକୋର୍ଟ ଜାମିନ ଖାରଜ କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବରିଷ୍ଠ ସାମ୍ବାଦିକ ତଥା ରିପବ୍ଲିକ ଟିଭିର ଏଡିଟର-ଇନ-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ । ବମ୍ୱେ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଛନ୍ତି । ଗତକାଲି ବମ୍ୱେ ହାଇକୋର୍ଟ…