Latest Odisha News
Browsing Tag

Supreme Court Of India

ଓଡ଼ିଶା ସମେତ ୭ଟି ରାଜ୍ୟକୁ ଗୃହ ମନ୍ତ୍ରଣାଳୟର ଚିଠି; ଖାଲି ପଦବୀରେ ଡିଜିପିଙ୍କୁ ନିଯୁକ୍ତି ଦିଅ

ନୂଆଦିଲ୍ଲୀ: ରାଜ୍ୟର ଆଇଶୃଙ୍ଖଳାର ସୁରକ୍ଷା ପାଇଁ ଖାଲି ପଡିଛି ପୋଲିସ ଅଧିକାରୀଙ୍କ ପଦବୀ। ତାଙ୍କ ଜାଗାରେ ଅସ୍ଥାୟୀ ଡିଜିପିମାନେ ପୋଲିସ ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ଯୋଗ୍ୟ ଅଧିକାରୀଙ୍କ ଉପଲବ୍ଧତା ସତ୍ତ୍ୱେ ରାଜ୍ୟ ସରକାର ନିୟମିତ ପୋଲିସ ମୁଖ୍ୟ ନିଯୁକ୍ତ କରୁନାହାନ୍ତି। ଯାହାକୁ ନେଇ…

ବିଜେପିର ମଙ୍ଗଳ ପାଇଁ ମୋଦିଙ୍କୁ ଟିପ୍ସ ଦେଲେ ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ:ନିର୍ବାଚନ ବଣ୍ଡକୁ ବାତିଲ କରିବା ପରେ ସୁପ୍ରମକୋର୍ଟଙ୍କ ଏହି ନିଷ୍ପତ୍ତି ଏବେ ରାଜନୀତିକୁ ସରଗରମ କରିଦେଇଛି। ସେ ବି ନିର୍ବାଚନ ଠିକ୍ ପୂର୍ବରୁ। ଯାହାକୁ ନେଇ ଏବେ ଉଷ୍ମ ରାଜନୀତି ମଧ୍ୟରେ ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦଳର ଭଲ…

ନିର୍ବାଚନ ବଣ୍ଡକୁ ନେଇ କେନ୍ଦ୍ର ସରକାରଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ 

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ ନିର୍ବାଚନ ବଣ୍ଡ(ଇଲୋକ୍ଟ୍ରାଲ ବଣ୍ଡ)କୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ। ଏହି ଯୋଜନା ବାତିଲ କରାଯିବା ଉଚିତ କି ନୁହେଁ ତାହା ଉପରେ ଗୁରୁବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଅଦାଲତ କହିଛନ୍ତି ରାଜନୈତିକ ଦଳମାନଙ୍କୁ ଆର୍ଥିକ…

ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସୁପ୍ରିକୋର୍ଟଙ୍କ ବଡ଼ ରାୟ; ସୁବିଧା ପାଉଥିଲେ ପଛୁଆ ବର୍ଗଙ୍କୁ ବି ସୁଯୋଗ ଦିଅ: ସିଜେଆଇ 

ନୂଆଦିଲ୍ଲୀ:ଉଠିଯିବ କି ସଂରକ୍ଷଣ ବ୍ୟବସ୍ଥା? ଏହି ବ୍ୟବସ୍ଥାକୁ ନେଇ କଣ ରାୟ ବାଢ଼ିଲେ ସର୍ବୋଚ୍ଚ ନ୍ୟାୟାଳୟ? ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସୁପ୍ରିକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ଯେଉଁମାନେ ଲାଭବାନ ହେବା ଯୋଗ୍ୟ ସେମାନଙ୍କୁ ସୁବିଧା ସୁଯୋଗ ମିଳିବାର ଆବଶ୍ୟକତା ରହିଛି। ଏନେଇ ରାୟ ପ୍ରକାଶ…

ସୁପ୍ରିମକୋର୍ଟରୁ ନ୍ୟାୟ ଆଶା କଲେ ହେମନ୍ତ ସୋରେନ

ରାଞ୍ଚି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଵାରା ଗିରଫ ହେବା ପରେ ସର୍ବୋଚ୍ଚ ନ୍ୟାୟାଳୟ ମୁଁହା ହୋଇଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ତାଙ୍କ ଆବେଦନ ପରେ ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାର ବିଚାର କରିବା ପାଇଁ ରାଜି ହୋଇଛନ୍ତି। ଶୁକ୍ରବାର ଏହାର ବିଚାର କରିବେ ପ୍ରଧାନ…

ଜ୍ଞାନବ୍ୟାପି ମାମଲା: ସୁପ୍ରିମକୋର୍ଟ ପହଞ୍ଚିଲା ହିନ୍ଦୁ ପକ୍ଷ, ସିଲ ଅଞ୍ଚଳରେ ଏଏସଆଇ ସର୍ଭେ ଦାବି 

ନୂଆଦିଲ୍ଲୀ: ଜ୍ଞାନବ୍ୟାପି ମାମଲାରେ ସୁପ୍ରିମକୋର୍ଟ ପହଞ୍ଚିଲା ହିନ୍ଦୁ ପକ୍ଷ। ସର୍ବୋଚ୍ଚ ନ୍ୟାୟାଳୟରେ କରାଯାଇଛି ଆବେଦନ। ଲୋକକଥା ଅନୁସାରେ ପୂର୍ବରୁ ସିଲ୍ କରାଯାଇଥିବା ଅଞ୍ଚଳରେ ଶିବଲିଙ୍ଗ ଥିବା ଦାବି କରାଯାଉଥିଲା। ଯାହାର ସର୍ଭେ ପାଇଁ ଏଏସଆଇ ବା ପ୍ରତ୍ନତାତ୍ତ୍ୱିକ ବିଭାଗର…

ସମଲିଙ୍ଗୀ ବିବାହ ମାମଲା : ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପକ୍ଷଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ…

ନୂଆଦିଲ୍ଲୀ : ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବ କି ନାହିଁ, ସେନେଇ ସୁପ୍ରିମକୋର୍ଟରେ ମଙ୍ଗଳବାରଠାରୁ ଶୁଣାଣି ଆରମ୍ଭ ହୋଇଛି। ଏହି କ୍ରମରେ ଆଜି(ବୁଧବାର) ସମଲିଙ୍ଗୀ ବିବାହ ମାମଲା ଶୁଣାଣିରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପକ୍ଷଭୁକ୍ତ କରିବା ଲାଗି…

‘ବନ୍ଦ ହେବନି ପୁରୀ ପରିକ୍ରମା ପ୍ରକଳ୍ପ; ସୁପ୍ରିମକୋର୍ଟଙ୍କ ସମୟ ନଷ୍ଟ କଲେ ପିଟିସନର’

ଭୁବନେଶ୍ୱର: ବନ୍ଦ ହେବନି ପୁରୀ ପରିକ୍ରମା ପ୍ରକଳ୍ପ । ନିର୍ମାଣ କାର୍ଯ୍ୟ ଚାଲୁ ରହିବ । ଶୌଚାଳୟ, କ୍ଲକ୍ ରୁମ ଓ ଇଲେକ୍ଟ୍ରିକାଲ ରୁମ୍ ତିଆରି ହେବ । ଶୁକ୍ରବାର ସୁପ୍ରିମ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡ଼େଇଙ୍କ ପିଟିସନର ବିଚାର କରି ପରିକ୍ରମା ପ୍ରକଳ୍ପ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ରହିଛି । ମେ’ ୯ ତାରିଖରେ ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ୍ ହୋଇଥିଲା । ଏସମ୍ପର୍କିତ ମାମଲାର ଆଜି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣି କରିବେ ।…

କରୋନା ମୃତ୍ୟୁରେ କେତେ ଦେବ ଅନୁକମ୍ପା ରାଶି ? ସ୍ଥିର କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କଲେ ଦେବାକୁ ପଡ଼ିବ ଅନୁକମ୍ପା ସହାୟତା ରାଶି । କେତେ ଟଙ୍କା ଦିଆଯିବ ସ୍ଥିର କରିବେ କେନ୍ଦ୍ର ସରକାର । ସବୁ ଦିଗକୁ ବିଚାର କରି ଗାଇଡଲାଇନ୍ ପ୍ରସ୍ତୁତ କରିବେ । ଏସମ୍ପର୍କିତ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କରୋନାରେ…