Latest Odisha News

BREAKING NEWS

Browsing Tag

Surat

ସାଂସଦ ପଦ ଯିବାର ୧୧ ଦିନ ପରେ ଲଢ଼ିବେ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ: ସବୁ ଚୋରଙ୍କ ସାଙ୍ଗିଆ କାହିଁକି ମୋଦି… ରାହୁଲଙ୍କ ଏହି ବୟାନ ତାଙ୍କ ସାଂସଦ ପଦ ନେଇଛି । ଏହି ବୟାନ ପାଇଁ ରାହୁଲଙ୍କୁ ସୁରଟ କୋର୍ଟ ମାର୍ଚ୍ଚ ୨୩ରେ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ଠିକ୍ ଦିନକ ପରେ ଚାଲି ଯାଇଥିଲା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ । ସୁରଟ କୋର୍ଟଙ୍କ ରାୟର ୧୧ ଦିନ…

୨ ବର୍ଷର ଶିଶୁ କନ୍ୟାକୁ ଝୁଣି ଖାଇଲେ କୁକୁର ପଲ

ସୁରଟ : ପୁଣି ସାମ୍ନାକୁ ଆସିଲା କୁକୁରର ଉଗ୍ରରୂପ । ୨ ବର୍ଷର ଶିଶୁ କନ୍ୟାକୁ ଝୁଣି ଖାଇଗଲେ କୁକୁର ପଲ । ଏଭଳି ଛାତିଥରା ଘଟଣା ଡାଇମଣ୍ଡ ବୁର୍ସ ନିକଟ ଲେବର କଲୋନିରେ ଘଟିଛି  । ୨ ବର୍ଷର ଶିଶୁକନ୍ୟାକୁ ୩/୪ଟି କୁକୁର ଆକ୍ରମଣକରି ଗୁରୁତର ଆହତ କରିଥିଲେ । ଶିଶୁ କନ୍ୟାର ଦେହରେ ୬୦ଟି କ୍ଷତ…

ମୃତ୍ୟୁ ପରେ ବି ଅମର: ଅଙ୍ଗଦାନ କରି ୩ ରାଜ୍ୟରେ ୫ଜଣଙ୍କୁ ନୂଆ ଜୀବନ ଦେଲେ ମହିଳା

ସୁରତ: ମୃତ୍ୟୁ ପରେ ବି ଅମର । ନିଜେ ବଞ୍ଚି ପାରିଲେ ନାହିଁ । କିନ୍ତୁ ଅନ୍ୟମାନଙ୍କ ଜୀବନ ବଞ୍ଚାଇଲେ । ସୁରତର ଜଣେ ମହିଳାଙ୍କ ମହାନତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ମୃତ୍ୟୁ ପରେ ଅଙ୍ଗଦାନ କରି ସେ ୩ଟି ରାଜ୍ୟର ୫ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି । ମହିଳାଙ୍କ ନାଁ କାମିନୀ ପଟେଲ୍ ଓ ବୟସ ୪୬…

ଶୋଇଥିଲା ବେଳେ ମାଡ଼ିଗଲା ଟ୍ରକ, ୧୩ ମୃତ

ସୁରଟ: ଗୁଜୁରାଟର ସୁରଟ ନିକଟ କିମ ଚାର୍ ରାସ୍ତାରେ ମଙ୍ଗଳବାର ଦିନ ଫୁଟପାଥରେ କିଛି ଲୋକ ଶୋଇଥିଲା ବେଳେ ଚଢିଯାଇଛି ଟ୍ରକ୍। ସୂଚନା ଅନୁଯାୟୀ, ରାଜସ୍ଥାନର ବନସ୍ୱରା ଜିଲ୍ଲାର ଦିନ ମଜୁରିଆ ମାନେ ଫୁଟପାଥରେ ଶୋଇଥିଲେ ବେଳେ ଏକ ଟ୍ରକକୁ ଆଖୁ ଭର୍ତ୍ତି ଟ୍ରାକ୍ଟର ଧକ୍କା ଦେବାରୁ ଏହି…

ସୁରତ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ଲେବାନନ ଭଳି ବିସ୍ଫୋରଣ

ସୁରତ: ଗୁଜରାଟର ସୁରତରେ ଲେବନନ୍ ଭଳି ବିସ୍ଫୋରଣ। ଜାହିରା ସ୍ଥିତ ଓଏନସିଜି ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ । ଗ୍ୟାସ ପାଇପ ଲାଇନରେ ବିସ୍ଫୋରଣ ପରେ ନିଆଁ ଲାଗିଥିଲା । ଓଏନସିଜି ପ୍ଲାଣ୍ଟର ଦୁଇଟି ଟର୍ମିନାଲରେ ଅଗ୍ନିକାଣ୍ଡ ନେଇ ସୂଚନା ମିଳିଛି । ଭୋର ସାଢେ ୩ଟା ବେଳେ ହଠାତ ପାଇପଲାଇନରେ…

ବିସ୍ଫୋରକ ପରିସ୍ଥିତି; ପ୍ରବାସୀ ଆକ୍ରାନ୍ତଙ୍କ ମଧ୍ୟରେ ୧୧୨ ସୁରଟ ଫେରନ୍ତା !

ଭୁବନେଶ୍ୱର: ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ଓଡ଼ିଶାରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟ ସରକାର ଆରମ୍ଭରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହିତ ସଂକ୍ରମଣକୁ ଏକରକମ ରୋକି ପାରିଥିଲେ । ମାତ୍ର ଯେବେଠାରୁ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡ଼ିଆମାନଙ୍କ ଓଡ଼ିଶା ଅଭିମୁଖେ ସୁଅ…

ଆଜି ଓଡ଼ିଶା ଅଭିମୁଖେ ୩ଟି ରାଜ୍ୟରୁ ଛାଡ଼ିବ ୫ଟି ସ୍ପେଶାଲ୍ ଟ୍ରେନ୍‌

ଭୁବନେଶ୍ୱର: ଲକ୍‌ଡାଉନରେ ଫସିରହିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ଓଡ଼ିଶା ଆସିବା ଲାଗି ସରକାର ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛନ୍ତି । ଯେଉଁ ତିନୋଟି ରାଜ୍ୟରୁ ପ୍ରବାସୀ ଓଡ଼ିଆମାନେ ଆଜି ୫ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ଫେରିବେ ସେହି ରାଜ୍ୟ ଗୁଡ଼ିକ ହେଲା – ଗୁଜରାଟ, ମହାରାଷ୍ଟ୍ର ଓ…

ସୁରଟରେ ଭୟାବହ ଅଗ୍ନିକାଣ୍ଡ; ନିଆଁ ଲିଭାରେ ଲାଗିଛନ୍ତି ଦମକଳ ବାହିନୀର ୪୦ ଗାଡି

ସୁରଟ: ଗୁଜୁରାଟର ସୁରଟ ନିକଟସ୍ଥ ସରୋଲି ଅଞ୍ଚଳରେ ଥିବା ରଘୁବାର ମାର୍କେଟ କପ୍ଲେକ୍ସର ୧୦ ମହଲା ମଙ୍ଗଳବାର ଭୋର୍ ସମୟରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…