Latest Odisha News

BREAKING NEWS

Browsing Tag

Susama Parija

ଶିଶୁ ଗଳ୍ପ : ତୁମ ପରି ଛୋଟ ପିଲାଟିଏ

ସୁଷମା ପରିଜା ଗୋଟିଏ ମଫସଲିଆ ଗାଆଁ ଥିଲା ପଣ୍ଡରପୁର। ସେ ଗାଆଁରେ ରହୁଥିବା ଲୋକମାନେ କେବଳ ଚାଷବାସ ଉପରେ ହିଁ ନିର୍ଭର କରି ଚଳନ୍ତି । ପାଠଶାଠ ପଢିବା ପାଇଁ ଭଲ ସ୍କୁଲଟିଏ ମଧ୍ୟ ନାହିଁ ସେ ଗାଆଁରେ। କେବେ କେବେ ବର୍ଷା ଅଭାବରୁ ଚାଷବାସ ଉଜୁଡି ଯାଏ, ଲୋକମାନଙ୍କୁ ଭୋକ ଉପାସରେ ରହି…

ଗଳ୍ପ : ବାବାଙ୍କୁ ଚିଠି

ସୁଷମା ପରିଜା  ବାବା ! ତୁମେ ଆମକୁ ଛାଡି ଯିବାର ଆଜିକୁ ତେତିଶି ବର୍ଷ ପୁରିଲା। ଚାଳିଶି ବର୍ଷ କଟକରେ ରହିବା ଭିତରେ ଗାଆଁକୁ ଫେରିବିନି କହୁଥିବା ସେଇ ଦୃଢମଣିଷଟି ତୁମେ ପରିସ୍ଥିତିରେ ପଡି ଊଣେଇଶହ ଛୟାଅଶି ଡିସେମ୍ବର ମାସରେ କଟକ ଛାଡି ଗାଆଁକୁ ଯିବାକୁ ଏକା ଜିଦ୍ ଧରିଥିଲ। ଗାଆଁରେ ଯାଇ…

ପାଠକୀୟ ଆଦୃତି ହିଁ ଲେଖକର ସର୍ବଶ୍ରେଷ୍ଠ ପୁରସ୍କାର : ସୁଷମା ପରିଜା

ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଗଳ୍ପ , କବିତା , ଶିଶୁ ସାହିତ୍ୟ ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଚାଲିଥିବା ସୁଷମା ପରିଜା ଏକ ନିଆରା ବ୍ୟକ୍ତିତ୍ୱ । ତାଙ୍କ ରଚନାରେ ଥାଏ । ଅନୁଭବ ଓ ଅନୁଭୂତିର କଥା , ସମାଜର ରୀତି ନୀତି , ଓଡ଼ିଶାର ପରମ୍ପରା, ପର୍ବ ପର୍ବାଣି ତଥା…

ମୋ’ ପିଲାଦିନ କୁଆଁର ପୁନେଇଁ

ସୁଷମା ପରିଜାଙ୍କ ସ୍ମୃତିରଖିଅରୁ…….  ପିଲାଟି ଦିନରୁ କଟକ ସହରରେ ରହି ଆସିଛି ମୁଁ । ସହରରେ କୁଆଁର ପୁନେଇଁ କେବଳ ଏକ ବିଧି ରକ୍ଷା ପୂଜା ବୋଲି ମୋ’ର ମନେହୁଏ। କାରଣ ଆମେ ଦଶହରା ଯେତେ ଯାକଯମକରେ ପାଳନ କରୁ, କୁଆଁର ପୁନେଇଁରେ ତାହା ନଥାଏ। ଘରେ ଚଉରା ମୂଳେ ସକାଳ ସଞ୍ଜରେ ସୂର୍ଯ୍ୟ ଆଉ…

ମୋ ପିଲାଦିନ ଆଉ କଟକ ଦଶହରା

ସୁଷମା ପରିଜାଙ୍କ ସ୍ମୃତିରଖିଅରୁ....... ହଜାରେ ବର୍ଷ ର ଏ କଟକ ସହର । ଉତ୍ତର ଦିଗରେ ମହାନଦୀ ଆଉ ଦକ୍ଷିଣ ଦିଗରେ କାଠଯୋଡି ର ମଧ୍ୟ ଭାଗ ରେ ଗଢି ଉଠିଥିବା ଏହି ସହରଟି ବାଉନବଜାର ଆଉ ତେପନ ଗଳି ରେ ଛନ୍ଦା ଛନ୍ଦି ହୋଇଛି । ହିନ୍ଦୁ ମୁସଲିମ୍ ଶିଖ୍ ଖ୍ରୀଷ୍ଟିଆନ୍ ସମସ୍ତଙ୍କୁ ଭାଇଚାରା ରେ…

ଅନୁଭୂତିରେ ରଥଯାତ୍ରା : ସୁଷମା ପରିଜା

ଦୟାନିଧି - କରୁଣାସାଗର  ଶ୍ରୀ ଜଗନ୍ନାଥ ଆମ ହୃଦୟର ଠାକୁର। ସେ କୈବଲ୍ୟଦାତା, ପରମ କରୁଣାମୟ । କେହି ଭକ୍ତି ସହକାରେ ମନେ ମନେ ଯାହା ମାଗିଲେ ସେ ଅବଶ୍ୟ ଭକ୍ତର ମନୋକାମନା ପୂରଣ କରନ୍ତି। ଦୁଇ ହଜାର ଅଠର ମସିହାରେ ମୋ’ ଜୀବନର ସେମିତି ଗୋଟିଏ ଅନୁଭୂତି ହୋଇଥିଲା । ପୁରୀର ରଥଯାତ୍ରା…

ଆମ ଗାଁ ରଜ : ସୁଷମା ପରିଜା

ସୁଷମା ପରିଜା ବାପାଙ୍କ ଚାକିରୀ ଯୋଗୁଁ ପିଲାଦିନୁଁ କଟକ ସହରରେ ରହୁଥିଲୁ । କିନ୍ତୁ ପ୍ରତି ବର୍ଷ ସ୍କୁଲ୍ରେ ଖରାଛୁଟି ଆଉ ଧାନ କଟାଛୁଟି ( ଶୀତ ଛୁଟି) ହେଲା ମାତ୍ରକେ ଗାଁକୁ ଯିବାଟା ଥୟ । ଆମ ଗାଆଁ କଟକ ଜିଲ୍ଲାର ବାଙ୍କୀ ସବଡିଭିଜନ୍ ଅନ୍ତର୍ଗତ ଡମପଡ଼ା । କଟକ ସହରୁ ମାତ୍ର ପଚାଶ…

କବିତା : ଶୂନ୍ୟତା

ସୁଷମା ପରିଜା ଇଏ କେମିତି ସମୟ! ସବୁ ଲାଗେ ଅଳିକ ଅଳିକ ସତ୍ୟ , ଏକ ମାତ୍ର ସତ୍ୟ କେବଳ ନିତ୍ୟ ଧାବମାନ ମୃତ୍ୟୁର କରାଳ ପଞ୍ଝା । ମନ ଭିତରେ କେମିତି ଗୋଟେ ଘମାଘୋଟ ଲଢେଇର ବେଳା, ଚାରିଆଡେ ଉଥଳ ପୁଥଳ, ସତେ କି ଚକ୍ରବାତ ଚାଲିଛି ଏଠି, ଖାଲି ଢେଉ ଆଉ ଢେଉ , ଦିଗହରା ଜୀବନ,…

କବିତା : ତ୍ରିଶଙ୍କୁ ଜୀବନ

ସୁଷମା ପରିଜା ବେଳେ ବେଳେ କିଛି କଥା, କିଛି ଶବ୍ଦ, ତୀକ୍ଷ୍‌ଣ ଧାରଥିବା ଛୁରୀଟିଏ ହୋଇ ଟିକ୍ ଟିକ୍ କରି କାଟି ପକାନ୍ତି ଛାତି ଭିତର ର କଲିଜା ଟାକୁ, ଯନ୍ତ୍ରଣାକ୍ଳିଷ୍ଟ ହୃଦୟରୁ ନିଗିଡି ଆସୁଥିବା ଲହୁ ସବୁ ଲୁହ ହୋଇ ବୋହି ଯିବା ଲାଗି ଆସି ଅଧା ବାଟରୁ ଲେଉଟି ଯାଆନ୍ତି ଆଖିପତା ପାଖରୁ,…