Latest Odisha News

BREAKING NEWS

Browsing Tag

ukraine war

ୟୁକ୍ରେନ୍‌କୁ ଟକ୍କର ଦେବା ଋଷ ପକ୍ଷେ ହେବ କଷ୍ଟକର

ନୂଆଦିଲ୍ଲୀ : ୟୁକ୍ରେନକୁ ଟକ୍କର ଦେବା ଏଣିକି ଋଷ ପକ୍ଷେ ହେବ କଷ୍ଟକର । ଖୁବ୍ ଶୀଘ୍ର ଆମେରିକାଠାରୁ ୟୁକ୍ରେନ ପାଇବ ୩୧ଟି ଶକ୍ତିଶାଳୀ M1 ଆବ୍ରାହମସ୍ ଟ୍ୟାଙ୍କ । ଏନେଇ ଘୋଷଣା କରିଛି ଆମେରିକା । ସେପଟେ ଜର୍ମାନୀ ବି ଲିଓପାର୍ଡ ଟ୍ୟାଙ୍କ ଯୋଗାଇବାକୁ ଘୋଷଣା କରିଛି । ଯୁଦ୍ଧ ପ୍ରସଙ୍ଗରେ…

ୟୁକ୍ରେନରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିପାରେ ଋଷ, ପୁଟିନ୍ ଥଟ୍ଟା କରୁ ନଥିବା କହିଲେ ବାଇଡେନ୍

ନୂଆଦିଲ୍ଲୀ: ଶୀତଳ ଯୁଦ୍ଧ ପରେ ପ୍ରଥମଥର ବିଶ୍ୱ ପରମାଣୁ ଯୁଦ୍ଧର ଦ୍ୱାର ଦେଶରେ ଛିଡ଼ା ହୋଇଛି । ଆଉ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସମସ୍ତଙ୍କ ଆଶଙ୍କା ବଢ଼ିବାରେ ଲାଗିଛି । ଏଭଳି ସ୍ଥଳେ ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍…

ଫିନଲାଣ୍ଡକୁ ପୁଣି ଧମକାଇଲେ ପୁଟିନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ନାଟୋର ସମ୍ପ୍ରସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ନାଟୋ ସଦସ୍ୟତା ନେବେ ରୁଷର ଦୁଇ ପଡ଼ୋଶୀ ରାଷ୍ଟ୍ର ଫିନଲାଣ୍ଡ ଓ ସ୍ୱିଡେନ୍ । କଥାବାର୍ତ୍ତା ଓ ଅନ୍ୟାନ୍ୟ ପ୍ରକ୍ରିୟା ଚାଲିଛି । ଏକଥାକୁ ସହଜରେ ଜମ କରି ପାରୁନି ରୁଷ୍ । ପୁଣି ଥରେ ଫିନଲାଣ୍ଡକୁ…

ଯୁଦ୍ଧରେ ସାହସିକତା ଦେଖାଇଥିବା ୟୁକ୍ରେନ୍ କୁକୁରକୁ ସମ୍ମାନିତ କଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାଖାପାଖି ଅଢ଼େଇ ମାସ ହେଲାଣି ରୁଷ-ୟୁକ୍ରେନ୍ ଭିତରେ ଯୁଦ୍ଧ ଚାଲିଛି । ଯୁଦ୍ଧରେ ଅନେକ ସାଧାରଣ ଲୋକଙ୍କ ଜୀବନ ଯାଇଛି । ଲୋକ ନିଜ ସୁରକ୍ଷା ପାଇଁ ଆଗେଇ ଆସିଥିବା ବେଳେ ଲୋକଙ୍କ ସୁରକ୍ଷାରେ ପଶୁ ବି ନିଜକୁ ସାମିଲ କରିଥିଲେ । ଯୁଦ୍ଧରେ ହିରୋ ସାଜିଥିବା ୟୁକ୍ରେନ…

ଜେଲେନସ୍କି ହସ୍ତାକ୍ଷର ରଚିତ ବେସବଲ୍ ବିକି ସହାୟତା ପାଣ୍ଠି ଯୋଗାଡ଼ କରୁଛି ୟୁକ୍ରେନ

ଭୁବନେଶ୍ୱର: ଯୁଦ୍ଧର ଶିକାର ୟୁକ୍ରେନ ଏବେ ଚାରିଆଡୁ ସହାୟତା ଅପେକ୍ଷାରେ । ବିଭିନ୍ନ ମିତ୍ର ଦେଶ ସହ ବିଶ୍ୱର ବୃହତ ଶକ୍ତିକୁ ସହାୟତା ପାଇଁ ଆହ୍ୱାନ କରୁଛି । କେବଳ ସାମଗ୍ରିକ ସହାୟତା ନୁହେଁ ସାମରିକ ସାହାଯ୍ୟ ବି ଲୋଡ଼ା । ଅର୍ଥନୀତି ଦ୍ରୁତ ହ୍ରାସ ଯୋଗୁଁ ପାଣ୍ଠି ଯୋଗାଡ଼ କରିବା ମଧ୍ୟ ଏବେ…

[ଦେଖନ୍ତୁ ଭିଡିଓ] ଯୁଦ୍ଧ ବିରୋଧରେ ଧାରଣା ବେଳେ ରୁଷ୍ ସେନାର ଆଖିବୁଜା ଗୁଳିମାଡ଼

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନରେ ଆତଙ୍କ ଖେଳାଉଛି ରୁଷ୍ ସେନା । ଏବେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି । ଆବାସିକ ସ୍ଥଳୀ ଉପରେ ହମଲା କରୁଛି । ଯୁଦ୍ଧ ବିରୋଧରେ ଧାରଣ ବେଳେ ଲୋକଙ୍କ ଉପରେ ବି ଗୁଳିମାଡ଼ କରୁଛି । ଖେରସୋନରୁ ଏଭଳି ଚିତ୍ର ସାମନାକୁ ଆସିଛି । ସୋସିଆଲ୍ ମିଡିଆରେ ଭାଇରାଲ୍…

ୟୁକ୍ରେନରୁ ଫେରିବେ ଓଡ଼ିଆ ଛାତ୍ରଛାତ୍ରୀ, ପ୍ରସ୍ତୁତ ହେଲା ଯୋଜନା

ଭୁବନେଶ୍ବର : ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ଏଭଳି ସ୍ଥିତିରେ ଓଡ଼ିଆ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ୪ ସ୍ବତନ୍ତ୍ର ପ୍ରତିନିଧିଙ୍କୁ ଦାୟିତ୍ବ…

କଡା ଜବାବ ଦେବୁ, ଆଉ ଜିତିବୁ : ୟୁକ୍ରେନର ଖୋଲା ଧମକ

ଋଷର ସେନା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ପରେ ଏବଂ ୟୁକ୍ରେନର ୧୩ଟି ସ୍ଥାନରେ ଆକ୍ରମଣ କରିବା ପରେ କଡା ପ୍ରତିକ୍ରିୟା ରଖିଛି ୟୁକ୍ରେନ୍ । ଋଷ ୟୁକ୍ରେନ୍ ଉପରେ ସମ୍ପୁର୍ଣ୍ଣ ଆକ୍ରମଣ ଆରମ୍ଭ କରିସାରିଛି । ୧୩ଟି ସ୍ଥାନ ଉପରେ ମିଜାଇଲ୍ ମାଡ ସହ ମାନବ ବିହିନ ଡ୍ରୋନ୍ ମାଦୟମରେ ଆକ୍ରମଣ ଆରମ୍ଭ…