Latest Odisha News

BREAKING NEWS

Browsing Tag

united nation

ଜାତିସଂଘରେ ପାକିସ୍ତାନକୁ ଭାରତର ମୁହଁତୋଡ ଜବାବ; ପାକ ମନ୍ତ୍ରୀଙ୍କ ପ୍ରଶ୍ନ ଉତ୍ତର ପାଇବାର ଯୋଗ୍ୟତା ରଖେନି

ନୂଆଦିଲ୍ଲୀ:ଜାତିସଂଘରେ ପୁଣି ଥରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି ଭାରତ । ମହିଳା, ଶାନ୍ତି ଏବଂ ସୁରକ୍ଷା ପ୍ରସଙ୍ଗରେ ଜାତିସଂଘର ସୁରକ୍ଷା ପରିଷଦରେ ଆଲୋଚନା ସମୟରେ ପାକିସ୍ତାନ  ବିଦେଶମନ୍ତ୍ରୀ ବିଲାବଲ ଭୁଟ୍ଟୋ ଜରଦାରୀ ଜମ୍ମୁକଶ୍ମୀର ପ୍ରସଙ୍ଗ ଉଠାଇଥିଲେ ।  ଜାତିସଂଘରେ ଭାରତର…

ଜାତିସଂଘରେ ଆଗତ ପ୍ରସ୍ତାବରୁ ଦୂରେଇ ରହିଲା ଭାରତ, ପାକିସ୍ତାନ ପାଇଁ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ: ଜାତିସଂଘରେ  ଆମେରିକା ଏବଂ ଆର୍ୟଲାଣ୍ଡ ପକ୍ଷରୁ ଆଗତ ପସ୍ତାବରେ ଭାରତ ନୀରବତା ବଜାୟ ରଖିଛି। ଏହି ପ୍ରସ୍ତାବରେ ଭାରତ ନିଜକୁ ଦୂରେଇ ରଖି ଅନୁପସ୍ଥିତ ରହିଛି । ପ୍ରତିବନ୍ଧକ ଲଗାଯାଇଥିବା କେତେକ ଦେଶକୁ ସହାୟତା ଯୋଗାଇ ଦେବା ଲାଗି ହୋଇଥିବା କଟକଣା ହଟାଇବା ପସ୍ତାବ ଆମେରିକା ଏବଂ…

ଆଜି ୮ ବିଲିୟନ ଛୁଇଁବ ବିଶ୍ୱ ଜନସଂଖ୍ୟା

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲା ଜନସଂଖ୍ୟା ବୃଦ୍ଧି । ଆଜି ବିଶ୍ୱ ଜନସଂଖ୍ୟା ୮ ବିଲିୟନକୁ ଛୁଇଁବ । ଚିନ୍ତା ଏତିକିରେ ସରିନାହିଁ । ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟ ଆହୁରି ଚିନ୍ତା ବଢାଇବା ପରି ତଥ୍ୟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ, ୨୦୨୫ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୮.୫…

କୋଭିଡ୍ ମୁକାବିଲା ନେଇ ଜାତିସଂଘର ଭୂମିକା ଉପରେ ପ୍ରଶ୍ନ ଉଠାଇଲେ ମୋଦି

ନୂଆଦିଲ୍ଲୀ: ଗତ ୮-୯ ମାସ ହେଲାଣି ସାରା ବିଶ୍ୱ କରୋନା ମହାମାରୀ ବିରୋଧରେ ଯୁଦ୍ଧ କରିଆସୁଛି । କିନ୍ତୁ ଏହି ସମୟରେ ମିଳିତ ଜାତିସଂଘ ମହାମାରୀ ମୁକାବିଲା ଦିଗରେ କେଉଁଠି ଅଛି । ଏ ନେଇ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚ୍ୟୁଆଲ ପ୍ଲାଟଫର୍ମରେ…

ମିଳିତ ଜାତିସଂଘର ୭୪ତମ ପ୍ରତିଷ୍ଠା ଦିବସରେ ଜାଣନ୍ତୁ ଏହା ସମ୍ପର୍କରେ କିଛି ଅଜଣା କଥା

ମିଳିତ ଜାତିସଂଘ ଗୋଟିଏ ଅନ୍ତଃ -ସରକାରୀ ଅନୁଷ୍ଠାନ ଯାହା ଅନ୍ତର୍ଜାତିକ ସହଯୋଗକୁ ବିକଶିତ କରିଥାଏ । ପୂର୍ବରୁ ନିଷ୍କ୍ରିୟ ଥିବା କେତେକ ରାଷ୍ଟ୍ରର ଗୋଷ୍ଠୀକୁ ପରିବର୍ତ୍ତିତ ରୂପ ଦେଇ ୨୪ ଅକ୍ଟୋବର ୧୯୪୫ରେ ମିଳିତ ଜାତିସଂଘର ସଂସ୍ଥାପନା ହୋଇଥିଲା । ଏହି ଦିନକୁ ଆଜି ମିଳିତ ଜାତିସଂଘ ଦିବସ…